ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
କନ୍ଧ କାଣ୍ଡ ସୋଦର ତୁମ୍ଭର ଭାଙ୍କୁ ଲୁହ ୧ ତୁମ୍ଭେ ବାମ ! ଶୁଣିଛୁ ଅଙ୍ଗଦ ମୁଖୁ ସାହା ଭାଙ୍କୁ ଗୁମ ॥ ହାର୍ଗଲ ପୁଣି କମ୍ପା ଲେଉଛି ଅଇଲ୍ । ତୁମ୍ଭେ ଯେବେ ଯିବ ତେବେ ପ୍ରମାଦ ହୋଇଲ ? ଶୁଣ ପ୍ରି ୟେ ଏବେ ମୋତେ ଡାକୁଛ ରଣକୁ । ଏତେବେଲେ ଗ୍ରୀତ କଲେ ଲାଜ ଆପଣାକୁ !! ବୋଇଲୁ ୩ ଯେ ଗ୍ରାମ ଭାକୁ ହୋଇଛନ୍ତି ସାହୀ । ଅଧର୍ମୀ ନୁହନ୍ତି ସେହି ଶୁଣିଛୁ ମୁଁ ଯାହା ॥ ଏତେ ବୋଲି ଆସି ସୁଗ୍ରୀ ସଙ୍ଗେ ରଣକଲ । ବେଳ ଭାଇଙ୍କର ମାଲବରେ ଯୁଦ୍ଧ ହେଲେ ॥ ଦେଖିଲେ ସୁଗ୍ରୀବ ରଣେ ହୋଇଲ୍ ନସର । ଶୀଘମଙ୍କୁ ଗୃହି କରେ ୫ ପଳାଇବା ବିଭ୍ li ଗ୍ରାମ ଜରୁ ଉହାଡ଼ରୁ ପ୍ରହାରନ୍ତେ କାଣ୍ଡ । ଚକ୍ର ସମ ହୋଇଣ ପଡ଼ଲ ବାଲୀ ପିଣ୍ଡ ୱ ସୁଗ୍ରୀବକୁ ଟୁଡ଼ଦେଇ କପୀଦ ପଡ଼ିଲେ । ବେନ ଉଇ ଜାହାର ସମ୍ମା ଖେ ଉକ୍ତ ହେଲେ । ବାମ କରେ କୋଦଣ୍ଡ । ଦକ୍ଷିଣେ ଉକ୍ଷ୍ମ ଶର । ୧୦୯ ବୋଲେ ବଶି ଲକ୍ଷ୍ମଣଙ୍କୁ ଦେଇ ଭୂଜ ଘର ୱ ୧-ହସି ହେ ପୋଥପାଠ । ୨- ପଡ଼ଲ୍ ପୋଥିପାଠ । ୩ ବୋଲଇ ପୁସ୍ତକପାଠ । ୪- କ ପୋସ୍ତ୍ରପାଠ । ୫- କରି ପୋଅପାଠ ।