ପୃଷ୍ଠା:Bhasa o Jatiyata.pdf/୯୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଭାଷା ଓ ଜାତୀୟତା
 

ଡେପୁଟି ଇନ୍ସପେକ୍ଟର ଭାବରେ ବଳି ହୋଇ ଆସିଥିବା ଉମାଚରଣ ହାଲାର ୧୮୬୪୬୫ ମସିହାର ଶିକ୍ଷା ସଂପର୍କୀତ ବାର୍ଷିକ ରିପୋର୍ଟରେ - “ଓଡ଼ିଶାରେ ଶିକ୍ଷାର ଉନ୍ନତି ଓ ଅଭିବୃଦ୍ଧିର ପ୍ରକୃତ ପ୍ରତିବନ୍ଧକ ହେଉଛି ସର୍ବତ୍ର ବଙ୍ଗଳା ଓ ଓଡ଼ିଆଭାଷାର ଏକତ୍ର ପ୍ରଚଳନ ଏବଂ ଅଧ୍ୟୟନ । ଓଡ଼ିଆଭାଷାରେ ବ୍ୟାକରଣ ତଥା ଅନ୍ୟାନ୍ୟ ପାଠ୍ୟପୁସ୍ତକର ଅଭାବ ଥିବାରୁ ବଙ୍ଗଳାଭାଷାର ବ୍ୟବହାର ଅନିବାର୍ଯ୍ୟ ହୋଇପଡ଼ିଛି । ଏହି ୍ୱିଭାଷିକ ଶିକ୍ଷାନୀତିର ପରିବ•ର୍ନ ପାଇଁ ୧-ବଙ୍ଗଳା ଭାଷାକୁ ସରକାରୀଭାଷା ରୂପେ ସ୍ୱୀକାର କରି ସର୍ବତ୍ର ବଙ୍ଗଳାଭାଷା ଓ ପୁସ୍ତକ ପ୍ରଚଳନ କିମ୍ବା ବଙ୍ଗଳା ପୁସ୍ତକ ପ୍ରଚଳନକୁ ସଂପୂର୍ଣ୍ଣ ପରିହାର କରାଯାଇ ଓଡ଼ିଆ ଭାଷାର ଅନୁଶୀଳନ ଓ ଅଭିବୃଦ୍ଧି ଉଦେ୍ଧଶ୍ୟରେ ସେହିଭାଷାର ଉପଯୁକ୍ତ ବ୍ୟାକରଣ, ଅଭିଧାନ ଓ ଅନ୍ୟାନ୍ୟ ପାଠ୍ୟପୁସ୍ତକ ରଚନା ିଗରେ ବିଶେଷ ଉପାୟ ଅବଲମ୍ବନ କରାଯାଉ” ଉଲ୍ଲେଖ କରି ତକ୍ରାଳୀନ ଇନ୍ସପେକ୍ଟର ହାରିସନ ସାହେବଙ୍କ ନିକଟକୁ ପଠାଇଲେ ।

ଏହି ସମୟ ମଧ୍ୟରେ ବଙ୍ଗ ସରକାର ଉପରେ ବଙ୍ଗୀୟ ବୁଦ୍ଧିଜୀବୀଙ୍କ ବିଭିନ୍ନ ଚାପ ପଡ଼ିବାରୁ ଓଡ଼ିଶା କମିଶନର ରେଭେନ୍ସା ସାହେବଙ୍କୁ ଏ ସଂପର୍କରେ ଏକ ସ୍ପଷ୍ଟିକରଣ ଚାହିଁଲେ । ଏହାର ଉ•ରରେ ରେଭେନ୍ସା ସାହେବ ତାଙ୍କର ସହକାରୀ ତଥା ଶିକ୍ଷା ବିଭାଗର ପୂର୍ବତନ କର୍ମଚାରୀ ଟେଲର ସାହେବ, କଟକ-ବାଲେଶ୍ୱର ସମୁହର ଡେପୁଟି ସ୍କୁଲଇନ୍ସପେକ୍ଟର ଉମାଚରଣ ହାଲାର ଓ ପୁରୀ-ଅନୁଗୁଳ ସମୁହର ଡେପୁଟି ସ୍କୁଲଇନ୍ସପେକ୍ଟର କୈଳାଶ ଚନ୍ଦ୍ର ତର୍କାଳଙ୍କାରଙ୍କ ସାହାଯ୍ୟରେ ୧୮୬୪-୬୫ର ଶିକ୍ଷା ସମ୍ପର୍କୀତ ବାର୍ଷିକ ରିପୋର୍ଟକୁ ଭି•କ ି ରି ୧୨.୯.୧୮୬୫ରେ ଏକ ପତ୍ର ମାଧ୍ୟମରେ ଓଡ଼ିଆଭାଷାର ସ୍ୱାତନ୍ତ୍ର୍ୟ ଓ ଭାବପ୍ରକାଶ ଶକ୍ତି, ବିସ୍ତୃତ ଅ•ଳରେ ଲୋକଙ୍କ୍ୱାରା ଏହି ଭାଷାର ବ୍ୟବହାର, ଛାତ୍ରର ବି୍ୟାଗ୍ରହଣ ଶକ୍ତି ଓ ପୁସ୍ତକ ପ୍ରକାଶନ ସଂପର୍କରେ ସୂଚନା େଇଥିଲେ ।

ଓଡ଼ିଶା କମିଶନରଙ୍କ ଏହି ପ୍ରସ୍ତାବ ସଂପର୍କରେ ମତ ବୋପାଇଁ ବଙ୍ଗସରକାର ତକ୍ରାଳୀନ କ୍ଷିଣ-ପଶ୍ଚିମ ଡିଭିଜନର ସ୍କୁଲ ଇନ୍ସପେକ୍ଟର ଆର୍.ଏଲ୍. ମାର୍ଟିିନଙ୍କୁ ପଠାଇଥିବା ପତ୍ରର ଉ•ରରେ ମାଟିର୍ନ ୍ ତା ୯.୮.୧୮୬୭ରେ ଲେଖିଥେô ଲ - “ବ•ର୍ମାନର ବଙ୍ଗଳାଭାଷା ସହିତ ଓଡ଼ିଆଭାଷାକୁ ସମାନ କରିବାକୁ ହେଲେ ଈଶ୍ୱରଚନ୍ଦ୍ର ବି୍ୟାସାଗରଙ୍କ ପରି କୌଣସି ବ୍ୟକ୍ତିଙ୍କୁ ବ•ର୍ମାନଠାରୁ ଆରମ୍ଭ କରି ୨୦ବର୍ଷ ପର୍ଯ୍ୟନ୍ତ ଚେଷ୍ଟା କରିବାକୁ ପଡ଼ିବ ।” ଏଥି ସହିତ ବଙ୍ଗଳା ଭଳି ଉନ୍ନତ ଭାଷାକୁ ପ୍ରତ୍ୟେକ ଓଡ଼ିଆ ଗ୍ରହଣ କରିନେବା ଉଚିତ୍ ଓ ଓଡ଼ିଆ ଭାଷା କେବଳ ନିମ୍ନ ଶ୍ରେଣୀର ସୀମା ଭିତରେ ରଖି ଅନ୍ୟ ମଧ୍ୟବି• ଓ ଉଚ୍ଚଶ୍ରେଣୀ ବଙ୍ଗଳା ଭାଷା ଗ୍ରହଣ କରିନେବା ଉଚିତ୍ ବୋଲି ମତ େଇଥିଲେ । ପୁଣି ଭର୍ଣ୍ଣାକୁଲାର ପରୀକ୍ଷାରେ ପାଶ୍ କରୁଥିବା ଛାତ୍ରଙ୍କୁ ବୃଦ୍ଧି ପ୍ରାନ ବ୍ୟବସ୍ଥା ସଂପର୍କରେ ସରକାରଙ୍କୁ ପରାମର୍ଶ େଲେ“ଯେଉଁ ଓଡ଼ିଆଛାତ୍ର ବଙ୍ଗଳାଭାଷା ଜାଣିନାହାନ୍ତି, ସେମାନଙ୍କୁ ଏହି ବୃ•ି ମିଳିବନାହିଁ ।”

ଶିକ୍ଷା ନିଦେ୍ର୍ଧଶକ ଅଟକିନ୍ସଙ୍କୁ ଏହି ପତ୍ର ସଂପର୍କରେ ମତ ବୋକୁ ବଙ୍ଗ ସରକାର ନିଦେ୍ର୍ଧଶ ବୋରୁ ଏହାର ଉ•ରରେ ସେ ଲେଖିଥିଲେ- “ଓଡ଼ିଆଭାଷା ଏକ ୟସବକ୍ଷରମଗ୍ଧ,