________________
କବନ୍ଧା କୀଣ୍ଡ ଏହି ଗିରି ଭଲେ ଆମ୍ଭେ ଥୁବା । ୧୫. ଭାର ବିଷ ମାନ ବୁଝିବା । ଆମ୍ଭେ ଭା ସଙ୍ଗେ ମଇଥ ହେବା, ହେ ଦେବ । ବିଶ୍ଵାସ ଆମ୍ଭଙ୍କୁ କଲେ ସିନା ଏହା ବକ୍ଟରରେ ସୁଗ୍ରୀବର । ଗ୍ରାମ ଲକ୍ଷ୍ମଣଙ୍କ ରୂପକୁ ଅନାଇ ୯ ଆଗେହିଲ ଆନ ଗିର୍ ଶିର । ଦେଖୁଥଲ୍ ସେ ଶିର ଝିର୍ଝର । ହୁରନ୍ତ ସେ ସୁଗ୍ରୀବର, ହେ ଦେବ । ମନ୍ତ୍ରୀମାନେ ନିକଲେ କଣ୍ଡର ୨ । କିନ୍ତୁ ବୋଲଇ କାହାକୁ ଉୟ କରି ପଳାଇଲ୍ ଏତେ ଦୂର । ବାଲି ଦୂଢ ନୁହେଁ ଇଟି ବୁଝ । ଶୁଦ୍ଧ ବୋଲର କାନର ଗୁଜ । ହର ହର ପ୍ରାୟ ଝୋଷ୍ଟ ପାଉଛନ୍ତି ଧନୁଶର ଧରି ସଜ, ହେ ହଲୁ । ଶୁଣି ହନୁ ହେଲେ ଭଖୁ ସଜ । ଦେଖି ଗ୍ରାମ ଲମ୍ଫ ଙ୍କ ତେଜ ( ସବୁ ଲକ୍ଷଣ ତାଙ୍କୁ କହିଲେ । ଗ୍ରାମଚନ୍ଦ୍ର ଏହୂଟି ବୋଇଲେ । ଚରଣ ଭଲେ ପଞ୍ଚଙ୍କ ପଲ୍ଟରଇ ତୁମ୍ଭେ କେଉଁ ଦେବନ, ହେ ଦେବ ସୁଗ୍ରୀବର ସଙ୍ଗେ ମଇଦ ହୋଇବେ ତାଙ୍କର ଦୟା! ହୋଇଲେ, ହେ ଭକ୍ଷ । ସେଙ୍ଗ ବୋଇଲୁ ମୁଁ ଝର ହନ୍ତୁ । ମୁହଁ ଅଇ ପବନ ସ୍କୁରୁ ୩ । ମୋର କନ୍ଧ ବସ୍ତ୍ର ସୁଗ୍ରୀ, ଭେଟାଇବ ବୋଲି ବସ୍ତାରଲ୍ ଜନ୍ତୁ, ସେ ହନୁ । ହନ୍ତୁ ଚଭୁଲ୍ ନିଜ ଗୋସାଇଁ । ବେନି ଭାଇଙ୍କି କବେ ବସାଇ । ହରୁ କହିଲେ । ସୁଗ୍ରୀବ ପାଶ । ଅଜ ଭୟ ଗଳ୍ପ ମୋର ନୀଶ । ବୋଲେ ବଣି ଗୁମ୍ଭ ପାପ ନାଶ ଯିବ୫ ଦର୍ଶନ କରିବ ଅସ୍ତ୍ର । ଘଗ-- ସିନ୍ଧଡ଼ ଶ୍ରୀଘ୍ରମ ଲକ୍ଷ୍ମଣ ଋଷ୍ୟମୁକେ ରଖି ହନୁ ସୁଗ୍ରୀ ପାଶେ ଗଲେ । ଗ୍ରାମଙ୍କ ଉଦନ୍ତ ସକଳ ସୁଗ୍ରୀବେ ବୁଝାଇ କରି କହିଲେ । ସେ ଦିନ ରଥ ନନ୍ଦନ । ବୁଲୁ ଅଛନ୍ତି ସକଲ ଦିନ । ତୁମ୍ଭ ମିଶ୍ର ହୋଇବାକୁ ମନ । ଭୟ ନ କର କପିରଜନ ହେ | ୧– ଅନାଇଣ ପୋଥିପାଠ, ୨- ଏ ପାଦଟି ପୋଟ୍ରେ ନାହଁ, ୩– ମୁହଁ ଅଇ ପବନ ସୁଲୁ, ମୋହର ନାମ ହନ୍ତୁ ପୋଥିପାଠ । – ଯାଇ ପୁସ୍ତକପାଠ, ୫- ଭାଙ୍କୁ ଅଧ୍ବକପାଠ ପୋସ୍ତ୍ରରେ ଅଛ ।