କର୍ଷ ବା କାଣ୍ଡ ବେନି ଭଇ ଆମ୍ଭେ ଗୋଡ଼ାନ୍ତେ ଡର ସେ ବବରେ ୧ ପଶିଲ୍ । ତାହା ଦେଖି ୨ ବାଲୀ ମୋତେ ବୋଇଲେ । ମୋର ଆସିବା ଯାଏଁ ତୁ ଦ୍ରାରେ ଥରୁ ବୋଲ୍ ବଦରେ ହେ ସେ ଦେବ । ସମ୍ବ ସ୍ରେ ମୁଁ ଜଗି ଢା ରହିଲ୍ । ପଶିଲା । ରହି ସଙ୍କେତ କିଛ ନ ପାଇଲ । ଯେତେବେଲେ ହେଲ ଦୁଧର ବାହାର ବାଳୀ ୩ ମି. ଭ କଲ୍ । ହେ ସେ ଦେବ ॥ ବଦର ଦ୍ଵାରେ ପଥର ଦେଇ ୪ ମୁହଁ ନଗ୍ରରେ ହୁଅନ୍ତେ ପ୍ରବେଶ । ମନ୍ତ୍ରୀମାନେ ମିଲଲେ ମୋର ପାଶେ । ଅନ୍ଵେଷେକ ହୋଇ ସିଂହାସନରେ ଥଲ୍ ବାଲୀ ହୋଇଲେ ପ୍ରବେଶ । ହେ ସେ ଦେବ । ମୋତେ ବୋଧରେ ବଞ୍ଚାଏ ମାଇଲ । କମ୍ପା ବଲେ ଖିଲ ଦେଲୁ ବୋଇଲ୍ । ଗୁଜା ହେବା ଦେଖି ସାମନ୍ତ ୫ ସହଭେ ବାହାର କରଣ ଦେଲା । ହେ ସେ ହେବ ॥ ଶୀଘ୍ରମ ବୋଲନ୍ତି ଏବେ ରୁମ୍ଭେ ଯାଇ ବାଲୀ ସଙ୍ଗେ ଯୁଦ୍ଧକର । ଆମ୍ଭେ ପଛେ ପଛେ ଥରୁ ତୁମ୍ଭର । ଶୁଣି ସୁଗ୍ରୀବ ବାଲୀ ସଙ୍ଗେ ସମର କରିବା ପାଇଁ ବାହାଈଲେ । ହେ ସୁଜନେ | ସାଇଁ ବାଲୀ ସିଂହଦ୍ଵାରେ ଡାକଲେ । ଶୁଣି ବାଲୀଙ୍କର ଧାଇଁ ଅଇଲ । ବେନି ଭୁଇଙ୍କର ବିବଧ ପ୍ରକାର ବହୁତ ସମର ହୋଇଲ୍ । ହେ ସେ ଦେବ ॥ ଶ୍ରୀଘ୍ରମ ଭରୁ ଉହାଡ଼ ଥାଇ ବେନ ଭାଇଙ୍କି ଚର୍ସ ନ ପାଈଲେ । ଏଣୁ କର ସେ ଶର ସଂହିଲେ । ସୁଗ୍ରୀବ ସମରେ ବାଲୀକ ହାରଣ ବହୁ ଅଣବନ୍ତ ୬ ହେଲେ । ହେ ସୁଜନେ || ୧୭୭ ୧-ଶମ୍ବ ପୋଥପାଠ । -ଭତ୍ସ ସମସ୍ତେ ପୋପୀଠ । ୩-ବାଳୀ ପୋଥରେ ନାହିଁ । ୪--ମୃଦ୍ଧ ମୁଁ ପୋଥପାଠ । ୫-ସୁମନ୍ତ୍ର ପୁସ୍ତକ ପାଠ । ୬– ଆସକର ପୋଥିପାଠ ।
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୬୯
ଦେଖଣା