୧୧୨ ଘୁମଲ ସମ ଲକ୍ଷ ଣ ସହଜେ ବାନର ବଲ । ପଶେ। ୧ ଆର୍ ସମସ୍ତେ ୨ ଦେଖିଣ ବକଲ ବାଲୀ ବୋଇଲ୍ ଶ୍ରୀଘ୍ରମ ମୁଖକୁ ଗୃହ । ଏକଇ ନନ୍ଦନ ମୋ ଅଙ୍ଗର କୁମର । ଅପରଧ କ୍ଷମ ମୋର କର ଗୋସାଇଁ । ଏବେ ଏହାଠାରେ ଘୁମ କରୁଣ କର ॥ ଏତେ ବୋଲ୍ ଅଙ୍ଗଦ ମୁଖକୁ ର୍ହିଲ । ସୁଗ୍ରୀକୁ ରୁ ସେଭ୍ ଥରୁ ବୋଲ୍ ବୋଇଲ ॥ ସୁରୀକ କହିଲେ ଘିମ କାର୍ଯ୍ୟ କରନ୍ତୁ । ହେଲା କଲେ ଏ ମୋର ପ୍ରାୟେକ ହୋଇବୁ ॥ ଯେଉଁ ହେମମାଲା ଦେଇଥିଲେ ବାସବ । ଢାହା ବାଳୀ ଦତ୍ତ କଲ ସୁଗ୍ରୀବ ଗ୍ରୀବ ॥ ମାଳା ଦେଇ ପିଣ୍ଡରୁ ଜୀବନ ଭେକଳ୍ପ । ବହୃତ ଯୁବର୍ଗଙ୍କର କାରୁଣ୍ୟ ଶୁଭଲ ॥ ପଣ୍ଡ ମୃତ୍ୟୁ ଦେଖି ୩ ଭାଗୁ ବିକଳ୍ପ ଚିତ୍ତ । ବୋଲଇ ସ୍ଵାମୀ ସଙ୍ଗତେ ମିଶ୍ର ବର୍ଷଭ | ଏତେ ବୋଲି ସ୍ବାମୀ ମୁଖେ ମୁଖ ଲଗାଇ । ଚରଣ ଧରଣ ସେ ଅଙ୍ଗଦ କୁମର । ଶବ୍ଦ ଆଲିଙ୍ଗନ କର ଶୋଇଲା ୪ ଭୂଇଁ ଖ ବକଲେ ନୟରୁ ବହେ ନର ନଜର । ସୁଗ୍ରୀବ ହୃଦୟେ ହେଲ ଶୋକ ପ୍ରକଳ୍ପ ॥ ଏମନ୍ତ ବିକଳ୍ପ ଦେଖି ସଙ ମର୍କଟ ! ଜାଗ୍ ଯେବେ ଯିବେ? ୫ ସ୍ବାମୀଙ୍କ ସଙ୍ଗର । ଆଉ ନକ ଗର୍ଭବେ ଅଙ୍ଗଦ କୁମାର ॥ ୧- ପଣେ ।ଆଈ = ଆଡ଼ମ୍ବର ସହକାରେ । ୨- ଭାଗ ପୋଥପାଠ । ୩- ରୁହଁ ପୋଥପାଠ । ୪- ଶୁଭଲ ପୋଥପାଠ । ୫- ସିଦ୍ଧ ଭାର ପୋଥପାଠ ।
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୭୪
ଦେଖଣା