ଏମନ୍ତ କହି କହି ୧ ପାରୁ ନେଇ । ଏହି ଯେ ଅସ୍ଥି ବୋଲ୍ ସମଙ୍କୁ ସେ ସୁଶ୍ରୀ ଦେଖାଇ ଦେଲା !! ଘମ ରୂପିଲେ ବାମ ଅଙ୍ଗ ଷ୍ଟି ମୂନ । ବୋଲଇ ବଖି ଫିଙ୍ଗି ଦେଲେ ସେ ଯେ ଗଳ୍ପ ଦଶ ଯୋଜନ । — କନଡ଼ା ସୁଗ୍ରୀ ଲକ୍ଷ୍ମଣ ଶ୍ରବଣେ କହିଲେ । ମିଛ ନ ଜାଣିବେଶି ସେ ବୋଇଲ୍ ॥ ଶୁଷ୍କ ହୋଇଣ ଅପାର କାଲ ଥଲା ମୋର ମନକୁ ନଇଲ । ହେ ସାନୁଜ ॥ ଯେବେ ସାତଶାଲେ ବାଣେ ବନ୍ଧବେ ନିଆଁ ତେବେ ସିନା ଶାଢ଼ୀ ବାନ୍ଧିବେ । ବାଲୀ ସମ ବଲ ତେବେ ସେ ଜାଣିବ ରୁକ୍ଷ ମଇଁ ଦକ୍ଷବେ । ହେ ଲକ୍ଷ୍ମଣ || ଲକ୍ଷ୍ମୀ ଓ କହିନ୍ତେ ଶ୍ରୀଘ୍ରମ ଜାଣି ଢା କୋଦଣ୍ଡେ ଗୁ ” ବଢ଼ାଇଲେ କାଣ୍ଡ ବ୍ରାହ୍ମଣ ଗୁଣେ ବସାଇଲେ । ବନ୍ତେ ସପ୍ତଶାଲ ଘଂଟି ଶବ୍ଦ ପାପା ମେ ଶ୍ରୀମ ! ଉଡାଇଲେ । ତାହା ଦେଖି ମୁଗ୍ରୀବ ହରଷ । ପାଦେ ପଡ଼େ ବୋଇ ମୋର ବେ ଧ ! କ୍ଷମା କର ଆହେ ଅଯୋଧ୍ୟା ଠାକୁର ସଂଶୟୁ କଲ୍ ବିନାଶ । ହେ ଠାକୁର ॥ ଅଲଙ୍ଗନ କରି ଶ୍ରୀଘ୍ରମ ପୁଚ୍ଛନ୍ତି ସୋଦରେ କପାଇଁ ବଇର । ସୁର୍ଗା ବୋଲେ ଦୋଷ ନାହଁ ମୋହର । ଜ୍ୟେଷ୍ଠ ଭଲ ହୋଇ ମୋ ବନତା ନେଇ ଦେଇଛୁ ବାହାର କର । ହେ ସେ ଦେବ || ପୂର୍ବେ ମାୟାବୀ ଦୈତ୍ୟ ଯେ ଅଇଲ୍ । ଗର୍ବେ ବାଳୀକ ସମର ମାରିଲା । ବେନ ଭଇ ଆମ୍ଭେ ବାହାର ହୁଅନ୍ତେ ଦେଖି ସେହି ବାହୁଡ଼ମ୍ ହେ ଶ୍ରୀରାମ ॥ ୪ ୧-ଭହି ପୁସ୍ତକରେ ନାହିଁ । ୨- ଭାଇଁ ପୁ ସ୍ତକ ପାଠ । ୩-ମିନ୍ଧ ପୁ ସ୍ତକ ପାଠ । ୪-ବେନ ଭୁଲ ଆମ୍ଭେ ଗୋଡ଼ାନ୍ତ ଡରି ସେ ଦମ୍ଭର ଭଭରେ ପଶିଲ ପୋଥିପାଠ ।
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୬୮
ଦେଖଣା