ପୃଷ୍ଠା:Bhasa o Jatiyata.pdf/୭୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

ପଢ଼ିବାକୁ ପଡ଼ିବନାହିଁ । କିମ୍ବା ବି୍ୟାର୍ଥୀର ଇଂରାଜୀଭାଷା ପ୍ରୟୋଗ ଓ ଉଚ୍ଚାରଣରେ କୌଣସି ମାନସିକ ୍ୱନ୍ଦ୍ୱ ରହିବନାହିଁ । ପ୍ରତିବର୍ଷ ଓଡ଼ିଆ ମାଧ୍ୟମରେ ଶମ ଶ୍ରେଣୀ ପରୀକ୍ଷା େଉଥିବା ୪ ଲକ୍ଷରୁ ଊଦ୍ଧ୍ୱର୍ ପିଲା ବ•ର୍ମାନର ନିଯୁକ୍ତିକ୍ଷେତ୍ରରେ ଆଧିପତ୍ୟ ବିସ୍ତାର କରିଥିବା ଇଂରାଜୀମାଧ୍ୟମ ବି୍ୟାଳୟର ମୁଷ୍ଟେି ମୟ ପିଲାମାନଙ୍କୁ ଅତି ସହଜରେ ଅତିକ୍ରମକରି ପରବ•ର୍ୀ ପରୀକ୍ଷାମାନଙ୍କରେ ସଫଳତା ହାସଲ କରିପାରିବେ । ଆଧୁନିକ ଭାଷାଶିକ୍ଷାର ପ୍ରଧାନ ଉଦେ୍ଧଶ୍ୟ- ‘ଭାଷା ମାଧ୍ୟମରେ ଅନ୍ୟକୁ ପ୍ରଭାବିତ କରିପାରିବାର ଶକ୍ତି’ରେ ଏମାନେ ବଳିୟାନ ହୋଇପାରିବେ । କିନ୍ତୁ ପ୍ରାରମ୍ଭିକ ଶିକ୍ଷାକ୍ଷେତ୍ରରେ ଏହି ପଦ୍ଧତି ପ୍ରଚଳନ କରିବାକୁ ଆମ ଅଭିଭାବକ, ଶିକ୍ଷିତବର୍ଗ ଏବଂ ରାଜ୍ୟସରକାର ମାନସିକସ୍ତରରେ ପ୍ରସ୍ତୁତ ନୁହନ୍ତି । ଏହାର କାରଣ ମଧ୍ୟ ସମସ୍ତଙ୍କ କ୍ଷେତ୍ରରେ ଭିନ୍ନଭିନ୍ନ । ତେବେ ଏହି କାରଣ୍ୱାରା ଆଜିର ତଥାକଥିତ ପିତାମାତା ଓ ଜାତିର ପିତାମାତା ଭାବେ ପରିଚିତ ରାଜନୈତିକ ନେତୃବୃନ୍ଦ ଓଡ଼ିଆ ଭାଷାକୁ ଓଡ଼ିଆମାଟିରେ ପରୋକ୍ଷରେ ୁର୍ବଳ କରିେଉଛନ୍ତି ଓ ମୈଥିଳୀ ଭଳି ପୃଥିବୀପୃଷ୍ଠରୁ ଆଉ ଏକ ବଳିଷ୍ଠଭାଷାକୁ ମୃତୁ୍ୟର ଗହ୍ୱର ଭିତରକୁ ପରୋକ୍ଷରେ ଠେଲି େଉଛନ୍ତି ବୋଲି ଜାଣିପାରୁନାହାନ୍ତି ।

୭. ସାମାଜିକ କ୍ଷେତ୍ରରେ ଓଡ଼ିଆଭାଷାକୁ ଅନାର : ଏବେ ସମଗ୍ର ଓଡ଼ିଶାରେ ଖୋଯାଉଛି ଯେ, ବିବାହବ୍ରତାି ସାମାଜିକ ସଂସ୍କାର ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମରେ ଇଂରାଜୀରେ ନିମନ୍ତ୍ରଣପତ୍ର, ତୋରଣ, ଏପରିକି ଭୋଜିଭାତରେ ସୂଚନା ବୋପାଇଁ ଭେଜ୍, ନନ୍ଭେଜ, ୱାଟର, ସ୍ୱିଇଟସ୍ ଲେଖୁଛନ୍ତି । ବ୍ୟାପକକ୍ଷେତ୍ରରେ ଅଣଓଡ଼ିଆ ପରମ୍ପରା ଓ ସଂସ୍କୃତିର ପ୍ରଚଳନ ଆମକୁ ଇଂରାଜୀର କ୍ରୀତାସ କରିଲୋଣି । ଆଉଏକ ଭୟଙ୍କର ସାଂସ୍କୃତିକ ଅବକ୍ଷୟ ହୋଇଛି ହିନ୍ଦୀର ପ୍ରଭାବ ଯୋଗୁଁ । ଘରେଘରେ ହିନ୍ଦୀରେ ହନୁମାନ ଚାଳିଶା । ସହରରେ ଏପରିକି ଗାଁ’ଗାଁ’ରେ ‘ରାମଚରିତ ମାନସ’ ପ୍ରବଚନ ବା ପାରାୟଣ ହେଉଛି । ଲୋପ ପାଇଯାଉଛି ଆମ ଅତୀତର ଗୌରବ ଭାଗବତ ଟୁଙ୍ଗି, ଭାଗବତ ପାଠ, ହରିବଂଶ, ନୃସିଂହ ପୁରାଣ ପାଠ, ହରିହାଟ?

ବ୍ୟବସାୟସୂତ୍ରରେ ଓଡ଼ିଶାକୁ ଆସିଥିବା କିଛିବ୍ୟକ୍ତି ବ୍ୟବସାୟିକ ୃଷ୍ଟିରେ ରାମଚରିତ ମାନସ ପାରାୟଣ ଆରମ୍ଭ କରିଥିଲେ । ସେମାନେ ଉଭୟରେ ସଫଳହେଲେ, ମାତ୍ର ଓଡ଼ିଆଏ ବିଗଳିତ ଭକ୍ତିସ୍ରୋତରେ ଭାସି ତୁଳସୀ ।ସଙ୍କୁ ଛାଡ଼ିଲେ ନାହିଁ । ବ•ର୍ମାନ ଏହାର ବିକଳ୍ପରେ ଭାଗବତ ପାରାୟଣକୁ ପୁନର୍ଜୀବିତ କରିବା ସମୟ ଉପସ୍ଥିତ । ଓଡ଼ିଆଏ ମନେରଖିବା ଉଚିତ, ତୁଳସୀ ରାମାୟଣଠାରୁ ବହୁଗୁଣରେ ସୁନ୍ଦର ଓ ସୁଲଳିତ ରୂପରେ ଭାଗବତ ପାଠ ହୋଇପାରିବ । ଯାହା ଅତୀତରେ ଓଡ଼ଶି ।ମାଟିରେ ହେଉଥିଲା ଓ ବ•ର୍ମାନ ଆସାମମାଟିରେ ହେଉଛି, ତାହା ପୁଣି ଓଡ଼ିଶାମାଟିରେ କରିବା୍ୱାରା ଗାଁ’ଗହଳରେ ଧାର୍ମିକ ବାତାବରଣ ଜୀବିତ ହୋଇଉଠିବ ଓ ପାରସ୍ପରିକ ସହଯୋଗ, ସ୍ଭାବନା ବୃଦ୍ଧି ପାଇବ ।

୮. ଗଣମାଧ୍ୟମ, ଗଣଭାଷାହତ୍ୟାର ଶ୍ରେଷ୍ଠମାଧ୍ୟମ : ଗଣମାଧ୍ୟମରେ