Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୫୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୯୪ ପଥ୍ୟ ନ ପାଇ ଯୋଜନେ ଭର୍ଡ ଉତ୍ତର ଦିଗେ ଗଲେ । ମହାବନରେ ଗିଈ ଗୁହାରେ ପ୍ରବେଶ ଯାଇ ହେଲେ ॥ ବୋଲନ୍ତି ଭ୍ରମ ଶୁଣ ଲକ୍ଷ୍ମଣ ଏ ଚନ ଭୟଙ୍କର ବୋଲଇ ବଶି ଦେବସେ ଯଦି ଦଶଇ ଅନ୍ଧକାର ॥ ଗଗ— କୌଶିକ ନ ଗିଈ ଭୟଙ୍କର ' ତୁଷାର ନଜର ଦେଖି ବୋଲି ଶାସ୍ତ୍ରମ ହେ । ଶିଶିର ଋତୁ କି ମହକ ମଣ୍ଡଲ ଦେଇ ଉରେ ମୋତ ଦାମ ହେ । ଆହେ ଲକ୍ଷ୍ୟ । ବରସ ଦସ୍ଥ କାମ ହେ । ଜନକ ନନ୍ଦନ ବାମ ଦିନ୍ତୁ ମୋତେ ଜୋଟି ଯୁଗ ହୁଏ ସାମ ୩ ହେ । କମ୍ପା ଅଛ ସବଂ ଜୀବଙ୍କ ହୃଦୟ ସଲ୍‌ କେବଳ ମାସ ଜୀବନ ରଖିବାକୁ ନାହା ହୋଇଲେ ଭୟ ହେ । ହୁଏ ଧନଞ୍ଜୟ ୪ ହେ ! ଆହେ ଲକ୍ଷ୍ମଣ । ଉତ୍ତର ଅନଳ ବହେ ହେ । ଭରୁ ନବଡ଼ ଟୁଇରେ ନ ଦେଶରୁ ଉପନ ଶଶୀ ଉଦୟେ ହେ ॥ ଉପନ ଭୁଲୀ ଭରୁଣୀ ଜୈଲ ଭଜଲ ଭାମ୍ବୁଲ ଆସନ ହେ । ତପୋବନ ୫ ଜନ ଏ ଋତୁରେ ଭେଗ କରଇ ଦିବ୍ୟ ଅଶନ ହେ । ଆହେ ଲକ୍ଷ୍ମଣ । ଚର ଭୂଷଣ ଚନ୍ଦନ ହେ । ଜାନଙ୍କ ସଙ୍ଗରେ ଥବା କଲେ ମୁହଁ ଜାଣି ନାହିଁ ଏମାନ ହେ । ଏତେ ବୋଲ୍ ବୁକ୍ ବୁଲ୍ ଗିର୍ ଗୁଡା ନଳରେ ପ୍ରବେଶ ହେଲେ ହେ । ମହା ଭସ୍ତଙ୍କର ୬ ଦିଶୁଛୁ ରହରେ ଏକ ଅସୁଖ ଦେଖିଲେ ହେ । ଆହେ ଲଛି । ବୋଲନ ଭେଦେବ ଦେଖ ହେ । ବୋଲଇ ବଶି ପଞ୍ଚିରେ ବପରି ଦଇବ ହେଲେ ବିମୁଖ ହେ । ୧ -ପଥ ପାଇ ପୁସ୍ତକପାଠ, ୨-ଭୟାଙ୍କାର ପୋଥପାଠ, ୩-ଜାଣ ପୋଥପାଠ ! ୪ –ଧନଞ୍ଜୟ = ଅଗ୍ନି , ୫-ତପୋବନ୍ତ କନ ସ୍ତେ ଋତୁରେ ଯଜ୍ଞ କରଇ ଦ୍ରବ୍ୟ ସଦନ ହେ ପୋ ଅପାଠ, ୬-ମହା ଭୟାଙ୍କାର ପୋଥପାଠ । =