ପୃଷ୍ଠା:Bhasa o Jatiyata.pdf/୯୫

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଭାଷା ଓ ଜାତୀୟତା ଅଭାବ ଯୋଗୁଁ ବଙ୍ଗଳା ପୁସ୍ତକ ଓଡିଆ ବି୍ୟାଳୟରେ ପ୍ରବେଶ କଲା । କାଳକ୍ରମେ ଓଡ଼ିଆ ପୁସ୍ତକର କୃତି୍ରମ ଅଭାବ ତଥା କୌଣସି ନୂତନ ଓଡ଼ିଆ ପୁସ୍ତକ ରଚନାପାଇଁ ସରକାର ଉତ୍ସାହିତ ନ କରିବାରୁ ବଙ୍ଗଳା ପୁସ୍ତକ ଓଡ଼ିଆ ବି୍ୟାଳୟ ପାଠ୍ୟକ୍ରମରେ ଏକ ସ୍ଥାୟୀ ଆସନ ଅଧିକାର ବସିଲା; ଯିଓ ଏଥିପାଇଁ କୌଣସି ସରକାରୀ ଆଶେ ନ ଥିଲା । ଏଭଳି ସ୍ଥିତିରେ ଓଡ଼ିଆ ଛାତ୍ର ଉଭୟ ଓଡ଼ିଆ ଓ ବଙ୍ଗଳା ଭାଷାରେ କ୍ଷ ହୋଇପାରିଲେନାହିଁ । ତେଣୁ ବହୁସଂଖ୍ୟକ ଛାତ୍ର ପରୀକ୍ଷାରେ ଅକୃତକାର୍ଯ୍ୟ ହେଲେ । ଏହି ୍ୱିଭାଷିକ ଶିକ୍ଷାବ୍ୟବସ୍ଥାର ପ୍ରଥମ ସମସ୍ୟା ଭାବେ ଓଡ଼ିଆ ପୁସ୍ତକର ଅଭାବକୁ ସହଜରେ ସମାଧାନ କରାଯାଇ ପାରିଥାନ୍ତା, ମାତ୍ର ବହୁସଂଖ୍ୟାରେ ଓଡ଼ିଆ ବି୍ୟାର୍ଥୀ ଅକୃତକାର୍ଯ୍ୟ ହେବାରୁ ଓଡ଼ିଆଭାଷାରେ ପଢ଼ାଇବା ଉଚିତ୍ ନୁହେଁ ବୋଲି କେତେକ ଅଧିକାରୀ ଯୁକ୍ତି ବାଢ଼ିଲେ, ଯାହା ଓଡ଼ିଆ ବି୍ୟାଳୟରେ ବଙ୍ଗଳାଭାଷା ପ୍ରଚଳନପାଇଁ ।ବି କରିବାକୁ ବିଭିନ୍ନ ସରକାରୀ କର୍ମଚାରୀ ଓ ଜମିାର ତଥା ଅନ୍ୟାନ୍ୟ ଆଗଧାଡ଼ି କାର୍ଯ୍ୟରେ ନିୟୋଜିତ ବଙ୍ଗାଳୀମାନଙ୍କୁ ଉତ୍ସାହିତ କଲା । ଓଡ଼ଅି । ପାଠ୍ୟପୁସ୍ତକ ଅଭାବଯୋଗୁଁ ଇଂରାଜୀଢା•ାରେ ସ୍ଥାପିତ ବି୍ୟାଳୟମାନଙ୍କରେ ବଙ୍ଗଳା ପୁସ୍ତକ ପ୍ରଚନ କରାଯାଇ ବଙ୍ଗ-ଓଡ଼ିଆ ମିଶ୍ରିତ ଶିକ୍ଷାପ୍ରାନ କରାଯାଉଥିବା ସମୟରେ ଏହି ବି୍ୟାଳୟ ପରିସର ବାହାରେ ଥିବା ଅନ୍ୟାନ୍ୟ ଶିକ୍ଷା ବ୍ୟବସ୍ଥା ଯଥା- ଗ୍ରାମା•ଳ ଓ ସହରମାନଙ୍କରେ ମାଟିବଂଶ ଅବଧାନଙ୍କ୍ୱାରା ଚାଟଶାଳୀ ଶିକ୍ଷାରେ କିମ୍ବା ସାଧାରଣ ଜନଜୀବନରେ ବଙ୍ଗଳା ଭାଷାର କୌଣସି ପ୍ରଭାବ ନ ଥିଲା । ତେଣୁ ଏହି ସୀମିତ ପରିସର ମଧ୍ୟରେ ସାମୟିକ ଭାବେ ଶିକ୍ଷାର ମାଧ୍ୟମ ଭାବେ ବ୍ୟବହୃତ ଏକ ଭାଷାକୁ ସମଗ୍ର ଓଡ଼ିଆଜାତିର ଭାଷା ଭାବେ ସରକାରୀ ଘୋଷଣା କରିବାପାଇଁ ଯେଉଁ ଉ୍ୟମ ହୋଇଥିଲା, ସେଥିରେ ମୁଖ୍ୟ ଭୂମିକା ନେଇଥିଲେ ବୃ•ି ଉଦେ୍ଧଶ୍ୟରେ ଆସିଥିବା ସୀମିତ ସଂଖ୍ୟକ ପ୍ରବାସୀ ବଙ୍ଗାଳୀ ନିଜ ସୁବିଧା ଉଦେ୍ଧଶ୍ୟରେ । ବିଶେଷକରି ୧୮୬୫ରୁ ୧୮୭୦ ମଧ୍ୟରେ ହୋଇଥିବା ଓଡ଼ିଆ ଭାଷା ବିଲୋପ ଚକ୍ରାନ୍ତ ଉତ୍ସାହିତ କରିଥିଲା କଟକ ଡିବେଟିଂ କ୍ଲବ୍, କଟକ ସୋସାଇଟି, ଡି.ପି.ଆଇ. ଅଟକିନ୍ସନ୍ ସାହେବଙ୍କ ମନ୍ତବ୍ୟ ଇତ୍ୟାି । ଅପ୍ରେଲ ୧୮୬୩ରେ ଶିକ୍ଷା ବିଭାଗର ତକ୍ରାଳୀନ ସର୍ବୋଚ୍ଚକ•ର୍ା ତଥା କ୍ଷିଣ ପଶ୍ଚିମା•ଳ ଶିକ୍ଷା ବିଭାଗୀୟ ଇନ୍ସପେକ୍ଟର ମେଡ଼ଲକ ି ଟ କହିଥେô ଲ - “ସାହିତ୍ୟ ନ ଥିବା ଓଡ଼ଅି । ଏକ ଆ•ଳିକ ଭାଷା, ତେଣୁ ପ୍ରବେଶିକା ପରୀକ୍ଷାରେ ଓଡ଼ଅି । ପରିବେ•ର୍ ବଙ୍ଗଳାକୁ ୍ୱିତୀୟଭାଷା ଭାବରେ ଛାତ୍ରମାନେ ଗ୍ରହଣ କରିବା ଉଚିତ ।” ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ ଅଟକିନ୍ସନ ସାହେବ, ମାତ୍ର ତକ୍ରାଳୀନ ଓଡ଼ିଶା କମିଶନର ଆର୍.ଏନ୍. ସୋର ଏହି ତଥ୍ୟକୁ ବିରୋଧ କରି ବଙ୍ଗସରକାରଙ୍କୁ ଲେଖି ଜଣାଇଲେ - “ବଙ୍ଗଳାପରି ଓଡ଼ିଆ ଏକ ସ୍ୱତନ୍ତ୍ର ଓ ସ୍ୱାଧୀନ ଭାଷା । ପ୍ରବେଶିକା ପରୀକ୍ଷାରେ ଓଡ଼ିଆଛାତ୍ରଙ୍କୁ ବଙ୍ଗଳାଭାଷାରେ ପରୀକ୍ଷା ବୋକୁ ବାଧ୍ୟ କଲେ ଏମାନଙ୍କପାଇଁ ବିଶ୍ୱବି୍ୟାଳୟର ପଥ ସବୁିନପାଇଁ ବନ୍ଦ ହୋଇଯିବ ।”(ତା ୯.୬.୧୮୬୩ର ପତ୍ର) ଅପ୍ରେଲ ୧୮୬୪ରେ ଓଡ଼ିଶା ସ୍କୁଲ ସମୁହର