Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୬୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୧୯୪ ଆସ ଆସ ତାଙ୍କ ସଙ୍ଗଜରେ ଋଷ୍ୟମୂକେ ଯାଇ କର ୧ ଭେଟି । ଶୁଣି ସୁଗ୍ରୀବ ନଲ ମଲ ସୁଷେଣ ଅଇଲେ ହୋଇଣ ଦୃଷ୍ଟି । ଦେଖି ଗ୍ରାମ ଉଠିଲେ । ସୁଗ୍ରୀ ଆସି ଆଈଙ୍ଗନ କଲେ । ମନ୍ତ୍ରୀମାନେ ଚରଣେ ପଡ଼ିଲେ । ସେହିକ୍ଷଣି ଅଗ୍ନି ଲଗାଇଲେ । ଅଗ୍ନି ସାକ୍ଷୀ କର ମଇ ହୋଇଲେ ଶ୍ରୀଘ୍ରମ କପିର୍‌ଜନ ! ପୁଣ ପୁଣ କର ଅଗ୍ନି ପ୍ରଦକ୍ଷିଣେ କହନ୍ତି ସଭ୍ୟ ବଚନ ? ଆହେ କପି ଈଶ୍ୱର ! ଆଳୁ ଆମ୍ଭର ଦୁଃଖ ଭୁମ୍ଭର । ତୁମ୍ଭ ଦୁଃଖ ସହଜେ ଅମ୍ଭର । ସୁର୍ଖ ବୋଲେ କରୁଣା ଚୁମ୍ଭର ॥ ଏମନ୍ତ କହଣ ଡାଳ ଗୁଙ୍ଗି ଦେଇ ଗ୍ରାମ ଲକ୍ଷ୍ମଣେ ବସାଇ । ସୁଗ୍ରୀବ ବସିଲେ ଅଉମାନେ ଉକ୍ତ ହୋଇଲେ ମଣ୍ଡଳୀ ହୋଇ । ତେଶ କହେ ଲକ୍ଷ୍ମଣ ? । ବନବାସ ଯେବଣ କାରଣ । ଖର ଦୁଷଣଙ୍କର ମରଣ । ଏବେ ସୀତାଙ୍କୁ ନେସ୍କ ଗ୍ରବଣ || ହେଇ ୩ ଦେବ ଆମ୍ଭେ ଦେଖିଲୁ ଦେଖିଲୁ ପୁରୀ ଘୁମଙ୍କୁ କହିଲେ । ଘବଣ ନେବା କାଲେ ଦେଖି ଆମ୍ଭଙ୍କୁ ଭୁଷଣ ପକାଇ ଦେଲେ । ଗ୍ରାମ ବୋଲନ୍ତି ଆଣ । ବିଳମ୍ବରେ କେବଣ କାରଣ । ଗୃହାରୁ ଆଣିଦେଲେ ସୁଷେଣ । ଗୁମଙ୍କୁ ବୋଇଲେ ଏହା ଘେନ ୪ | ଦେଖି ଶ୍ରୀଗ୍ରାମ ଲକ୍ଷ୍ମୀ ଏକୁ ବୋଲନ୍ତ ସୀଭାର ଟିକ୍ ଭୁଷଣ * | ଲକ୍ଷ୍ମଣ ବୋଇଲେ ନୂପୁର ଚକ୍କଲ ନ ଚମ୍ବଇ ମୁଁ ଏମାନ ୬ । ସମ ଅଶ୍ରୁ,ଲୋଚନ । ସୁରୀ ସହ କଲେ ସେଦନ । ପୁଣି ଧଇଲେ ଧଇର୍ଯ୍ୟମାନ । ଲେଖି ରଖାଇଲେ ଆୟୁମାନ ୭ । ୧- ମଇଦ ହୋଇବ ପୋଥିପାଠ । ୨- ସରୁ କହିଲେ ଲକ୍ଷ ଣ ପୋଥପାଠ

  • -ହୋଇ ପୁସ୍ତକପାଠ ପାଁଇ = ହଁ । ୪-ଫିଟାଇଲେ ବସନଭୂଷଣ ପୋଥପାଠ

୫- ଏହି ଶସ୍ତ୍ର ପୋଥପାଠ । ୬– ଆଉମାନ ପୋଥିପାଠ । ୭– ଆ—ଅଲଙ୍କାର