Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କର୍ଣ୍ଣ ଦ୍ଧା କାଣ୍ଡ ଗୁଗ— ମଙ୍ଗଳ ଗୁଜ୍ଜରୀ ପ୍ରବେଶ ଗ୍ରାମ ଲକ୍ଷ୍ମଣ ପମ୍ପସର ନାର ବି । ଦେଖନ୍ତି ନିର୍ମଲ କଲା ଦଣେ ମନୋହର ଏ କମଲ ୩ କୁମୁଦ କୋକନଦ ନକୋହଲ ୪ ! ମଧୁପାନେ ମଷ୍ଟି ହୋଇ ଚୁମ୍ବନ ସହଳ ॥ ଚଉପାଶେ ବେରିଛନ୍ତି ପୁ-ଚୟ ା ବରହଜନଙ୍କୁ ସେ କରଉଛନ୍ତି ଉତ୍ସ ୭ ॥ ଦେଖ ଦେଖ ଲକ୍ଷଣ ଏ ସରୋବର େଇ । ଏହା ଦେଖି କେବଣ ଦେବ ନୋହିବ ଲେଭ ୮॥ ଡାକ ଦଞ୍ଚିବ କାକ ବକେ ଶେକ୍ସକର ।) ବବଧ ହଂସ ମାନଙ୍କ ଦେଇ ସୁନ୍ଦର । ବିକାଶରୁ ୯ ନବନବଭାଙ୍କର ମାନେ ! ପ୍ରକଟି ବାସନ୍ତ ଦାସ ସର୍ବ ସନ ଧାନେ ୧୧ ॥ କାମତୁଣୀ ଶରପ୍ରାୟ ୯୧ ଦଶନ୍ତି ଅଶୋକ । ସୀତାଙ୍କ ବରହ ଜଗଉଛୁ ୧୨ ବହୁ ଶୋକ । ପାଳୀ ପଲେ କାମାନଙ୍କ ପ୍ରାୟ ଦଶେ । କେଭଙ୍କ କଲିକା ମନସିଜ କୁନ୍ତଳ ସେ । ୧- ସରେବରେ ପୋଅପାଠ । ୨- ମନୋହରେ ପୋଥ‌ିପାଠ । ଏ- କନେକ ପୋଥୁପୀଠ । ୪- ଉପବନ ପୋସ୍ତ୍ରପାଠ । ୫-- ଭ୍ରମରଗଣ ପୋଥପାଠ । ୭- ପୁଣ୍ୟ ରୁମୟେ ପୋଥିପାଠ । ୭- ଉୟେ ପୋଥପାଠ । ୮- କେଉଁଦେବ ନୋହିବଟି ଲେଇ ପୋଥପାଠ । ୯- ବକଶ ପୋଥପାଠ । ୧- ବାସବସନ ବଧାନେ ପୋଥ‌ିପାଠ । ୧୧- କାମଧେଣ ପ୍ରାୟଶୋଭ ପୋଥପୀଠ । ୧୨- କଟୁଉଛନ୍ତି ପୋଥ‌ିପାଠ ।