ପୃଷ୍ଠା:Bhasa o Jatiyata.pdf/୮୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

(୩) ଇଂରାଜୀ ସାହିତ୍ୟ ବଳରେ ଇଂରାଜୀଭାଷା ଶିକ୍ଷାପ୍ରାନ : ଶିକ୍ଷାର ମୂଳଆଧାର ପ୍ରାଥମିକଠାରୁ ମାଧ୍ୟମିକ ଶ୍ରେଣୀ ଶିକ୍ଷା ବ୍ୟବସ୍ଥା ଇଂରାଜୀ ସାହିତ୍ୟପାଠ ସଂପୂର୍ଣ୍ଣ ବର୍ଜନ କରାଯାଉ । କାରଣ ଇଂରାଜୀ ଆମ ସମ୍ବିଧାନର ଅଷ୍ଟମ ସୂଚୀ ଅନ୍ତର୍ଭୁକ୍ତ ମୌଳିକ ଭାଷା ନୁହେଁ । ଏହାକୁ ଶିକ୍ଷାବ୍ୟବସ୍ଥାର ଆଧାର ଭାବରେ ଗ୍ରହଣ କରାଯାଇ ପାରିବନାହିଁ । ଏହା କେବଳ କାର୍ଯ୍ୟାଳୟର ଭାଷା ଭାବେ ସୀମିତ ସମୟପାଇଁ ସ୍ୱୀକୃତି ପାଇଛି । ତେଣୁ ପାରମ୍ପରିକ ୧୩ ବର୍ଷର ଇଂରାଜୀ ସାହିତ୍ୟ ପଢ଼ା ପଦ୍ଧତି ପ୍ରତ୍ୟାହାର କରାଯାଇ ଉଚ୍ଚଶିକ୍ଷା କ୍ଷେତ୍ରରେ କେବଳ ଉକ୍ରୃଷ୍ଟମାନର ଇଂରାଜୀଭାଷା ଶିକ୍ଷା ପ୍ରାନ କରାଯାଉ । ଯ୍ୱାରା ଚାକିରି ବୃ•େି ର ଓଡ଼ଅି ।ପିଲା ଅଧିକ କ୍ଷ ହୋଇପାରିବେ ।

(୪) ଓଡ଼ିଆଭାଷା ଶିକ୍ଷକ ନିଯୁକ୍ତି : ଶିକ୍ଷାକ୍ଷେତ୍ରରେ ଓଡ଼ିଆଭାଷାର ନିର୍ଭୁଲ ପ୍ରୟୋଗପାଇଁ ପ୍ରାଥମିକସ୍ତରରୁ ବିଶ୍ୱବି୍ୟାଳୟ ପର୍ଯ୍ୟନ୍ତ ପ୍ରତ୍ୟେକଶ୍ରେଣୀରେ ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷକଙ୍କୁ ଉପଯୁକ୍ତ ତାଲିମ ପ୍ରାନ କରାଇବାକୁ ହେବ । ବିଶେଷକରି ଶିକ୍ଷାର ମୂଳୁଆ ଭାବେ ପ୍ରଥମରୁ ଶମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆଭାଷାର ଶିକ୍ଷାଭାର ବ•ର୍ମାନ ଓଡ଼ିଆଭାଷା ଅନଭିଜ୍ଞ ଶିକ୍ଷକଙ୍କ୍ୱାରା ଶିକ୍ଷାପ୍ରାନ କରାଯାଉଥିବାରୁ ମାତୃଭାଷା ଶିକ୍ଷା ପ୍ରତି ମୂଳରୁ ହିଁ ବି୍ୟାର୍ଥୀର ଆଗ୍ରହ କମିଯାଉଛି । ଗତ ୫ ଡିସେମ୍ବର ୨୦୦୯ ରିଖ ପତ୍ରସଂଖ୍ୟା ୪୬୪୫୪/୧୧-୧୧-୦୯ ଅନୁସାରେ ଓଡ଼ିଶା ସରକାର ୩୨୧୦ଟି ଠିକାଶିକ୍ଷକ ଉଚ୍ଚ ବି୍ୟାଳୟ ସ୍ତରରେ ନିଯୁକ୍ତ ବୋକୁ ଘୋଷଣା କରିଛନ୍ତି । ରାଜ୍ୟର ୧୯ଟି ଶିକ୍ଷା ବିଭାଗରେ ୪୦୮ + ୪୮୮ଟି ବିଜ୍ଞାନ ଶିକ୍ଷକ, ୬୨୮ଟି ତାଲିମପ୍ରାପ୍ତ ସ୍ନାତକ କଳାଶିକ୍ଷକ, ୨୨୨ଟି ତାଲିମପ୍ରାପ୍ତ ଉଚ୍ଚ ମାଧ୍ୟମିକ ଓ ୪୦୦ଟି ତାଲିମପ୍ରାପ୍ତ ମେଟି୍ରକ, ୨୬୬ଟି ଖେଳଶିକ୍ଷକ, ୬ଜଣ ଊର୍ଦ୍ଧୁ ଶିକ୍ଷକ, ୫୦୪ ହିନ୍ଦୀ ଶିକ୍ଷକ, ୨୭୩ ସଂସ୍କୃତ ଶିକ୍ଷକ ପବୀ ଠିକା ମାଧ୍ୟମରେ ପୂରଣ କରାଯିବ ବୋଲି ଓଡ଼ଶି । ସରକାରଙ୍କ ଗଣଶିକ୍ଷା ବିଭାଗ ନିଷ୍ପ•ି ନେଇଛି । ମାତ୍ର ୁଃଖର କଥା ଗଣଶିକ୍ଷା ବିଭାଗ ତାଲିକାରେ ସବୁଭାଷାର ଶିକ୍ଷାପାଇଁ ଶିକ୍ଷକଙ୍କ ଅଭାବ ର୍ଶାଇଥିବାବେଳେ ଓଡ଼ିଆଭାଷା ଶିକ୍ଷକ ଅଭାବକୁ ଖୋଇନାହାନ୍ତି । ତେଣୁ ଓଡ଼ିଆଭାଷା ପଢ଼ାଇବାପାଇଁ ଓଡ଼ିଆଶିକ୍ଷକର ଆବଶ୍ୟକତା ନାହିଁ ବୋଲି ପରୋକ୍ଷରେ ସରକାର ସୂଚିତ କରିଛନ୍ତି । ଅଥଚ ଓଡ଼ିଶାରେ ବାସ କରୁଥିବା ବଂଗାଳୀ, ତେଲୁଗୁ, ଊର୍ଦ୍ଧୁ, ହିନ୍ଦୀ,ସଂସ୍କୃତ ଭାଷୀଙ୍କ ମାତୃଭାଷା ଶିକ୍ଷାପାଇଁ ସରକାର ସେହିଭାଷାର ଅଭିଜ୍ଞ ଶିକ୍ଷକଙ୍କୁ ନିଯୁକ୍ତି େଉଛନ୍ତି । ତେଣୁ ସ୍ନାତକରେ ଓଡ଼ିଆ ଉପାଧିପ୍ରାପ୍ତ ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରାନ କରାଯାଇ ଏ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି କରିବା ତଥା ଓଡ଼ିଆଭାଷା ଓ ସାହିତ୍ୟର ଛାତ୍ରଛାତ୍ରୀଙ୍କ ନିଯୁକ୍ତିପାଇଁ ବିଭିନ୍ନପ୍ରକାର ଉ୍ୟମ ସରକାର କରିବାପାଇଁ ଚାପ ସୃଷ୍ଟିକରିବାକୁ ହେବ ।

(୫) ଯୁଗୋପଯୋଗୀ ଶିକ୍ଷାନୀତି ପ୍ରଚଳନ : ଆଧୁନିକ ଶିଳ୍ପବିପ୍ଳବ ପରେ ସମଗ୍ର ବିଶ୍େୱ ର ସର୍ବପଥ୍ର ମେ ଭାଷାକୁ ନେଇ ଏକ ଅ•ଳ ଗଠିତ ହେବାରେ ଓଡ଼ଶି । ହେଉଛି ପ୍ରଥମ । ୭୫ବର୍ଷ ସ୍ୱତନ୍ତ୍ର ଓଡ଼ିଶାରାଜ୍ୟ ଗଠନ ଏବଂ ୬୩ ବର୍ଷ ଧରି ନିଜ ଭାଷା ଓ ଜାତିକୁ