ଆରଣ୍ୟକକାଣ୍ଡ ଗ——ଖେମଟା ଆରେ ବାରୁ ଲକ୍ଷ୍ମଣ ମୋର ସୁଲକ୍ଷଣ ସୀତା ଅନ୍ତର କରି ଜେ ପଢିର ଘରରୁ ମନ୍ତର ବା କେଣିକ ଗଳ୍ପ । କରି ତାହାକୁ ନେଇ ॥ ଆଠ ସାଉ ଏକ ବସୀ, ସୁନା ଗୋଷ୍ଠୀ ମଞ୍ଜୁଲ ବେଶୀ । ଛବ ଦେଖି ଜବ ଗଜାନନ ବର୍ଷ ନ ପାଈଣ ପେଣ୍ଟ ପୃଥୁଲ ହେଲା କୋମଳାଙ୍ଗୀ ପିକ ବଚନା, ମଦଲମ୍ବୀ ଗିରସୁନା ୧ । କରୀନ୍ଦ୍ର ଗମନା ସଫର ନୟନା ବନବାସେ ସ୍ନେହ ଲଗାଇଥିଲ । ଆରେ ବାଳ କୁଟୀଳ କେଣୀ, ବିମ୍ବାଧର ମଧୁର ହାସୀ । ଭାର ନେଛ କବା ବଦ୍ୟୁମ୍ନ ଦେଖିବାକୁ ବାରେ ସ୍ଵପନ ହେଲୁ । ଅଣିମାଦ ଯେ ସୁଖଦାୟୀ, ରସାରେ ୨ କେ ଭା ପର ନାହିଁ । ଯେତେ ଥୁଲ ଆଶା ତା ଠାରେ ଭରସା ଦାରୁଣ ଦଇବ ଅନ୍ତର କଲ । ଏହିଠାରେ ବାଜନ୍ତେ ଶର, ଡାକେ ରଖ ଲକ୍ଷ୍ମଣ ବୀର । ଜାଣି ନ ପାଈଲ୍ କପ ତାହାର ସ.ର୍ଯ୍ୟବଂଶକୁ ସେ କଳଙ୍କ ଦେଇ ॥ ଶୂନ୍ୟ ଦେଖି ଏ ପର୍ଣ୍ଣକୁମ୍ଭୀ, ମୋର କେନ୍ଦ୍ର ଯାଉଛୁ ଫୁଟି | କାଷି ଦେଇ ଇଣ୍ଠି ନେଇ କେନ୍ଦ୍ର ଲୁ ୩ କ୍ଷୀର ନର୍ ପ୍ରୀତି ଅନ୍ତର କଳ୍ପ ॥ ଯୋଡ଼ିଣ ଯେ ସେ ବେନ କର, ଜଣାଇଲେ ଲକ୍ଷ୍ମଣ ବୀର । ଭଲେ ଯେ ବଶି ବହୁ ହେଇ ବାମ କଚ୍ଛୁକ ଅଯୋଗେ ଏହା ଘଟିଲ ୪ । ଘର · ଖେମଟା ରମଣୀମଣି, ଦଭୋର କେଣିକ ଗଲଗୋ । ୮୯ ମାୟା ଭୋର ଜଣା ନଗଲ୍ । ମାୟା ମୃଗ ହୋଇ ମାର୍ଚ୍ଚ । ଠକ ନେଇ କଣ ପାଞ୍ଚ । ଗିରୀଶ-ସୁନା == ପଟ ଭଶ୍ଵଜଙ୍କର ଆଦରଣୀୟା । ୨ -ରସୀ = ପୃଥୁନରେ । ୩- ବଟି- ପୁସ୍ତକପାଠ । କିନ୍ତୁ ଲୁ ହେବା ସଙ୍ଗତ ହେବ । ୪- ଏହି ପଦ୍ୟଟି ପୋଥରେ ନାହି ଏବଂ ଗୀତଟି ବମଙ୍କ ଭଣିଭାରେ ମିଳୁଛି ।
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୫୧
ଦେଖଣା