Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

112 ଘୁମଲାଲା ବଳେ ୧ ହେମ ସିଂ ହାସନ ହେଲେ ୨ ଜଲ ଅଭିଷେକ ଅଙ୍ଗଦକୁ ବସାଇ କୋଳରେ । କପିକୁଲର ରଜନ କଲେ ବ୍ରହ୍ମଣ ଅନେକ ଶ୍ଵେଇଛନ୍ଦ ଧରଇ ଶିରରେ ସେ । କପିଧ୍ଵଜନ । ବେନି ପାଶରେ ବେନର୍‌ମର, ଖଟିଛନ୍ତି କପିକ୍‌ର ନରନ୍ତର ॥ ନୃତ୍ୟ କରୁଛନ୍ତି ବାର ନାକ୍ସ୍ । ବାଜଇ ବବିଧ ବାଦ୍ୟ ତାର ସେମ। ବେଦ ପାଶେ ଶୁଭଇ ସ୍ବର୍ଗକୁ ନାଦ ଆଦର ନାରୀ ବଶେଷେ ସମ୍ପଦରେ ସୁନାସୀର ସଈ ସେ । କପିଳନ । ବଢାଇଣ ଜଲ ଅନ୍ଵେଷେକ ଅଙ୍ଗ ପୋଛୁ ମଣ୍ଡ ହୋଇଲେ କନେକ ॥ ମୁକୁଟ କୁଣ୍ଡଲ ଚୂଳ ବାହୁଟି ଅଙ୍ଗଦ ମାଲ ୩ ରୂପସର ଦୋସର ପଦକ । ନୂପୁର ବେନି ଚରଣ ଦ୍ରବ୍ୟ ମଣି ରନ୍‌ଗଣ ୪ ଅଙ୍ଗରେ ମଣ୍ଡି’ଲେ ସେ ଅନେକ ୫ । କପିଧ୍ଵଜନ ॥ ଅଙ୍ଗର ଯେ ଏହାବେଳେ ବଜେ ସୁଖୀ ଅଗ୍ର ଦେଶେ ଅମୂଲ୍ୟ ଭୁଷଣଗଣ ସମସ୍ତ କପି ଭୁଷଣ ସସେନା ବିଜେ ଏକେ ଏକେ ୬ । ଶୋଭ ଦଶନ୍ଧ୍ର ଇଭର ଲୋକେ ୭ । କପିଧ୍ଵଜନ । ବିଜୟ ଯେ ଶ୍ଵେତଛନ୍ଦ କଲେ । ବେନି ପୁଚ୍ଛ ବେନି ପାରୁଶରେ ଜୁଲେ ॥ ୧- ନଜେ ପୁସ୍ତକପାଠ >- କରେ ପୋଥପାଠ ୩ ମାର୍ଚ୍ଚ ସରଲ ପୋଥିପାଠ । ୪- କ୍ତବ୍ୟରେଜ ମଣିଗଣ ପୋଥିପାଠ । ୫- କନେକ ପୋଥପାଠ । ୨- ଏକୁ ଏକ୍ସ ପୋସ୍ତ୍ରପାଠ ! ୭– ଜନକୁ ପୋଥିପାଠ ।