ଆରବ୍ଯକକାଣ୍ଡ ୯୭ ପ୍ରଦକ୍ଷିଣ କର ସ୍ତବ କଲ । ଦଣ୍ଡବତ ହୋଇଣ ଶୋଇଲ B ଯେତେ ଫଲମୂଲ ଥୋଇଥଲ । ଦେଖି ଗ୍ରାମ ହୋଇଲେ ସନ୍ତୋଷ ଗ୍ରାମ ବୋଲନ୍ଧ୍ର ଧନ୍ୟ ଜ ପୁଣ୍ୟ । । ୪ କେବଣ ଋଷିଙ୍କ ସ୍ଥାନ ଦେବ ମାତଙ୍ଗ ଋଷିଙ୍କ ବନ । ଗ୍ରାମ ଆଗେ ଥୋଇ ପୂଜା କଲ ଶବରକ ଡାକ କହେ ୧ ପାଶ ସବୁ ଗୁମ୍ଫାମାନ ୨ କର୍ତା ଶୂନ୍ୟ । ରୁମ୍ଭେ ଏକା ରହିଛି ବର୍ଜନ il 11 { । ସୂର୍ରେ ଗଲେ ସବଂ ତପୋଧନ ତୁମ୍ଭ ଦର୍ଶନକୁ କଣ୍ଠ ମନ । ଧରିଅଛୁ ଏ ମୋର ଜୀବନ 11 ଏତେ ବୋଲ ଅଗ୍ନି ରେ୭ ପଶିଲା । ଯାନ ଚଡ଼ ସ୍ଵର୍ଗସୁର ଗଳ୍ପ ୮ ପମ୍ପାସର ୯ ଦେଖି ଗୁମ ଭୋଷ । ବୋଲେ ବଗି ଆରଣ୍ୟକ୧୧ ଶେଷ୧୧ H ୧-ଆଗେ ପୋଥ ପାଠ 1 ୩-ସୁବର୍ଷ ପୋଥ ପୀଠ । ୨-ମାନ ପୋଥ ପାଠ । ୪-ଏହି ପୁ ସ୍ତକ ପାଠ । ୭-ଅନଲେ ପୋଥ ପାଠ । ୯-ଚମ୍ପସର ପୋଠ । ୫-ଦେବମାତାଙ୍କ ଋଷିବନ ଟୁ ସ୍ତକ ପୀଠ । ୬-ଦଶନ ପୋଥ ପାଠ । ୮-ସୁଖେ ପୋଥିପାଠୀ । ୧ -ଅରତ୍ୟେକ ପୋଷ୍ଟ୍ ପାଠ ୧୧-ଆରଣ୍ୟକ କାଣ୍ଡ ଚଉବଂଶ ଚଉପଦୀରେ ସମ୍ପୂ ର୍ଷ । ଲେଖନକାର କରି ସମଲ। ଗୀତଗୁଡିକୁ ଚଉପଦୀ ବୋଲି କହିଛନ୍ତି । ସଂସ୍କୃ ତର ଚରୁଷ୍ପଦୀ ଓଁ ହିନ୍ଦୀ ରେ ପାର୍ଶ୍ଵ ପଣ ଓଡ଼ିଆ ଚଉପଦୀର କୌଣସି ସାମଞ୍ଜସ୍ୟ ନାହିଁ । ସାଧାରଣତଃ ଗାନ କରିଯାଉଥବା ଗୀଭଗୁଡ଼ିକ ଚଉପଦୀ ନାମରେ ନାମିତ । ଓଡ଼ିଆ ଚଉପଘର ପଦ୍ମ ସଂଖ୍ୟାରେ ସମାନଭା ଥିବାର ଦେଖାଯାଏ ନାହିଁ।
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୫୯
ଦେଖଣା