ପୃଷ୍ଠା:Bhasa o Jatiyata.pdf/୩୬

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଭାଷା ଓ ଜାତୀୟତା

୩୭

(ଭିଏତ୍ନାମ), କାମ୍ବୋଜ (କାମ୍ବୋଡିଆ)ର ସାଗର କୂଳେକୂଳେ ୀର୍ଘ ପଥଧରି ଯିବା ଅପେକ୍ଷା ଗୋାବରୀ, କୃଷ୍ଣା, କାବେରୀ ନୀତଟକୁ ସହଜପଥ ଭାବେ ଗ୍ରହଣକରି ନିଜ ବାଣିଜି୍ୟକ ପସରା ମେଲାଇ େଇଥିବେ । ଏ କାର୍ଯ୍ୟରେ ସହାୟତାପାଇଁ ବାଣିଜ୍ୟ ଅନଭିଜ୍ଞ ତଥା ସଭ୍ୟତାଠାରୁ ୂରରେ ଥିବା ।କ୍ଷିଣାତ୍ୟ ଅଧିବାସୀଙ୍କୁ କାମରେ ଲଗାଇବା ଆରମ୍ଭ କରିଥିବେ ତକ୍ରାଳୀନ କଳିଙ୍ଗର ବଣିକଗୋଷ୍ଠୀ । ଯାହାକି ପରବ•ର୍ୀ କାଳରେ ଏମାନେ କଳିଙ୍ଗବାସୀଠାରୁ ବିଭିନ୍ନ ବାଣିଜି୍ୟକ କୌଶଳ, ବସ୍ତୁ ନିର୍ମାଣକଳା ଓ ଶିଳ୍ପ ଉପôାନ ଆି ଶିକ୍ଷାକରି ନିଜ ବ୍ୟବସାୟିକ ସଂଘ ଗଠନ ମାଧ୍ୟମରେ କଳିଙ୍ଗ ବଣିକଗୋଷ୍ଠୀର ପ୍ରତି୍ୱନ୍ଦ୍ୱୀ ସାଜିଥିଲେ କିମ୍ବା କର୍ମଚାରୀ ସଂଘ ଗଢ଼ି କଳିଙ୍ଗ ବାଣିଜ୍ୟ ବ୍ୟବସାୟରେ ବାଧା ସୃଷ୍ଟି କରୁଥିଲେ । ବୋଧହୁଏ ଏହିଭଳି ଗଠିତ ସଂଘକୁ ନିର୍ଦ୍ଧୟ ଭାବରେ କଳିଙ୍ଗ ସମ୍ରାଟ ଖାରବେଳ ଧ୍ୱଂସ କରିଥିଲେ ବୋଲି ହାତୀଗୁମ୍ଫା ଶିଳାଲେଖରୁ ଜଣାପଡ଼େ । ପୁନଶ୍ଚ କାବେରୀଠାରୁ ଗଙ୍ଗାନୀ ପର୍ଯ୍ୟନ୍ତ ସମଗ୍ର ପୂର୍ବ ଉପକୂଳରେ ଗଠିତ ବନ୍ଦର ଓ ବନ୍ଦରଭି•ିକ ସହର ନିର୍ମାଣଶୈଳୀ ଏକା ପ୍ରକାରର ତଥା ଏଠାରୁ ପ୍ରାପ୍ତ ବିଭିନ୍ନ ବାଣିଜି୍ୟକ ଚିହ୍ନ ସମାନ ଥିବାରୁ ଯେକୌଣସି ଗୋଟିଏ ଜାତି୍ୱାରା ଏହା ପରିଚାଳିତ ହୋଇଥିବା ସମ୍ଭବ । ସେ ସମୟରେ ପୂର୍ବ ଉପକୂଳରେ କେବଳ କଳିଙ୍ଗ ହିଁ ଏକମାତ୍ର ଶ୍ରେଷ୍ଠ ବାଣିଜି୍ୟକ ଜାତିଥିବାରୁ ଉକ୍ତ ଭୂଭାଗ କଳିଙ୍ଗ ଅଧିବାସୀଙ୍କ୍ୱାରା ପରିଚାଳିତ ହେଉଥିଲା କହିଲେ ଭୁଲ ହେବ ନାହିଁ । ଏଥିସହିତ ଏପର୍ଯ୍ୟନ୍ତ ସେଭଳି କୌଣସି ଅଭିଲେଖ କିମ୍ବା ପ୍ରତ୍ନତା•୍ୱିକ ଆବିଷ୍କାର ହୋଇନାହିଁ, ଯାହାକି ବହୁ ପ୍ରାଚୀନ କାଳରୁ ତାମିଲଙ୍କ୍ୱାରା କ୍ଷିଣ ଭାରତର ବାଣିଜ୍ୟ ବ୍ୟବସାୟ ପରିଚାଳିତ ହେଉଥିଲା । କେବଳମାତ୍ର ସାହିତି୍ୟକ ସାକ୍ଷୀ (ଯାହା ଅନୁମାନ ଉପରେ ପର୍ଯ୍ୟବସିତ ଓ ବ•ର୍ମାନ ପରିପ୍ରେକ୍ଷୀରେ ଭ୍ରମାତ୍ମକ ମଧ୍ୟ)କୁ ଆଧାର କରି ଏହାକୁ ପ୍ରମାଣ କରାଯାଇଛି । ବରଂ ଏହି ଆଧାରକୁ ଭି•ିକରି କଳିଙ୍ଗ ବଣିକଙ୍କ୍ୱାରା ।କ୍ଷିଣାତ୍ୟର ବାଣିଜ୍ୟ ବ୍ୟବସାୟ ପରିଚାଳିତ ହେଉଥିଲା କହିଲେ ନିଶ୍ଚିତ ଭାବେ ଅଧିକ ଯୁକ୍ତିସଂଗତ ହେବ । ଯିଓ ଏହାର କିଛି ବଳିଷ୍ଠ ପ୍ରମାଣ ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ କିମ୍ବା ସମୃଦ୍ଧଶାଳୀ ାକ୍ଷିଣାତ୍ୟର ଜାତିପ୍ରେମୀ ଗବେଷକ ବିପକ୍ଷରେ ଗରୀବ ଓଡ଼ିଆରାଜ୍ୟର ଗବେଷକଙ୍କ ତୁଣ୍ଡ ଖୋଲିବାକୁ ଏପର୍ଯ୍ୟନ୍ତ ସାହସ ଜୁଟାଇ ପାରିନାହାଁନ୍ତି । କିନ୍ତୁ ଏକଥା ସତ୍ୟ ଯେ, ୁଇଚାରିଟି ୃଷ୍ଟାନ୍ତକୁ ଛାଡ଼ି େଲେ ପ•ଶ ଶତାବ୍ଦୀ ପର୍ଯ୍ୟନ୍ତ ଅର୍ଥାତ୍ ୀର୍ଘ ୨ଶହ ବର୍ଷ ଧରି ଓଡ଼ଶି ।ର ଶାସକ ଉ•ର ଓ ପଶ୍ଚିମ ଭାରତ ଅପେକ୍ଷା ।କ୍ଷିଣାତ୍ୟ ବିଜୟକୁ ଅଧିକ ଗୁରୁତ୍ୱ େଉଥିଲେ ଏବଂ ବାରମ୍ବାର ଓଡ଼ିଶାର ସୀମା ଗଙ୍ଗାଠାରୁ କାବେରୀ; ଏପରିକି ରାମେଶ୍ୱର ପର୍ଯ୍ୟନ୍ତ ବିସ୍ତାର କରିବାକୁ ନିଜର ଗୌରବ ମଣୁଥିଲେ । ନିଜମାଟି ପ୍ରତି ମୋହଭାବ ନ ଥିଲେ କୌଣସି ଜାତି ବା ବ୍ୟକ୍ତି କେବେ କ’ଣ ଏହାକୁ ଅଧିକାର କରିବାକୁ ମନ ବଳାଇବ? ୃଢ଼ରାଜନୈତକ ି ଭି•ଭ ି ୂମି ମାଧ୍ୟମରେ ବିକଶିତ ହୋଇଥାଏ ଭାଷା, ସାହିତ୍ୟ ଓ ସଂସ୍କୃତି । ଏହା ହିଁ ଗୋଟିଏ ଜାତିକୁ ଯୁଗଯୁଗ ଧରି ଚିହ୍ନିତ କରିଥାଏ । ଏହି ୃଷ୍ଟିରୁ ବିଚାର