କଅଁ ନ୍ଧା କାଣ୍ଡ ବୋଲନ୍ତ ଘୁମ ଶୁଣ ସଖେ ସୁଗ୍ରୀବ, ସୀଭୟାର ୧ ଯେତେ ଗୁଣ | ଭୁମ୍ଭେ ଆମ୍ଭେ ସେହି କାଲରେ ଜାଣିବା ମାଈବା ଯେବେ ଶ୍ରବଣ । ଆହେ କପି ଈଶ୍ଚର । ଆମ୍ଭ ଭୂଣୀରେ ଯେତେକ ଶବ୍ଦ l ସର୍ପ ପ୍ରାୟୁକ ତେଜ ପ୍ରଖର । ବଶି ବୋଲେ କାଳ ମୃତ୍ୟୁଙ୍କର । ରଗ—— କାଫି ଲକ୍ଷ୍ମଣ କହେ କପି ଧ୍ଵଜନ ଶୁଣ । ଶ୍ରୀଘ୍ରମ ୨ ଚରଣେ ସକଲେ ହେ ଲେକଙ୍କର ଶରଣ । ଏବେ ସେ ଘୁମ ହେଲେ ତୁମ୍ଭର ଶରଣ । ଯେମନ୍ତେ ଏ ବନତା ପାଇବେ ହେ କହି କହି ୩ କାରଣ || ସୁରୀ ବୋଲେ ସ୍ବର୍ଗ ମଧ୍ୟ ୪ ପାତାଲ । ଖୋଜ ପାରଇ ସିଂ ଭୁବନ ହେ ନାହୁଁ ବାନର ବଲ ॥ ଲୁଚଣ ଅଛି ଏଥୁ ବାଲୀ ଭୟରେ । ମିଦ ୫ ହୋଇଲ୍ ତୁମ୍ଭ ସଙ୍ଗରେ ହେ ଏଡ଼େ ଅସମୟରେ ॥ ଘମ ଆଜ୍ଞଦେଲେ ଆମ୍ଭ କୀର୍ଯ୍ୟ ଆଉ । ତୁମ୍ଭର କାର୍ଯ୍ୟ ଆଗେ କରିବା ହେ ତୁମ୍ଭର ଭୟ ଯାନ୍ ॥ ଶୁଣିଣ ସୁଗ୍ରୀବ ଗ୍ରାମ ଶ୍ରୀଭୁଜ ଧର । ଏକାନ୍ତେ ବେନ ମିନ୍ଧି ବସିଣ ଯେ ବହୁ ବସ୍ତୁର କର ॥ ସୁରୀ କହେ ଭରସା ନୁହଁ ଲ ଚତ୍ତେ । ଦ୍ରୁନ୍ଦ ଭ ଶବ ଫିଙ୍ଗି ଦେଲେ ହେ ତେବେ ଯିବ ମୁଁ ପଢେ I ବାଲୀ ଶତେକ ବେଲ ଫିଙ୍ଗି ଦେଇଛୁ । ସେ କାହ୍ନୁ ଗିଈ ସମ ହୋଇଣ ସେ ଅସ୍ଥି ପଡ଼ ରହିଛୁ ॥ ୧- ମିସର ଯେତେକ ଗୁଣ ପୁସ୍ତକପାଠ । ୨- ଏ ଗ୍ରାମ ପୋଥିପାଠ । .. ପୋଥରେ ନାହିଁ । ୪- ମଞ୍ଚ ପୋଥପାଠ । ୫- ମିନ୍ଧ ପୁସ୍ତକରେ ନାହିଁ ॥ ୧୦୫
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୬୭
ଦେଖଣା