Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୫୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୯୬ ଉଦରେ ବଦନ ମୋର ହୃଦରେ ନୟନ । ବାହୁ ବଳେ ନାନୀ ଖର୍ଚ କରଇ କରଇ ଅଶନ ହେ }) ଲକ୍ଷ୍ମଣ କହିଲେ ଭାଲୁ ସକଲ ବୃତ୍ତନ୍ତୁ । ଶୁଣି ବୋଲେ ମୋତେ ଦାହର ସୌଭାକାନ୍ତ ହେ । ଦ୍ରବ୍ୟ ରୂପ ହୋଇ ମୁହଁ କହି ଦେବ ସବୁ । ପୁଣି ଗ୍ରାମ ଲକ୍ଷ୍ମଣକୁ ବୋଲେ ୧ ଦାହ ବାବୁ ରେ ଖ କାଠ କୁଢ଼ାଇ ଲକ୍ଷ୍ମଣ ଅନଲ ଜାଈଲେ । ଦିବ୍ୟ ପୁରୁଷେ ବାହାର ହୋଇଲେ ଦେଖିଲେ ଯେ ॥ ଭାର ପାଇଁ ରଦ୍ଭବରେ ଆକାଶୁ ଅଇଲ୍ସ । ବୋଲେ ୨ ଜଣି ସମଙ୍କୁ କହିବାକୁ ରହିଲ୍ ସେ ର ମୁଖାଈ ହୋଇ କବନ୍ଧ ଦ୍ରବ୍ୟ ଶଙ୍ଖର । ଦେବ ଶ୍ରବା ଋଷି କୁମର 1 ଜଣାଇଲ ଯୋଡ଼ି ବେନ କର । କାମିକ ନେଇକ ୩ ତୁମ୍ଭର fl ଏହି କୁସୁମ ବନମସ୍ତେ ସିବ । ଶବରଣୀ ସଙ୍ଗେ ୪ ଭେ ହୋଇବ ॥ ଫମ୍ପା ସଗ୍‌ବର ୫ ହି ଦେଖିବ । ଦେଖି ସବଂ ଢାପ ଉପେକ୍ଷି ବ } 1 ତାଙ୍କ ସଙ୍ଗେ ମଇଏ ହୋଇବ 11 { 11 ଋଷ୍ୟମୂଳେ ସୁଗ୍ରୀବର ଥବ ସେହି ଜାଇ ସକଲ ବଧୂ ଏତେ କହି ବିମନେ ବସିଲ ଗ୍ରାମ ଇହାର ଚନ କଲେ f ନ ବର୍‌ବ ୬ ବାନର ବୃଦ୍ଧି 1 ନକ ପୁରେ ପ୍ରବେଶ ହୋଇଲ୍ | ଢାର କହିବା ମାର୍ଗରେ ଗଲେ ଶବର୍ତ୍ତୀ ବନ୍ଧକାରେ ହୋଇଲେ । ଭାଉ ଆଶ୍ରମ ସ୍କୁଲ୍ ଦେଖିଲେ ଦ୍ୱାରେ ଭାର ପ୍ରବେଶ ବଧାଇ ଲ୍ । ଘୁମ ଶବରକୁ କୃତାର୍ଥ କଲେ ଦେଖି ଶବସ୍ତ୍ର ଶ୍ରୀଘ୍ରମଙ୍କ ପାଦ । ଭକତରେ ହୋଇଲେ ଗଦଗଦ ୧-କହିଲେ ପାଠ । ୩-ନେଲ୍ ଯେ ପୁସ୍ତନ ମଠ । ୨-ବୋଲଇ ପୋଥିପାଠ । ୪-ବାରେ ପୋଥ ପାଠ । ୫ କମ୍ପାସରକୁ ପୋଥ ପାଠ । ଏ କରିବ? ପୋଥୁପାଠ୍ୟ । SI 11 !!