Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

100 ଘୁମଲଲା ମହାରେଣ ଉପରରେ ଭାଲୁଅଛି ପାଦ । ଜରୁର ୨ ଲକ୍ଷଣକୁ କହ ଘୁମ ଲଭରୁ ବିଷାଦ ॥! ପକ୍ଷ ଝଈ ପଡ଼ଲେ ଧରଣୀ । ମୃଗତୃଷ୍ଣା ତୃଷ୍ଣା ଏ କର ଧାବନ୍ତ ହରଣୀ । ସ୍ଵଘବ ବୋଲ୍‌ ଦେଖ ଦେଖ ସଉମିନ୍ଧି । ଏ ଋତୁରେ କେମନ୍ତେ ବଞ୍ଚିବ ୪ ମୃଗନେବୀ । ବଜ୍ରାଘାତ ପ୍ରାୟୁ ଅଗ୍ନି ଜାଉ ହେଉଥ‌ିବ ୫ । ଶିଶୁଧାଙ୍ଗୀ ସୁକୁମାଖ କେମନ୍ତେ ସହିବ ॥ ଭାର ୬ ଜନ୍ତୁ ଶୀଭଭରୁ ହୁଏ ଚନ୍ଦ୍ରରୁ ୭ । ଭରୁ କରଣେ କେମନ୍ତେ ରହିବଟି ଜନ୍ତୁ # ଏମନ୍ତ ବୋଲିଣ ଗ୍ରାମ ବଡ଼ କଲପିଲେ । ବୋଲେ ବଶି ଲକ୍ଷ୍ମଣ ପ୍ରବୋଧ କରୁଥିଲେ | ରଗ—କୌଶିକ ୮ ଜଳ ଭୂଗରେ ଶ୍ରୀଘ୍ରମ ପଶନ୍ତେଣ ଚନ୍ଦ୍ରବାକ କଲ୍ ଢମ ହେ । ମୁଁ ଯୁବତୀ ସଙ୍ଗେ ବହରଇ ରଙ୍ଗ ପମ୍ପାସରର ଆରମ୍ଭ ହେ । ଆହେ ଶ୍ରୀଘ୍ରମ, କର୍ମା ଉଗ୍ନକର କାମ ହେ ॥ ତୁମ୍ଭ ଭଈଯାକୁ ଘବଣ ନେଇଛୁ ପାରିଲେ କର ସଂଗ୍ରାମ ହେ । କେ ଜାଇ ସୀତା କାହାର ବନତା କି କାରଣେ ହୁଏ ଭ୍ରମ ହେ । ପୋଣ୍ଡ୍ ପାଠ ! ୧-ମହାର ଉତ୍ତପରେ ପୁସ୍ତକ ପାଠ । -ଭରୁଲୁ ୩- ଭୃଭ ପୋଥିପାଠ । ୪-ଖଇବ ପୋଥପାଠ । ୫-ବାଇ ହେବ ପୁସ୍ତକ ପାଠ । ୭-ମୋର ପୁସ୍ତକ ପାଠ । ୬-ଚନଭରୁ = ଅଗ୍ନି । ୮-ଏହି ପଦ୍ୟଟି ପ୍ରାସଙ୍ଗ କ ହୋଇଥଲେ ହେଁ ପୋଥିପାଠରେ ନାହିଁ । କିନ୍ତୁ ପ୍ରକାଶିତ ପୁସ୍ତକରେ ପଦ୍ୟ ରହିଛି । ଚବାକ ଦମ୍ପରିଙ୍କୁ ଶାପ ଦେବା ବୃତ୍ତନ୍ତ ମୂଲ ଗ୍ରାମୟଣ ତଥା ଅନ୍ୟାନ୍ୟ ପ୍ରାଦେଶିକ ଭାଷାରେ ରଚତ ପୁସ୍ତକରେ ରହିଛି ।