କଷ୍ଟ ବା କାଣ୍ଡ ଘୁଗ—-ଭୈରବ ସରମାନ ସଖେ ସୁଗ୍ରୀବ ଶୋକ ସିଂହର ଏବେ ମନ କର୍ମା କରୁଅଛ ବକଲ | ଆମ୍ଭ ଭୂର ଶର ଅନଙ୍କାର କାଲଦେବର ଅନ୍ତେ ଏହି କାଲି । କ ସଖେ ହେ । ଶୀଘ୍ର ବାଳକ କର ଦହନ । ୧୧୫ ଆମ୍ଭେ ଆଜ୍ଞା ଦେଉଅଛୁ ଆଗୋ ଭାର ଏବେ ମୁଞ୍ଚ ତୁମ୍ଭର ୨ ରେଦନ ॥ ଅଙ୍ଗଦକୁ ଘେନ ଏବେ ମିଶ୍ର ସଙ୍ଗେ ରଙ୍ଗେ ସ୍ପେଗକର କିଛି ନ୍ଧା କଟକ । ଶ୍ରୀଘ୍ରମ ଆଜ୍ଞାରେ ଭାର କୋଲ୍କୁ ଆଣି ବାଜୀ ବସାଇଲେ ରହୂମାନେକ । ବିବିଧ ବାଦ୍ୟ ବଜାୟ ଦାବୀପିଣ୍ଡ କଲେ ନେଇ ୩ ଶୀଘ୍ର ଦହନ । ଅଙ୍ଗଦ ମୁଖାର୍ଜୀ ୪ ଦେଇ ବାଲୀ ମୁଖେ ସ୍ନାନକର ପୁନଃ ହୋଇ ଅଇଲେ ବହନ || ବାଲୀ ଦାହ ସାଈ ସବଂ କପି ମିଲ ସୁଗ୍ରୀ ସଙ୍ଗେ କଲେ ଘୁମଙ୍କୁ ଦର୍ଶନ । ହେଲୁକୁ ର୍ହି ଶୀଘ୍ରମ ଆଜ୍ଞା ଦେଲେ ଅଭିଷେକ କଟୁଅ ସୁଗ୍ରୀନ ଗୁଜନ ॥ ବାଈ କୁମରକୁ କରି ଯୁବଗୁଜ ସମସ୍ତ ବାନରମାନେ କରପୂଜା । ଗ୍ରାମଚନ୍ଦ୍ର ଆଜ୍ଞା ପାଇ ସର୍ବ ବଲ ଅନନ୍ଦରେ ବଜାଇଲେ ବୀରବାଳା । ଶ୍ରୀରମ ବୋଲ୍ଡ଼ନ୍ତ ଆହେ କପିଧ୍ଵଜ ଏବେ ବରଷା ଋତୁ ହେଲେ ପ୍ରବେଶ । ତୁମ୍ଭେ ହେଲା ନ କରିବ ଆମ୍ଭ କାର୍ଯ୍ୟ ଅମ୍ଭେ ମାଲ୍ବନ୍ତେ ବଞ୍ଚୁ ବେନମାସ ॥ ହେଉ ଦେବ ବୋଲ ସୁଗ୍ରୀବ ସହଜେ ସବ ସେନାଈ ମାନେ ଶିରେ କର ଦେଲେ { ବୋଲେ ବଶି ଲକ୍ଷ୍ମଣ ସଙ୍ଗରେ ଘେନ ଗ୍ରାମଚନ୍ଦ୍ର ମାଲାବନେ ବିଜେ କଲେ ॥ ଯୁଗ—ଓକେଦାର ଗୋପଜୀବନ ବୃତ୍ତ ଶ୍ରୀରମ ଶ୍ରୀମୁଖୁ ଶୁଣି କପିକୁଲ ଚୂଡ଼ାମଣି କରି ନ୍ଧା କଟିକେ ପରବେଶ । ସକଳ ଗର୍ଥର କଲ ଅଣିଲେ ବାନର ବଲ ବଲ ହେମ ଲୁମ୍ଭେ ଅଧିବାସ ସେ । କପିଧ୍ଵଜନ ! ଅଙ୍ଗନକୁ ଘେନ ଅଧ୍ଵବାସ ନୃତ୍ୟ ଗାଁତ କରିବାରେ ନଶି ଶେଷ ( ୧- ସୁଖେ ପୋସ୍ତ୍ରପାଠ । ୨- ମୁଖନ୍ତୁ ପୋଥପାଠ । ୩- ଅନଲେ ପୋଥପାଠ । ୪- ମୁଖନଲ ପୋଥପାଠ । *- ସ୍ନାହାନ କର ପୋଥପାଠ ।୭- ସେହି ପୋଥପାଠ
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୭୭
ଦେଖଣା