Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୭୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କର୍ଦ୍ଧ୍ବ ବା କାଣ୍ଡ ନୃପ ଦେଖ‌ିଲେ ଆମ୍ଭଙ୍କୁ ୨ ଅଧର୍ମୀକୁ ଦଣ୍ଡ ଦେବା ପାଇଁ । ଶୀଘ୍ରମ ବୋଲନ୍ତ ଭାଙ୍କୁ ୧ ଜ୍ୟେ ଦୁଇ ହୋଇ ଝର କନ ରଜା ହର ଏ ପାପ ମନେ କକ୍ଟର କର ନାହଁ ହେ । କପିଗଜନ ! ଏ ଦଣ୍ଡକୁ ଅଧ୍ୟ ତୁମ୍ଭେ ଭଜନ ! ଆଉ ଦଣ୍ଡ ନ ଦେବ ଗୁମ୍ଭ ଶମନ | ବୋଲେ ଵଶି ଶୁଣି ହୋଇର ସେ ମଉନ ହେ । ରଗ—କଳସାବାଣୀ ୩ ଅନ୍ତଃପୁରେ ଭାଗ ଗୁଣୀ ବାରଢା ପାଇ । ସେଦିନ କରି ଅଇଲ ବତ୍ସଲ ୪ ହୋଇ । ଦେଖିଲ ସେ ବାଲୀ ହୋଇଲେଣି ଅବଶ । ଘିମ କାଣ୍ଡ ଲଗି ଅଛ ହୃଦୟ ଦେଶ || ଚରଣ ଧର ଉଚ୍ଚ ୫ ସେଦିନ କଲ୍ । ଆହା ପ୍ରାଣନାଥ ପଡ଼ଗଲ୍ ବୋଇଲ୍ !! ତୁମ୍ଭ ଅନୁଗ୨ ଜାଣିଲ ଏତେ କାଲେ । ମୋ କୋଲ ତେଜି ଶୋଇଲ୍ ଧରଣୀ କୋଲେ । ଅନାଥ ସୁଗ୍ରୀବ ଗ୍ରାମ ହୋଇଲେ ନାଥ । ଆମ୍ଭେ ଏବେ ୭ ଅନାଥ ହୋଇଲ୍ କପିନାଥ || ଅଷ୍ଟ ସୁକୁମାର ୮ ତୋ ଅଙ୍ଗଦ କୁମର । ଏହାକୁ କାହାକୁ ନେଇ କପିବର ।! ମୋ ବୋଲ୍ ନକଲ ଫିଲ୍ମ ୯ ଲଭଲ ୧° ଏବେ । ସୋଦରେ ଅନ୍ତତଃ ୧୧ କମ୍ପା ହୋଇଲ ତେବେ ୧୨ | ୧ –ଭାଳି ପୋଥ ପାଠ । ୨-ଆମ୍ଭନ୍ତ ପୋଥୁ ପୀଠ । ୩-ଗୁ-ଚିନ୍ତାଦେଶାକ୍ଷ ପୋର୍ଶ୍ୱପାଠ । ୪-କଲ ପୋଥପାଠ । ୫- ଉଵେ ପୋସ୍ତ୍ରପାଠ । ୬- ଗୁମ୍ଭର ଅଭିବ ପୋଥ‌ିପାଠ । – ଏବେ ମୁଁ ପୋଥପାଠ । ୮ - ସୁକୁମାର ଭ ପୋଥ୍‌ ୦ ୮ ୯ ନକଲ୍ ଫିଲ ପୋଥପାଠ । ୧୧୧ ୧୦-ଭୂଲ ପୋଥିପାଠ । ୧୧- ଅପ୍ରୀତ ପୋଥପାଠ । ୧୨-ରୁମ୍ଭେ ପୋପାଠ ।