୧୧୪ ଷ୍ଟେ ମୁଁ ଶୁଣି ଥଲ ଏନ୍ତେ ପ୍ରାକର୍ମ ଯେବେ ଏନେ ଦେଖିଲ୍ ବଡ଼ ମତ । ବଡ଼ ଧାର୍ମକ ବୋଲି ବହିଛି ଭୂଳ ଦଣ୍ଡେ ମୋର ଦୋଷ ନାହିଁଟି କମ୍ପା ଦର ଦଶନ୍ଧ ହେ || ତାଙ୍କ ଅଧର୍ମେ ସେହି ମଲେ । ଗ୍ରାମ ବୋଲନ୍ତି ସତ ଜ୍ୟେଷ୍ଠ ଭଇ ହୋଇଣ ବଳତ୍କାର ପରେ ରଲେ ଗୋ ! ମହା ସଗ, ଆଜ ମୁଁ ଫେଡ଼ିବ ଦୁର୍ଗର, ରଖିଵ ଭାର ପ୍ରାଣ କହଇ ବଦଳାଇ ସଚେତ ହୋଇ ଉଠିବସି । ଅଭିଷଣ୍ଢ ଦେଇଶ ଗ୍ରାମ ମୁଖକୁ ଗୃହ ଶୁଣ ଧାର୍ମିକ ରଘୁବଂଶୀ । ହେ ରଘୁନାଥ ! ଆଜ ମୁଁ ହୋଇଲ କୃତାର୍ଥ । ଭୁମ୍ଭ ହସ୍ତେ ମରଣ ପାଇ ହେ ରଘୁର । ଯାଉଛ ବଇକୁଣ୍ଠ ପଥ | ଏତେ ବୋଈ ବାଲୀ ଗୁଡ଼ଲ ମହସ୍ଥଳୀ ଅନ୍ତରୀକ୍ଷରେ ପ୍ରାଣ୍ଡ ଗଳ୍ପ । ବୋଲଇ ଚରି ଶୁଣ ଦେଖ ବାଲୀ ମରଣ ! ବୈକୁଣ୍ଠ ପୁରରେ ମିଲଲ ! ହେ ରଘୁନାଥ । ଆଜ ମୁଁ" ହୋଇଲ୍ କୃତାର୍ଥ ॥
୯- ପ୍ରସ୍ତୁଭ ପଦ୍ୟ ପୋଥରେ ନାହଁ । କିନ୍ତୁ ଅର୍ଥଗୁମାୟଣ ଆଦି ଅନ୍ୟାନ୍ୟ ପୁସ୍ତକରେ ଭାଗ୍ ଶୀଘ୍ରମଙ୍କୁ ଧକାର କରିଥିବାର ପ୍ରସଙ୍ଗ ଦେଖିବାକୁ ମିଲେ । ଏଠାରେ ଏହି ପ୍ରସଙ୍ଗଟି ନଥଲେ ପ୍ରକୃତରେ ବିଷୟ ଅସମ୍ପୂ ଓଁ ହୋଇଥାନ୍ତା । ଭେଣ୍ଡୁ ପ୍ରସ୍ତୁଭ ପଦ୍ୟର ସଂଯୋଜନ ଏଠାରେ ସମୀଚୀନ ବୋଲି ମନେ ହୁଏ ।