Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅରଣ୍ୟକକାଣ୍ଡ ଗ୍ୟା- ଭୈରବ ଏକତାଳୀ ଦୂରୁ ମୁଁ ଦେଖି ଅସୁଖ ଶାQମ ଲକ୍ଷ୍ମଣ । ଗୁହାରୁ ବାହାର ହୋଇଲ କ ସେହିକ୍ଷଣ ହେ । କାହୁଁ ଅଇଲ୍ କାହନ ଯିବ ମୋତେ କହ । ଦେଖିଣ କାମ କାଣ୍ଡରେ କାରର ମୋ ଦେହ ହେ ॥ କେଲା କରିବ ବୋଲଣ ଲକ୍ଷ୍ମଣଙ୍କୁ ଧରି । ତାହାକୁ ହଁ ଦୁର୍ଗଖେ । ପ୍ରାୟ ୩ର କର ହେ I ସେଦନ କରି ପଳାଇ ଗଳ୍ପକ ଅନୁଷ୍ଟ । ଶ୍ରୀଘ୍ରମ ଲକ୍ଷ୍ମଣ ଗଲେ ୨ ପଥ ଅନୁସର ହେ । ପୁଣି ପଶ୍ଚିମେ ଗମନ୍ତେ ସେ ଗହନ ବନ ୩ | ଲକ୍ଷ୍ମଣ ଜଣରୁ ଏହା ୪ ଅମଙ୍ଗଳ ମାନ ହେ I ବାମବାଦ୍ଧ କାମନେବ * ୫ ରୁଛି ମୋହର । ଗ୍ରାମ ବୋଲନ୍ତୁ ଆମ୍ଭର ତୁମ୍ଭର ବିକାର ହେ । ଏତେ ବୋଲି ବେନ ଗୁଇ ସ୍କୁଲରୁ ସଙ୍ଗରେ । ପଶିଲେ ଯୋଜନବାହୁ ବାହୁର ୬ ରକ୍ତରେ ଯେ । ବେନ କରେ ସାଉଁଶ ସେ ମୁଖ ପାଶେ ନେଲ୍ । ଲକ୍ଷ୍ମଣ ଦୋଳନ ଦେବ ନୟ ଖାଇଲ ହେ ଦେଖି ଗ୍ରାମ ଲକ୍ଷ୍ମଣ ଧରି ଖଡ଼ଗ ପାଣି ୭ । ବେନ ଭଲ ଦେନ ବାହୂ ପକାଇଲେ ହାଣି ହେ । ଗ୍ରାମ ଲକ୍ଷ୍ମଣ କ ତୁମ୍ଭେ ଦଶରଥ ଶିଷ ହେ । ୯୫ ପରଇ ଜ୍ଞାନ ପାଇ କବନ୍ଧ ପ୍ରକ୍ଷସ ! ପୂର୍ବେ ଋଷିଙ୍କ ଶାପରୁ ହୋଇଲ୍ ରକ୍ଷସ । ବଜ୍ରଧର ବଜ୍ର ମାଈ କଲେ ଏ ଭବିଷ୍ୟ ହେ । ୧-ମୁଁ ପଲେଖା ପୋଥପାଠ, ୪-ହୁଏ ପୁସ୍ତକ ପାଠ, ଚକ୍ଷୁ ୨-ଗମେ ପୋଥପାଠ, ୩-ବନରେ ପୋଥପାଠ, ପୋଥପାଠ, ଅର୍ଥାତ୍ ‘ବାମ ଚକ୍ଷୁ ବାମ ନେ’ । ୬-ବନ ପୁସ୍ତକ ପାଠ, ୭–ଖଡ଼ଗ ଧଇଲେ ହାଣି ପକାଇଲେ ପୋଥପାଠ ।