Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କନ୍ଧା କାଣ୍ଡ ଶିରେ ଜଷା ବାନ୍ଧ କଞ୍ଚା ବସ୍ତ୍ର ପିନ୍ଧ କ କେ ଧନୁ ଧଣ୍ଡ ବାମ ହେ । ମୋର ରକ୍ତ ଭଞ୍ଜ ତୁମ୍ଭ ମନ ରକ୍ତ ଯୁବଖରେ ଭୋ ଉଦ୍ଦାମ ହେ ॥ ଚନ୍ଦ୍ରବାଦ ବାଣୀ ଲକ୍ଷ୍ମଣ ଶୁଣିଣ ଶାପ ଦେଲେ କଈ ତମ ହେ । ପକ୍ଷୀ ପକ୍ଷିଣ ଏକ ସଙ୍ଗ ନୋହିବ ନ କର୍‌ରୁ ରୂ ରମଣ ରେ ॥ ଲକ୍ଷ୍ମଣଙ୍କ ବାଣୀ ଚନ୍ଦ୍ରବାଙ୍କ ଶୁଣି ପଦକ କହଇ ଶୁଣ ହେ । ଏବେ ଯେ ଭୁମ୍ଭର ସମ୍ପଦ ସରଲ ଶାପ ଦେଲେ କି ଲକ୍ଷ୍ମଣ ହେ ॥ ଶୁଣି ପକ୍ଷମଣି ପର୍ଷକ ଘେନ ଶ୍ରୀଘ୍ରମ ପାଦେ ପଡ଼ଲ୍ ହେ ଗେ ଦେବ ନ ଜାଣି ଦୋଷ କଲ ପୁଣି ଅପ୍ରାଧ ଖଣ୍ଡ ବୋଇଲ ହେ ॥ ଶୁଣି ରଘୁମଣି ପକ୍ଷୀଙ୍କର ବାଣ ବୋଲନ୍ତି ହେବ କାରଣ ହେ । ଲକ୍ଷ୍ମଣ ବରନ କେବେ ନୁହେ ଆନ ରସେ ନୋହିବ ରମଣ ହେ ॥ ଦିବସରେ ରଙ୍ଗ କାନ୍ତା। କାନ୍ତ ସଙ୍ଗ ହୋଇବ ଏହି ପ୍ରମାଣ ହେ । ରଜମ କାଲେ ଅଙ୍ଗସଙ୍ଗ ନୋହିବ ହେଲେ ହରଇବ ପ୍ରାଣ ହେ । ପକ୍ଷୀଙ୍କୁ ରୁହାଇ ଗଲେ ରଘୁସାଇଁ ପଣିଲେ ଗିଈ ଗହନ ହେ । ବ୍ୟାଧ ଭୁଲୁଥୁଲ ପକ୍ଷଙ୍କି ଦେଖିଲ୍ ଅଠାରେ କଲ ବନ୍ଧନ ହେ ॥ ପେଡ଼ରେ ପୁରଇ ଘେନଗଳ୍ପ ବଂଧ ପ୍ରବେଶ ନଜ ଭୁବନେ ହେ । ପକ୍ଷୀ ପର୍ଷ ଣ ଆକୁଲ ହୋଇ ମନେ ଚନ୍ତରୁ ରଘୁନନ୍ଦନ ହେ !) ଗ୍ରାମ ଗ୍ରାମ ବାଣୀ ଚନ୍ଦ୍ରବାକ ଶୁଣି ଫାଟିଲ ପେଡ଼ ବହନ ହେ । ବନ୍ଧନ୍ତୁ ଫିଟି ଦୁଇ ପକ୍ଷୀ ହରଷେ ବହାର କଲେ କାନନ ହେ । ଶୀଘ୍ରମ ଚରଣ ସଂସାର କାରଣ ସୁର ମୁନ କଲେ ଧୀନ ହେ ! ସେହି ଚରଣକୁ ଆଶ୍ରା କର ବଣି ବ ଅଛ ନଖି ତନ ହେ I