ପୃଷ୍ଠା:Bhasa o Jatiyata.pdf/୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୧୦ ଭାଷା ଓ ଜାତୀୟତା

ଡେଇଁ ଆଖି ପାଉ ନ ଥିବା ଦିଗନ୍ତ ବିସ୍ତାରୀ ଭୂମଣ୍ଡଳ ପର୍ଯ୍ୟନ୍ତ ବ୍ୟାପି ରହିଛି ।

ଏହି ବ୍ୟାପକତାକୁ କେତୋଟି ଶବ୍ଦ ମାଧ୍ୟମରେ ତୋଳି ପୁସ୍ତକ ରୂପ ଦେବା ମୋପାଇଁ ଥିଲା ଅତୀବ କଷ୍ଟକର ପ୍ରୟାସ । ଦିଲ୍ଲୀ ଅବସ୍ଥାନ କାଳରେ ଗବେଷଣା କାର୍ଯ୍ୟ ସହିତ ଭାରତୀୟ ପ୍ରାଶାସନିକ ସେବା ପରୀକ୍ଷା ପ୍ରସ୍ତୁତି ମଧ୍ୟରେ ନିମଗ୍ନ ମୋର ଚିନ୍ତାଚେତନା ଓଡ଼ିଆ ଭାଷା ଓ ଜାତିଠାରୁ ଦୂରେଇ ଯାଇ ନ ଥିଲା । ତେଣୁ ଭାଷାର ଶାସ୍ତ୍ରୀୟ ମାନ୍ୟତା କଥା ଦୈନିକ "ହିନ୍ଦୁସ୍ଥାନ" ପୃଷ୍ଠାରୁ ପଢ଼ିବା ପରେ ଏ ସଂପର୍କରେ ବିସ୍ତୃତ ତଥ୍ୟ ଅନ୍ୱେଷଣ କରିବାକୁ ମନସ୍ଥ କଲି । ଦିଲ୍ଲୀ ବିଶ୍ୱବିଦ୍ୟାଳୟର କେନ୍ଦ୍ରୀୟ ପାଠାଗାର ଏଥିପାଇଁ ସହାୟକ ହୋଇଥିବାବେଳେ ମରାଠୀଭାଷା ସଂପର୍କରେ ବନ୍ଧୁ ସଂଯମସୁରେଶ ଯୋଶୀ (ଆଇ.ଏଫ୍.ଏସ୍), ତାମିଲ ଓ କନ୍ନଡ଼ ଭାଷା ସଂପର୍କରେ ଡାକ୍ତର କଟେସ୍ ଜାଗିଲିା୍ଠାରୁ ତଥା ଉପôଳ ଆଚାର୍ଯ୍ୟ (ଆଇ.ଏ.ଏସ୍)ଠାରୁ ମାଗଧି,ମୈଥିଳୀ ଓ ଭଜ୍ଜି ଭାଷା ସଂପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିଥିଲି । ସବୁଠାରୁ ଆଶ୍ଚର୍ଯ୍ୟ ଲାଗିଥିଲା ବନ୍ଧୁ ଗୌରୀଶଙ୍କର ମୀନା(ଆର୍.ଏ.ଏସ୍)ଠାରୁ ରାଜସ୍ଥାନୀ ଉପଭାଷା ‘ହାଡୌତି’ ସହ ଓଡ଼ିଆଭାଷାର ସାମ୍ୟ ଥିବା କଥା ଶୁଣି । ଏହିସବୁ ତଥ୍ୟ ସଂଗ୍ରହ କରିବାପରେ ଦୀର୍ଘ ଦୁଇବର୍ଷ ଧରି ପୁସ୍ତକ ରୂପ ବୋପାଇଁ ଉଦ୍ୟମ କରିଆସୁଥିଲି । ଏପରିକି ‘ଅଧିକାର’ ପତ୍ରିକା ପରିଚାଳନା ଓ ସମ୍ପାଦନା କାର୍ଯ୍ୟ ଏଥିପାଇଁ ବାଧକ ସାଜିବାରୁ ଏହିକାର୍ଯ୍ୟରୁ ଅବ୍ୟାହତି ନେବାକୁ ବାଧ୍ୟ ହୋଇଥିଲ କେବଳ ସେତିକି ନୁହେଁ, ଏହି ପୁସ୍ତକ ରଚନା ଆରମ୍ଭଠାରୁ ପୁସ୍ତକରୂପ ନେବା ପର୍ଯ୍ୟନ୍ତ ବହୁବାଧା ଅତିକ୍ରମ କରିବାକୁ ପଡିଛି । ଦୁଇଜଣ ଛଦ୍ମବନ୍ଧୁଙ୍କ ବିଶ୍ୱାସଘାତକତାରେ କ୍ଷତାକ୍ତ ହୋଇଛି । ତଥ୍ୟ ସଂଗ୍ରହ ସମୟର ପାଗଳାମୀଯୋଗୁଁ ନିଜ ଜୀବନ-ଜୀବିକାପ୍ରତି ଉାସୀନ ରହିଛ ।ି ମାତ୍ର ମୋର ପୂଜ୍ୟଗୁରୁ ଡଃ କୃଷ୍ଣଚରଣ ବେହେରା, ଡଃ ନଟବର ଶତପଥୀଙ୍କ ଉତ୍ସାହମୂଳକ ପ୍ରେରଣା, ଶୁଭକାନ୍ତ ଭାଇ, ବେଭାଇ, ପ୍ର୍ୟୁମଭ ୍ନ ।ଇ, ଅଜେୟ ଭାଇ, ସୁବାସ ଭାଇ, ଚି•ଭାଇଙ୍କ ସମୟୋପେଯାଗୀ ବଳିÂ ପରାମର୍ଶ ଏହିସବୁ ବାଧା ଅତିକ୍ରମ କରିବାରେ ସଫଳ ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ତଥ୍ୟ ସଂଗ୍ରହକୁ ଭି•କି ରି ପ୍ରାୟ ପା•ଶହ ପୃÂା ବିଶଷ୍ଟି କଳେବର ଧାରଣ କରିବା ଯୋଗୁଁ ରାଜ୍ୟ ସଂସ୍କୃତବ ି ଭ ି ।ଗ ନାମକୁ ମାତ୍ର ଆର୍ଥକ ି ସାହାଯ୍ୟ ଯୋଗାଇ େଇଥିବା ଫଳରେ ଏହାକୁ ୧୧୨ପୃÂା ଭିତରେ ସୀମିତ ରଖିବାକୁ ପଡିଲା । ପୁଣି ପୁସ୍ତକଟି ଐତିହାସିକ ତଥ୍ୟ ସମ୍ବଳିତ ହୋଇଥିଲେ ମଧ୍ୟ ସାଧାରଣ ପାଠକ ବୁଝବି ।ପାଇଁ ଯଥାସାଧ୍ୟ ଉ୍ୟମ କରାଯାଇଛି । ଏଥିରେ ଓଡିଆଭାଷାର ବିକାଶପାଇଁ ଯେଉଁସବୁ ପରାମର୍ଶ ିଆଯାଇଛି, ସେଥିରୁ କିଛି ପୂର୍ବରୁ ସ୍ୱର୍ଗତ ଗୋଲୋକ ବିହାରୀ ଧଳ ଓ ଡକ୍ଟର ବିଜୟ ପ୍ରସା ମହାପାତ୍ର ସେମାନଙ୍କ ପୁସ୍ତକରେ ସୂଚୀତ କରିଅଛନ୍ତି । ବାକି ଯାହା କୁହାଯାଉଛି ତାହା ବ•ର୍ମାନର ସମୟକୁ ଲକ୍ଷ୍ୟ କରି । ଓଡ଼ଅି । ଭାଷାର ଶାସ୍ତ୍ରୀୟମାନ୍ୟତା ।ବି କରିବା ପାଇଁ ବ•ର୍ମାନର ବି୍ଗଧ ମଣ୍ଡଳୀଙ୍କ ଠାରେ ଯେଉଁ ନବ ଉନ୍ମାନା ସୃଷ୍ଟି ହୋଇଛି, ସେ ିଗରେ ଏହି ପୁସ୍ତକଟି କିଛିମାତ୍ରାରେ ିଗର୍ଶନ େଇପାରିଲେ ଶ୍ରମ ସାର୍ଥକ ହେବ । ସୁବ୍ରତ କୁମାର ପୃଷ୍ଟି, କୁଆଁର ପୁନେଇଁ, ୨୦୧୦ ବରିଷ୍ଠ ଗବେଷକ