Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଲକ୍ଷଣ ସାହ କହଣ ପରପଞ୍ଚ । ମୃଗ ଦେହ ଗୁଡ଼ ଅସୁର ହେଲ ଗୋ ଆରେ ବାବୁ ଝର ଲକ୍ଷ୍ମଣ । ସୀତା ଅଟେ ମୋ ପଞ୍ଚ ପ୍ରାଣ ହ କେବଣ ଦୁକ୍ତ ନ ଗଲା କାଟି ପୁଣ । କୁଟୀରୁ ଭାହାକୁ ନିରଣ ନେଇ । ସ୍ନେହ ଚୁଡ଼ ନ ପାଈ ଦେହି ! ସଙ୍ଗେ ଆସିଥିଲୁ ଗୋଡ଼ାଇ । ବନବାସେ ପୁଣି କଚ୍ଛେଦ କଲ୍ ।) ନଦୀରୁଣ ବହି ଏହାଳ ନ ସହ । ବୋଲେ ବଶି ଗ୍ରାମ ଧ୍ଵଜନ ଶୋକରେ ଲକ୍ଷ୍ମଣ କହନ୍ତ ବୋଷ୍ଣଣ ବେଳୁବେଲ ହେଉ ଉଚ୍ଛନ୍ନ । ଖୋଜିବା କି ରୂପେ କିଏ ସେ ନେଲ୍ ୧ ରୋଗ -- କେଦାରକମୋଦୀ ମୟୂରବଜୟ- କୃତ୍ତେ କାନ୍ତା ହଇ ଦଶରଥ ନହନ । କହନ୍ତି ବନ ଜୀବମାନଙ୍କୁ ଗୃହଁ । ପୁଚ୍ଛନ୍ତ ବୃକ୍ଷେ ବୃକ୍ଷେ ହୋଇ ଉଛନ୍ନ ଯେ କେ ନେଲା କ୍ରୀଡାର ଦେଖିଲ୍ ନାହଁ ଯେ । ଅଗେ। ହମାନେ ମୋ ହକ୍ଷୀ । କେ ନେଲ୍ କାହି ଗଳ୍ପ ଅଛନ ଦେଖି ଗୋ ! ୧-ଏ ଗୀତଟି ମଧ୍ୟ ପୋଥରେ ନାହିଁ !