Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଘୁମଲଲା ବାଲୀ ମାଡ଼ ବସିଣ ମାରୁଥୁଲ ପ୍ରାଣେ ଥାଉ ବୋଲି ଦକଲ୍ । ବୋଲେ ବଶି ଗୁଡ଼ ଦିଅନ୍ତେ ପଠାଇ ଋଷ୍ୟମୂକରେ ପଶିଲା । ସେ ସୁଗ୍ରୀବ )) ରଗ—ଧନାଶ୍ରୀ ଦୋହରୀ ୯ ପଡ଼ତାଳ ପଲାଇଣ ସୁରୀ ଋଷ୍ୟମୂଳରେ ୨ ପ୍ରବେଶ । ଗ୍ରାମଚନ୍ଦ୍ର ସହସ୍ତେ ଅଇଲେ ଭାର ପାଶ । ନ କହଇ କଥା ଆଉ ୩ ନ ଶୋକେଇ ମୁଖ । ଭୂମିକ ରୂର୍ବଣ ଗ୍ରାମଚନ୍ଦ୍ର କହେ ଦୁଃଖ ମାନ ଲ ମିଶି ମନେ କରଇ ବସ୍ତୁର । ଘୃଣୁ ଢାଙ୍କୁ କରୁଥାନ୍ତି ୪ ଦଶରଥ ବାଲ ଆସ ଆସ ମିଜ ଆଉ ଥରେ ଏବେ ଯୁଝ । ଏକା ବା! େକେ ମାର୍ଚ୍ଚ ଅକଠାରୁ ୫ ବୁଝି ନ ପାଈଲୁ ବ ବେନ ସ୍କୁଲ ଏକ ରୂପ । ତୁମ୍ଭ ବଧରେ ଲଗନ୍ତା ମିଦ୍ରୋହ ପାପ । ଏବେ ଆମ୍ଭ ଚନ୍ତୁ ଏହି ନାଗେଶ୍ଵର ମାଲା । ଏତେ ବୋଲ୍ ଲମ୍ବାଇଲେ ସୁଗ୍ରୀବଙ୍କ ଗଲ। । ଶୁଣି କପିରଜ ୬ ସଂଗ୍ରାମକୁ ହେଲେ ସଜ । ସଙ୍ଗେ ସଙ୍ଗେ ପେନ ଅଛନ୍ତି ଶ୍ରୀଘ୍ରମ ଗୁଜ ୭ || ପରବେଶ ହେଲେ କର୍ଷ ନ୍ଧ୍ୟାର ପୁର ଦ୍ଵାରେ । କୋପେ ସୁଗ୍ରୀବ ଡାକଇ ଆରେ ବାଲୀ ଆରେ ସୁଖୀ ବାଣୀ ଶୁଣି ବାଲୀ ହୁଅନ୍ତେ ବାହାର । ଭାଈ ଆଗେ ଓଗାଲଣ କହଇ ବର ॥ ୧– ଦୋହର ପୋଥରେ ନାହଁ । ୨- ଋଷିମୁଖେ ପୋଥିପାଠ । ୩ ଆଉ ପୋଥିରେ ନାହଁ । ୪- କହୁଛନ୍ତି ପୁସ୍ତକପାଠ । ୫ ଆଉ ଥରେ ବୁଝ ପୋଥିପାଠ । ୬- ଶୁଣିକରି ବୀର ପୋଥିପାଠ । ୭- ସଙ୍ଗେ ସଙ୍ଗେ ଘେନିଣ ଅଛନ୍ଧ୍ର ପୋଥିପାଠ । ୮- ଗୁହା ପୋଥପାଠ !