ପ୍ରକାଶ କରିବେ । ସମୟକ୍ରମେ ପୁସ୍ତକ ଚାହିା ଅଧିକ ତଥା ସୁନିଶ୍ଚିତ ହେଲେ ସରକାରୀ ସାହାଯ୍ୟ ବନ୍ଦ କରିିଆଯିବ । ଏହି ପୁସ୍ତକ ମୁ୍ରିତ ହେଲେ ଓଡ଼ିଶାର ବି୍ୟାଳୟ ସହିତ ମାନ୍ଦ୍ରାଜ ଓ ମଧ୍ୟପ୍ରଶେ ଅଧୀନସ୍ଥ ସମ୍ବଲପୁର ଓ ଗଞ୍ଜାମ ଜିଲ୍ଲାରେ ଥିବା ବି୍ୟାଳୟମାନଙ୍କରେ ମଧ୍ୟ ପ୍ରଚଳିତ ହୋଇପାରିବ ।
ଓଡ଼ିଶା କମିଶନରଙ୍କ ଏହି ପତ୍ର ଉପରେ ବଙ୍ଗ ସରକାର ଶିକ୍ଷାବିଭାଗର ନିଦେ୍ର୍ଧଶକ ଅଟକିନ୍ସନ ସାହେବଙ୍କୁ ୧୬.୭.୧୮୬୮ରେ ଯେଉଁ ପତ୍ର ଲେଖିଥିଲେ, ୀର୍ଘ ୧ବର୍ଷ ୧୫ିନ ପରେ(୧୦.୮.୧୮୬୯)ଏହାର ଉ•ରରେ “ବି୍ୟାଳୟରେ ଚାଲିଥିବା ୍ୱିଭାଷୀ-ପ୍ରଚଳନ ପରମ୍ପରା ଉପରେ ପ୍ରତିଷ୍ଠିତ ଭାଷାନୀତି ସ୍ୱତଃ ମୀମାଂସାପାଇଁ ଛାଡ଼ିେଇ ସରକାର କେବଳ ଏହାକୁ ନୀରବରେ ଲକ୍ଷ୍ୟ କରିବା ଉଚିତ୍” ବୋଲି ପରାମର୍ଶ େଲେ । ଯାହା ବଙ୍ଗଳାଭାଷା ପ୍ରଚଳନ ସଂପର୍କର ଅନୁକୂଳ ମନ୍ତବ୍ୟ ଥିଲା ।
ଏହି ସମୟ ମଧ୍ୟରେ ଓଡ଼ିଶାରେ ବଙ୍ଗଳାଭାଷାର ପ୍ରଚଳନ ।ବି ଓଡ଼ିଶା ମଧ୍ୟରେ ସୀମିତ ନ ଥିଲା, ବରଂ ବଙ୍ଗଳାର ବୁଦ୍ଧିଜୀବୀଙ୍କୁ ଏହା ଆଲୋଡ଼ିତ କରିଥିଲା । ୯ ଡିସେମ୍ବର ୧୮୬୮ରେ କଲିକତା ଉଚ୍ଚନ୍ୟାୟାଳୟର ଓକିଲ କେ.ସି. ଘୋଷ କଟକ ଡିବେଟିଂ କ୍ଲବ୍ରେ “ଶେପ୍ରେମ” ଶୀର୍ଷକ ଏକ ପ୍ରବଂଧ ପାଠ କରିଥିଲେ । ଏହି ଆଲୋଚନାରେ କଲିକତାର ଐତିହାସିକ ପ୍ରତ୍ନତ•୍ୱବି୍ ରାଜେନ୍ଦ୍ରଲାଲ ମିତ୍ର ମତ େଇଥିଲେ - “ଓଡ଼ିଆମାନେ ସେମାନଙ୍କ ପ୍ରାଶେିକ ଉପଭାଷା ପ୍ରତି ମୋହ ହେତୁ ତାହାକୁ ଏକ ସ୍ୱତନ୍ତ୍ରଭାଷାର ମର୍ଯ୍ୟାା ବୋକୁ ଚେଷ୍ଟାକରି ନିଜର ଅନିଷ୍ଟ ସାଧନ କରୁଛନ୍ତି । ଙ୍ଘ ଙ୍ଘ ଙ୍ଘ ଉକ୍ରଳର ଯଥାର୍ଥ ହିତାକାଂକ୍ଷୀ ଯେ ହେବେ, ସେ ସର୍ବାଗ୍ରେ ଉକ୍ରଳଭାଷା ଉଠାଇ ବଙ୍ଗଭାଷା ପ୍ରଚଳନ କରିବାର ଚେଷ୍ଟା କରିବେ । ଯେତେକାଳ ଉକ୍ରଳଭାଷା ଉଠି ଯ ।ଇନାହି ଁ , ସେତେକାଳ ଏଶେର ଉନ୍ନ ତ ି ହେବା ଅସମ୍ଭବ” (ଉକ୍ରଳୀପିକା :୧୩ ମାର୍ଚ୍ଚ୧୮୬୯) । ରାଜେନ୍ଦ୍ରଲାଲଙ୍କ ପ୍ରେରଣା ଓ ପ୍ରୋତ୍ସାହନ ଫଳରେ ଓଡ଼ିଆଭାଷାକୁ ପ୍ରକାଶ୍ୟ ବିରୋଧକରି ଓଡ଼ିଶାର ବି୍ୟାଳୟରେ ବଙ୍ଗଳାଭାଷାର ପ୍ରଚଳନପାଇଁ କଟକର କାଳିପ ବନେ୍ଦାପାଧ୍ୟାୟଙ୍କ ସଂପାନାରେ “ଉକ୍ରଳ ହିତୈଷିଣୀ” (୧୬ଫେବୃଆରୀ୧୮୬୯) ଓ ଏହାର ୬ିନ ପରେ ‘କଟକଷ୍ଟାର’ ନାମକ ୁଇଟି ପତ୍ରିକା ‘କଟକ ସୋସାଇଟି’ ପକ୍ଷରୁ ପ୍ରକାଶିତ ହେଲା । ଏହାର ମୁଖ୍ୟ ଉଦେ୍ଧଶ୍ୟ ବଙ୍ଗଳାଭାଷା ପ୍ରଚଳନପାଇଁ ଇଂରେଜ ପ୍ରଶାସକଙ୍କ ୃଷ୍ଟି ଆକର୍ଷଣ ପୂର୍ବକ ନିଜର ।ବି ଉପସ୍ଥାପନ କରିବା ଓ ‘ଉକ୍ରଳୀପିକା’, ‘ବାଲେଶ୍ୱର ସମ୍ବାବାହିକା’ର ପ୍ରଭାବ କ୍ଷୁଣ୍ଣ କରିବା । ଉମାଚରଣ ହାଲାର ଏକ ପ୍ରବନ୍ଧରେ ଓଡ଼ିଆ ଭାଷା ଓ ସାହିତ୍ୟକୁ ବଙ୍ଗୀୟ ଲିପିରେ ଲେଖିଲେ ଓଡ଼ିଆ ଲୋକେ ଓ ସାହେବମାନେ ଓଡ଼ିଆଭାଷା ସହଜରେ ଶିଖିଯିବେ ବୋଲି ପ୍ରସ୍ତାବ ମଧ୍ୟ େଲେ । ଏହି ପ୍ରସ୍ତାବକୁ ସେହି ମାସ ୧୪ତାରିଖରେ କଟକ ଡିବେଟିଂ କ୍ଲବ୍ରେ ଯେଉଁ ବିପୁଳ ସମର୍ଥନ ଜ୍ଞାପନ କରାଯାଇଥିଲା, ତାହାର ନେତୃତ୍ୱ ନେଇଥିଲେ କଟକ ଆଇନ୍ ମହାବି୍ୟାଳୟର ଅଧ୍ୟାପକ ତଥା ଓକିଲ ୨୩ ବର୍ଷୀୟ ବଙ୍ଗୀୟ ଯୁବକ ରାଜକୃଷ୍ଣ ମୁଖୁର୍ଯ୍ୟା