କି ନ୍ଧ କାଣ୍ଡ ମଞ୍ଜୁ ନା ସଉରଭରେ ମଧୁପ ନଜର । ଧୂନିକରି ଖୋଜୁଛନ୍ତି ସଵ ଦିଗନ୍ତରେ ୧ ନନ୍ଦଗନ୍ଧ ସୁଶୀତଲ ପ୍ରସରେ ମରୁଜ । ଡୋକଲେ ଧ୍ବନ କରନ୍ତି ହୋଇ ମହାନଷ୍ଟ |} ଲକ୍ଷ୍ମୀ ବୋଲନ୍ତ ଦେବ ଏ ଶିଶିର ଅନ୍ତ । ପ୍ରବେଶ ହୋଇଛୁ ଋତୁ ଧ୍ଵଜନ ବସନ୍ତି ॥ ଦେଖନ୍ତୁ ସେ ପମ୍ପା। ୨ ସQବରକୁ ବୁଲି । ସୀତାଙ୍କ ବରହେ ୩ ପୁଣ୍ୟ କରନ୍ତି କାରୁଣ୍ୟ ॥ ଲକ୍ଷ୍ମଣ ଝମଚନ୍ଦ୍ର ଙ୍କୁ କରନ୍ତି ପ୍ରବୋଧ । ବୋଲେ ବସି ଶୁଣି ଗ୍ରାମ ବୁଡ଼ିଲେ ବିଷାଦି ॥ ଗ -ବରଭୁଦେଖାକ୍ଷ ୫ ତପତ ଅଞ୍ଚଳ ପ୍ରକାଶିଲ ଦଶ ଦେଶ ବସନ୍ତ ଅନ୍ତେ ଉପଭ ଋତୁ ପରିବେଶ ( ଭପନ ଉପରେ ବନ ଧ ହୋଇଲେ ଦନ । ଶୁଭୁଅଛ ନିରନ୍ତରେ ଝିଙ୍କ -ପର୍ଷ ସ୍ତନ ॥ ଖୁଷ୍ଟ ହେଲେ ଜଜଳ ଦୁଲ୍ଲ ୭ ମେଟ୍ର । ସଲ୍୫୮ ନପାଇ କବେ ହୋଇଲେ ବିକଳ || ପ୍ରକଟିତ ପାର୍ଶଲୀ-ପାଦପରେ କୁସୁମ । ବରଜନ ଦହନ କରୁଛୁ କି ୯ ନାମ N N ୧– ଦିଗହେରୁ ଫୋଥୁପା । ୨- ବିମ୍ପାସର ପୋଥୁପାଠ । ୬- ବିଚ୍ଛେଦେ ପୋଥପାଠ । ୪- ଦୁଇଗୁଣ ବୋଧ ପୁସ୍ତକପାଠ । ୫- ବିଚନ୍ଦ୍ର ଚଉଦଣ, ନରସିଂହ ଦେବଙ୍କ ଛଡ଼ଋତୁ ଦଶେ ପୋଥିପାଠ । ୬-- ତନ ପୋଥରେ ନାହିଁ । ୭- ନଦୀଜଳ ପୋଥିପାଠ | 1 --କାଳର ପୋଥ ପାଠ । ୯-କରୁଅଛ ପୋଥପାଠ ।
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୬୧
ଦେଖଣା