Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୬୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

809 ଗଗ କେଦାର ୧ ଶ୍ରୀଘ୍ରମ ଲକ୍ଷ୍ମୀ ୯ ପଶିଲେ ଗନ ବନ ନିଜ ଗୋଧନ । ଚଉମିଧି କତେ ଶୁଣ ଟ୍ରମ ର ରଣ୍ଟୁନନ୍ଦନ ! କ୍ଷୁ ଧାରେ ଅଧୀର ଜୀବନ । ବାରେ ରକ୍ଷା କର ଅମ୍ଭ କବନ । ଭୁଇ ଦଳର ଦେଖି ରଘୁନନ୍ଦନ ଆଗରେ ଦେଖି ଗୋଧନ । ବେଗେ ବେଗେ ଯାଇଁ ଗୋ ଗୋରେ ପାଇ ଗୋପାଲେ ଯାଚନ୍ତି ରଜନ ।। ମଣି ବନ୍ଧା ନଅ କିଛି ଦୁଧ ଦିଅ ସ୍ଵଇ ମୋର କରୁ ପାନ । ବୋଲଣ୍ଡ ଗୋପାଲେ ନେଉ ଗଛେ ଫଲେ ତୁମ୍ଭେ ବୋଲ୍ ମଣି ରଉନ ।) କ୍ଷୁ ଧାର ଚକଲେ ସଉ ନିଏ ବୋଲେ ରକତ ଦୃହାନ୍ତୁ ଗୋଧନ । ଜଣେ ଗାଈ ଉଚ୍ଚର ହୁଏ ତ ବୁହାରେ ଦୁଗ୍‌ ରଙ୍ଗବର୍ଷ । ଗାଈର ଦୁଗ୍‌ଧ ରକତ ଦେଖି ନିଜ ଗଳ୍‌କ ଡଙ୍କ ଜ୍ଞାନ । ଶ୍ରୀମଙ୍କୁ ଦେଉଁ ପାଦକଲେ ପଡ଼ ବୋଲନ୍ତି କିଛି ଦିଅ ଦାନ ॥ ଡାଙ୍କର ବଳଲେ ଔର ବୋଲନ୍ତ ଦୁର୍ଲାରୁ ଗାଈ କ୍ଷୀରମାନ | ଜତରେ ଗାଈ କ୍ଷୀରମାନ ଦେଇ ହିରୋଧ ବରଜ ଗୁଜନ | ଦୁଧ ଭଣ୍ଡ ନେଇ ଶ୍ରୀଘ୍ରମଙ୍କୁ ଦେଇ ଭୋଷ କଲେକ ପିଣ୍ଡମାନ । ଶାଶ୍ଵମଚନ୍ଦ୍ର ଙ୍କ ଚରଣ ପଙ୍କଜେ ନଲେ ରତ୍ନ ବଶି ମନ । ବ୍ଲଗ ପ୍ରଜଜେ ଧନାଶ୍ରୀ ସୱେବର ଉଠି ବନ୍ଦନ ସମ । ବୋ କହ ଏ ଗିଈ ନାମ I ଲକ୍ଷ୍ମୀ ଳଣାରୁ ରୁଷ୍ଯମୂଳ ଗାଁର ଟୁରୀରେ ଏ ଅଶ୍ରମ ୨, ହେ ଦେବ । ୧–ଏହି ପଦ୍ୟଟି ମଧ୍ୟ ପୋଥ୍ ପାଠରୁ ମିଲେନାହିଁ । ଗୋପାଲମାନଙ୍କଠାରୁ କ୍ଷୀର ପାନ ପ୍ରସଙ୍ଗ ଅନ୍ୟାନ୍ୟ ଗ୍ରାମ'ପରେ ରହିଛି । ନନ୍ତୁ ବଞ୍ଚି ମାୟୁ ଶୀକ ପୋଥରେ ଏହି ପ୍ରସଙ୍ଗ ୪ ନ ଥିଲେ ମଧ୍ୟ ପ୍ରକାଶିତ ପୁସ୍ତକରେ ଏହା ସ୍ଥାନ ପାଇଛି । ୨- ବାନର ଗୁଜ ବାଳଙ୍କର କନ୍ୟାଭ୍ରାତା ହେଉଛନ୍ତି ସୁଗ୍ରୀବ । ସେ ବାନର ଅଭ୍ୟାପ୍ଟର ସହି ନପାଈ ସୂର୍ଯ୍ୟମୂକ ପଦଭରେ ଅଟ୍ରମ କରି ହନୁମାନ ଓ ଅନ୍ୟାନ୍ୟ କେତେକ ବିଶ୍ଵସ୍ତ ଅନୁଚର ଙ୍କ ସହିତ ରହୁଥିଲେ ।