୧୩) ୧୫ଶ ଶତାବ୍ଦୀର କପିଳେନ୍ଦ୍ରଦେବଙ୍କଜଗନ୍ନାଥ ମନ୍ଦିରର ଜୟବିଜୟ ଦ୍ବାରର ବାମପାର୍ଶ୍ବରେ ଖୋଦିତ ଶିଳାଲଖେ (୪ର୍ଥ ଅଙ୍କ-୧୪୩୬ଖ୍ରୀ.)
- ବୀର ଶ୍ରୀପ୍ରତାପ କପିଳେଶ୍ବରଦବେ ମହାରାଜାଙ୍କର ବିଜୟରାଜ୍ୟେ ସମସ୍ତ ୪ ନ୍ଦଙ୍କ ଶ୍ରାହୀ ଧନୁ ନ୍ଦମାବେâ ସୌରିବାରେ ଶ୍ରୀପୁରୁଷୋତ୍ତମକଟକେ ପରମେଶ୍ୱରରଙ୍କ ଦର୍ଶନ ସମଏ ମହାପାତ୍ର କକାଇ ସାନ୍ତରା ମହାପାତ୍ର ଜଳସରସନେ ନରନେ୍ଦ୍ର ମହାପାତ୍ର ଗୋପିନାଥ ମvରାଜ ମହାପାତ୍ର କାଶ ବିଦ୍ୟାଧର ମହାପାତ୍ର ବଲେସେ୍ବର ପ୍ରହରାଜ ମହାପାତ୍ର ଲଖଣ ପୁରୋହିତ ପଜ୍ଜନାୟକ ଦାମୋଦର ମହାସନୋପତି ଥାଇ ପରମେଶ୍ୱରଙ୍କ ଶ୍ରୀଚରଣ ନ୍ଦଗ୍ରତେ ଭୋଗପରିକ୍ଷା ପାତ୍ର ନ୍ଦଗ୍ନ ି ସ ର୍ମ ା ମୁ ଦ ୍ର ହ ସ୍ତର ଗୋଚରେ ବୋଇଲା-ମୁ ଦ ଲେ ଶ୍ରୀଗୁରୁସୋତମଦବେଙ୍କ ଦେଉଳ ଦ୍ବାରେ ଲଖେନ କରିବା ନ୍ଦାàର ଓଡିଶା ରାଜ୍ୟର ଲୋଣକଉତୀ ସୁଳକ (=ଶୁN)ର ନ୍ୟାର୍ଯ୍ୟ ଛାଡିଲି ଛାଡିଲି ଏହା ରାଜା ହୋଇ ଯେ ଲ¶ଂଇ ସେ ଶ୍ରୀ ଜଗନ୍ନାଥଦବେଙ୍କୁ ଦ୍ରୋହ କର(ଇ) । ୧୪) ଷୋଡଶ ଶତାଝୀର ପ୍ରତାପରୁଦ୍ରେ ଦବଙ୍କ ୪ର୍ଥ ନ୍ଦଙ୍କ(୧୫୦୦ଖ୍ରୀ.)ରେ ଜୟବଜ ି ୟଦା୍ବ ରର ବାମପାର୍ଶ୍ବସ୍ଥ ୬ଷ୍ଠ ଶିଳାଲଖେ -ବୀରଶ୍ରୀ ଗଜଣ୍ଡି ଗେæଡଶେ୍ବର ନବକୋଟି କର୍ଣ୍ଣାଟ କଳବରଗସେର ବୀରବର ଶ୍ରୀ ପ୍ରତାପରୁଦ୍ରଦବେ ମାହାରାଜାଙ୍କର ସମସ୍ତ ୪ ନ୍ଦଙ୍କ ଶ୍ରାହୀ କକଡା ସ୍ନ ୧୦ ବୁଧବାରେ ନ୍ଦବଧାରିତ ନ୍ଦାଇଗାଂ ପ୍ରମାନେ ବଡଠାକୁରଙ୍କ ଗୀତୀଗୋବିନ୍ଦ ଠାକୁର ଭୋଗବଳେେ ଏ ନାଟ ହୋଇବ ସଂମ୍ଭଧୂପ ସରିଲାଠାରୁ ବଡସିଂଗାର ପରିଯନ୍ତେ ଏ ନାଟ ହୋଇବ ବଡଠାକୁରଙ୍କ ସଂପରଦା କପିଳେଶ୍ବର ଠାକୁରଙ୍କଦିଲା ନାଚୁଣୀମାନ ପୁରୁଣା ସଂପରଦା ତଲେଗେୀ ସଂପରଦା ଏମାନେ ସବିହେଂ ବଡ ଠାକୁରଙ୍କ ଗୀତୀ-ଗୋବିନ୍ଦହୁଂ ନ୍ଦାନଗୀତ ନ ସିଖିବେ । ନ୍ଦାନଗୀତ ନ ଗାଇବେ । ନ୍ଦାନ ନାଟ ହୋଇ ପରମଶେ୍ବରଙ୍କଛାମୁର ନୋହବ । ଏନାଟ ବିତରକେ ବେâåବ ଗାନ୍ଦାଣ ଚାରିଜଣ ନ୍ଦଛନ୍ତି ଏମାନେ ଗୀତୀ- ଗୋବିନ୍ଦ ଗୀତ ହି ଗାଇବେ ଏହାଙ୍କଠାର ନ୍ଦଶିକ୍ଷିତମାନେ ଏକଶ୍ବରେ ଶୁଣି ଗୀତ-ଗୋବିନ୍ଦ ଗୀତ ହୀ ସେ ଶି ଖ ୀବେ ନ୍ଦାନ ଗୀତ ନ ଶିଖୀବେ । ଏହା ଉ ପରୀକ୍ଷା ନ୍ଦାନଗୀତ କରାଇଲେ ଜାଣି ସେ ଜଗନ୍ନାଥଙ୍କ ଦ୍ରୋହ କରଇ । ୧୫) ଷୋଡଶ ଶତାଝୀର ମୁକୁନ୍ଦଦବେଙ୍କ ସୀମାଞ୍ଜଳସ୍ଥ ଲକ୍ଷðୀନରସିଂହ ସ୍ବାମୀ ମନ୍ଦିର ବାରଣ୍ଡାର ଗୋଲାକାର ସ୍ତମ୍ବରଖେୋଦିତ ଶିଳାଲଖେ (୧୫୬୮ଖ୍ରୀ.) - ସ୍ବଦତଦଙ୍ଗ ଦ୍ବି ଗୁଣଂ ପୁଣ୍ୟଂ ପରଦ ତନୁ ପାଳନେ ପରଦ ତ ନ୍ଦପହାରଣେନ୍ଦ ସ୍ବଦତ ନି—ଳଂ ଭବତେଙ୍ଗ ବିର ଶ୍ରୀ ଗଜପତି ଗଉଡସେ୍ବର ନବକୋଟି-କର୍ନଟକଲବରକସେ୍ବର ବିରପ୍ରତାପ ଶ୍ରୀ ମୁକୁନ୍ଦଦେଓ ମାହାରାଜାଙ୍କର ବିଜେ ସୁଭ ରାଇଜେ ସମସ୍ତ ୯ ନ୍ଦଙ୍କେ ଶ୍ରୀ ନରସି¶ଂନାଥ ଦବେଙ୍କୁ ଭାତ ଭୋଗକୁ ଭିନ୍ଦାଇ ଜୀନ୍ଦର ଦେଉଳର ପ୍ରତ୍ରଣକି କଲା(?) ଟ୧୨୫କା ନ୍ଦମୃତକୁଣ୍ଡକୁ ଟ୩୬୫କା ଗୋଟିକୁ ଟ୧୬୦କା ଗାଏ ୫୨୫ ଟଙ୍କା ଧୀଲା କଳିv ଦଣ୍ଡପାଟର ତଳ ଜିନ୍ଦର ନ୍ଦଙ୍କାତଲି ପଟେର କପାପଖିମୁଠା ନ୍ଦବଦାନ କରି ଦିଲା(?) ଟ୫୨୫କା ଏ ରଜାଙ୍କ ୧୧ ନ୍ଦଙ୍କେ ସମ୍ପ୍ରଦା ସବୋକୁ ଭିନ୍ଦାରୁ ମାଇଗୋମୁଣାପୋକ(?) ୨୦- ବ ର ତ ନ ଟ୫୦ଙ୍କାକୁ ଧୀଲା ଜୀନ୍ଦର(େ) ଦସରୁ ଟ୧୫୦ଙ୍କା ହରିରାଜ ନରିନ୍ଦ୍ର ମହାପାତ୍ରଙ୍କ ଗୋଟିକୁ