କ ନ୍ଧା କାଣ୍ଡ ମୁହଁ ଯେବେ କ୍ରୀଡା ସଙ୍ଗରେ ନ ମଣ୍ଡବ ୧ । ଏତେ ବୋଲି ବହୁଜ କରନ୍ତି ସେଦନ । ଅଙ୍କାରି ପାଇଣ ମହା ଭୋଗ କରିବ !! ତାହା ଦେଖି ବସ୍ତୁରନ୍ତ ରଘୁନନ୍ଦନ । ସୁଗ୍ରୀ ଯେବେ ଭାଭ ସଙ୍ଗଭରେ ମରିବ । ଆମ୍ଭ କାର୍ଯ୍ୟ କେମନ୍ତ ପ୍ରକାରେ ହୋଇବ ॥ ବବଧ ପ୍ରକାରେ କରି ପ୍ରବୋଧ ପଣ୍ଡ୍ ୨ || ଏମନ୍ତ ବସ୍ତୁର ତାଙ୍କୁ କରନ୍ତି ରୁଟୁ । ତେତେବେଲେ ନିଜ ତା ନ କଲ ବସ୍ତୁର । ବୋଲେ ବଗି ଏବେ କର୍ମୀ ଶୋକ ପ୍ରସ୍ତୁର ॥ ରଗ— କାମୋଦୀ ଭାଗ୍ କହଇ ବାଣୀ ଶୁଣ ହେ ରଘୁମଣି ଏଡ଼େ ଅଧର୍ମ କମ୍ପା କଲ୍ । ବନବାସକୁ ଆସି ମୋର ପଦକ ନାଶି ଏଥିରେ କି ଯଶ ପାଇଲ ହେ । ରଘୁନାଥ, ଆଜ ମୁଁ ହୋଇଲ ଅନାଥ । ଧୁକ ଏ କୋଦଣ୍ତ ଜ୍ୱର ତ ହେ । ଧ୍ବକ ହେ ରଘୂରଣ ଦେଖିଲେ ରଘୁରଣ ଅଯୋଧ୍ୟାରେ ରଜତ୍ଵ ଦଶରଥ ହି ରହି ଦେଲେ ॥ ଧ୍ବକ ଧୂକ ହେ ପଣ ତୁମ୍ଭ ଅଧର୍ମୀ ପଣ କୈକେୟୀ ସୁଭ ଭ୍ରତ ତୁମ୍ଭ ଉପର ବଂଶ କପିଲ କୋପାନଳେ ଗଜେନ୍ଦ୍ର ପଣ ତାଙ୍କୁ ଦେଲେ ଯେ ।) ଗଙ୍ଗାକୁ ସ୍ଵର୍ଗରୁ ଆଣିଲେ । ଭଗୀରଥ ନରେଶ ଦଗ୍ଧ ହୁଅନ୍ତେ କାଲେ ଡାଲ ଶୀତଲ ଭାଙ୍କୁ କଲେ ହେ । ୧- ମବ ପୋଥପାଠ । ୨- ରୁ ପୋଥପାଠ । ୧୧୩
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୭୫
ଦେଖଣା