ଆରଣ୍ୟକ କାଣ୍ଡ ଆହେ କଦମ୍ବ ମୋର କଦମ୍ବନା ୧ ଆହେ ଭୀଲ ମୋର ପଦ୍ମଭଲସ୍ତନ ହେ । ଆହେ ମୟୂର ମୋର ମୟୂର ବେଖାଁ ସେ ॥ ଆହେ ଜମାଲ ମାଲ ଢମାଳ କେଶ । ଆହେ ଊ'ଲମ୍ବ ମୋ ଡାଲମ୍ବ ଦଶନା ୨ ଆହେ ବିମ୍ବ ମୋହର ପଦ୍ମ ପ୍ରମୋଷ୍ଠୀ ଆହେ ଅଶୋକ ମୋର ଅଶୋକ ମନା ୩ ଯେ । ଦେଖିଲ ନାହି ଭାର ପ୍ରାୟୋକ ଦୃଷ୍ଟି ଯେ ଆହେ ବକ୍ସଳ ୪ ମୋର ମଧ୍ୟମା ସରୁ ୫ ଦେଖିଛ ରମ୍ଭାଭରୁ କେ ମୋ ରମ୍ଭୋରୁ ୬ ସେ ଆହେ କେତକ ମୋର କେତକ କାଣ୍ଡ । ଲୁଇଛି କି ମୋତେ ୭ କଣ ଭ୍ରାନ୍ତି ଯେ ଆହେ କୁନ୍ଦ ମୋହଭ ମୁକୁନ୍ଦ ଦାସୀ । ତୁମ୍ଭଙ୍କୁ ନେବାପାଇଁ ଅଛକ ଆସି ସେ ( ଆହେ ପାକମାନେ ମୋ ପିକ ବଚନା । ତୋ ବନ୍ଧା ହୋଇଛୁ ମୁଁ ବକଳମନା ଯେ ( ଆହେ ଶିଖୁଷ ମୋ ଶିଷ କୋମଲା । ଆହେ ଶିଳାମାନେ ମୋର ପ୍ରେମର୍ଶଳା ସେ ୮ ଆଗେ ଗୋ ଗୋଦାବର୍ ରୁ ପାପହାସ । ନେବାକୁ ସୀଭା ଆସିଛନ୍ତି କି ବାର୍ ଗୋ । ଆହେ ହେ ୯ ହଂସମାନେ ହଂସ ଗମନୀ । ଆହେ କମଳ ମୋ କମଲବଦନା ଯେ । ୯୧ ୧ –କଦମ୍ବମନା ପୋଥପାଠ ( ୨-ପ୍ରଶନା ପୋଽପୀଠ । ୩–ବସନା ପୁସ୍ତକପାଠ । ୪-ବର: ପୋଥିପାଠ । ୫-ମଧ୍ଯସାଗରୁ ପୋଥିପାଠ । ୬– ମୋ ରମ୍ଭାରୁ ପୋଥପାଠ । ୭–ମନରେ ପୋଥିପାଠ, ୮-ଏହି ପଦ ପ୍ରକାଶିତ ପୁସ୍ତକରେ ନାହିଁ, ୯- ଅଗୋ ଗୋ ପୋଥିପାଠ ।
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୫୩
ଦେଖଣା