Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୫୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଗ୍ରାମଲଲା ବନେ ସମସ୍ତ ସ୍ଥାନେ । ଲୋଡ଼ ନ ପାଇ । ଲକ୍ଷ୍ମଙ୍କୁ କହନ୍ତି ବକଲା ହୋଇ ଯେ ୨ || ସୀତାର କିଛ ନ ଦେଖିଲ୍ ଶକୁନ । ବୋଲଇ ଚଣ୍ଡି ବୋଧ ହୋଇଲେ ମୁଣ୍ଡ ସେ ||

ରଗ—କାଳୀ କୋଦଣ୍ଡଧର କାନ୍ତା ହରଇ ପୁଚ୍ଛନ୍ତ ବନଗିଳ୍ପ । କେହି ତାହାଙ୍କୁ ନ କହିବାରୁ ବୋଧ ମନରେ ଧରି # କୋଦଣ୍ଡ କାଣ୍ଡ ବସାଇ ଗ୍ରାମ ବନଗଣଙ୍କି ରୁହଁ ୪ । ଏକାବେଲକେ କାଟିବେ ଖିର କେହି କହଲ୍ ନାହି ( ମେରୁକୁ ଆଜ ଚୂର୍ଣ୍ଣ କରି ଉଇକ ମହୀ । ଚନ୍ଦ୍ର ଭପନ କାଟି ପକାଇ ସିନ୍ଧ ଦେଈ ଶୁଖାଇ । ସକଲ ଶିଳ୍ପ କରି ଧଈ ଦେବି ବାସବେ ଦଣ୍ଡ । ସକଲ ସୁର ନର ଅସୁର କରିବ ଖଣ୍ଡ ଖଣ୍ଡ । ସ୍ନାନ ଦୟାକ୍ଟ ପୀପେ ଉଚ୍ଛାକୁ ହେଲକୁ ଏତେ ଦଶ । ଆଜ ମୁଁ କାଣ୍ଡ ମୂନେ କାଟିବ ସମସ୍ତ ଏ ଦଶା ୫ ଲକ୍ଷ୍ମଣ ବୋଲେ ଶୁଣ ଭେଦେବ ଦେବ ନଜର କୋପ । ଖୋଜିବ ସବୁ ଅରଣ୍ୟ କେହି କର ବା ୬ ଥୁବ ଗୋପ୍ୟ || ଆମ୍ଭଙ୍କୁ ର୍ଦ ଯାଆନ୍ତ ଧାଇଁ କପାଇଁ ୭ ମୃଗକୁଲ । ଢାହାଙ୍କ ପଛେ ଆମ୍ଭେ ଗଲେ ବା କାର୍ଯ୍ୟ ଦେବ ସଫଲ ! ଶୁଣି ଗୁଘବ କୋପ ସମ୍ଭାଲ ତାହାଙ୍କ ପଛେ ଗଲେ । ୟୁଗ ଶାବକ ନର୍ଭ ୮ ହୋଇ ପଥ କଢ଼ାଇ ନେଲେ । ୧-ବନେବୁଲ ସମସ୍ତ ପୋଥୁପାଠ, ୨-ଲକ୍ଷ୍ମଣ କହୁଛନ୍ତି ବକଳ ହୋଇ ପୋଥପାଠ । ୩- ବୋଧେ ହେଲେ ସମ୍ପୂ ଷ୍ଣ ପୁସ୍ତକପାଠ । --ଶିଶୁମାନଙ୍କୁ ପୁସ୍ତକପାଠ । ୫- ମୁଁ ଦଣା-ଦେବତା । ୬- କଣ୍ଠଣ ପୋଥପାଠ । ୭– କମ୍ପୟେ ପୋଥପାଠ ୮- ନଉନ ପୋଥ‌ିପାଠ ।