Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୭୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କ ବା ଇଣ୍ଡ ୧୧୭ ହୋଇଣ ଭବ୍ୟ ସୁବେଶ ପୂର୍ଣ୍ଣମୀ ରଥ ରଜସ ସୁଗ୍ରୀବ ବେଦ ପାରୁଶେ ଜଣେ ୧। ଭାଗ ଗ୍ରେମୀ ବେଳ ପାଣ ଶୁ୫ ଅର୍ଣ୍ଣ ମ ସ୍ନେହଣୀ ଉଦୟ ଶୁଜଲ ଖଶୀ ଜଣେ ୩ । କପିଗୁଜନ | ସ୍ୱ ବୃଷ୍ଟି କରନ୍ତି ଭରୁଣୀ, ବନ୍ଦାପନା କଲେ କପି ଚୂଡ଼ାମଣି ॥ ଦର୍ଶନ କରନ୍ତୁ ଆସି ମୁଁ ଯେ ଦେଲେ ବହୃଦାନ ନଉଲ କଣ ଚରଣେ ୫ | ଋଷି କପିମାନେ ମିଶି ବସ୍ତ୍ର ଅଳଙ୍କାର ଧନ ସନ୍ତୋଷ କଟୁଇ ଜଣେ ଜଣେ । କପିଗ୍ବନ । ବଢ଼ାଇଟ ଜଳ ଅଭିଷେକ ୬, ସୁଖେ ଭୋଗ କଲେ କର୍ଷ ବା କଟକ ତାର ଘେନ ଅନ୍ତଃପୁର ମଧୁ ପାନେ ହୋଇ ମଛ ପାଶୋଇଲେ ମନୁ ସର୍ବ ଦୁଃଖ । ଭୋଗ କରିବ ବସୁଲ ସୁଖ । କପିଧ୍ଵଜନ । ସୁଖେ କରଇ ବହାର କରଇଣ ନୃତ୍ୟ ଗୀଭ ମନୋ ବାଞ୍ଛା ହୋଇଲ୍ ସଂପୂର୍ତ୍ତ, ବୋଲେ ବଶି ସମ୍ପଦ ପାଇ ଅଜ୍ଞନ ରଗ—ଆଶାବରୀ ମାଲ୍ୟବନ୍ତ ଗିର ଶିଖରେ ଉଠିଣ ସ୍କୁଲ ଗ୍ରାମ ପ୍ରଶଂସା କଲେ ଦେଖ ଲକ୍ଷ୍ମଣ ଏ ଗିଭ୍ ମୁଁ ଗ୍ ପ୍ରାୟ ମନକୁ ମୋର ଅବଣ କରେ । ହେ ଲକ୍ଷ୍ମଣ, ଦେଖ ଦେଖ ଭୂମାଲ । ଗିଈ ନାଈଙ୍କ ଲୁର ଭୁଲ ॥ ୯- ଶୋଇମିଶି ପୋପାଠ । ୨- ଶୁକ୍ଳ ପୁସ୍ତକପାଠ । - ଜଗି ପୋପାଠ । ୪- ହର୍ ପୋଥପାଠ । ୫- ଚରଣକଲେ ପୋଥିପାଠ । ୬- ରାଜ ଅଭିଷେକ ପୋଥପାଠ ।