ଆରଣ୍ୟକ କାଣ୍ଡ ଦେଖିଲେ ପାଁଇ ଗଲାରୁ ଖସି ପଡ଼ନ୍ଧୁ ପୁଷ୍ପମାଲା । ବୋଲନ୍ତି ଦେଖ ଲକ୍ଷ୍ମଣ ମାଲା ଥିଲ ସୀତାଙ୍କ ଗଲା । ପୁଣି ଖଣ୍ଡେ ଦୂରେ ଦେଖିଲେ ସୁବର୍ଷ ମାଳା ଛଡ଼ ବଲ୍ ପ୍ରାୟେ କି ଶୋଇ ପାଏ ଭୂମିରେ ଅଛୁ ପଡ଼େ । ଦେଖିଲେ ଖଣ୍ଡ ଦୂର ଅନ୍ତରେ ରଥ ହୋଇଛୁ ଭଙ୍ଗ । ସାର ସହିତରେ ବନାଶ ହୋଇଅଛୁ ତୁରଙ୍ଗ ୧ ॥ ଦେଖିଲେ ପୁଣି ଧନୁ ଗୋଧ୍ୟାଏ ହୋଇଛୁ ବେନ ଖଣ୍ଡ । ବୋଲନ୍ତି ଏଇ ଇଭର ନୁହେଁ ଦିଶେ ଶକ୍ତ କୋଦଣ୍ଡ । ଆହେ ସାରୁଳ ସୀତାଙ୍କୁ ନେଇ କେଉଁ ଦେବ ଦାନବ । ଦେଖ ଏମାନ କମ୍ପା ପଡ଼ରୁ ଲଗିଲ ଅସମ୍ଭବ ସୈନ୍ୟ ନଥାଇ ଏକା ରଥରେ ୨ କେଅବା ଆଣିଥୁଲ । ରୁଧର ବୃଷ୍ଟି ହୋଇଛି ତାହା ସଙ୍ଗେ କେ ରଣ କଲ୍ । ୪ ଦେଖିଲେ ଦୂରେ ଗିଭ୍ ସମାନେ ପଡ଼ରୁ ଗୁଧ ୪ ପକ୍ଷୀ । ବାରଭା କହିବାକୁ ସମଙ୍କୁ ଜୀବନ ଅଛି ରଖି । ବୋଲନ୍ତ ଘୁମ ଶୁଣ ଲକ୍ଷ୍ମଣ ଏ ଆମ୍ଭେ ପିଢା ମିଶ୍ର । ସୀତାଙ୍କୁ ଖାଇ ଆନନ୍ଦ ହୋଇ ସୁଖାଉ ଅଛ ଗାନ୍ଧି । ବୋଧ କଣ ବିନ୍ଧନ୍ତି ୫ ବାଣ କହଇ ସେ କଶନ୍ତୁ । ବର୍ଣ୍ଣବାସୁଭ ସୀତାଙ୍କୁ ନେଲ୍ସ ସମର କରି ବହୁ । ରଥ ସାରଥ ଭଙ୍ଗି ଭାହାର ଧନୁ ଭଗ୍ନ ମୁଁ କଲ୍ । ବରଥ ୬ କରି ସେସ୍କା ବଦାଶ ସୌଭାଙ୍କୁ ରଖିଥଲ୍ ॥ ଖଡ଼ଗ ଘେନ ମୋ ଡେଣୀ ବେଶ କାଟିଲେ ବେନି ପାଦ । ଏତକ କହି ପ୍ରାଣ ହାଈଲ୍ ଦେଖି ଗ୍ରାମ ଦ | କାଠ ଲୁଢ଼ାଇ ଅଗ୍ନି ଲଗାଇ ଦହନ ଭାକୁ କଲେ । ଭାର କୁଟୁମ୍ଭେ ଭେକନ ଦେଇ ପିଣ୍ଡ ଉଦକ କଲେ । ୧- ଭୁରଙ୍ଗ-ପୋଡ଼ା, ୨-ରଥ କେ ପୋଥପାଠ, ୩-ଯୁଦ୍ଧ ପୋସ୍ତ୍ରପାଠ ! ୪-ଗ୍ରି ଧ ପକ୍ଷୀ ପୋଥପାଠ, ୫-ବନ୍ଧରେ ପୋପାଠ, ୨-ଶରଥୀ ପୁସ୍ତକ ପାଠ,
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୫୫
ଦେଖଣା