Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୮୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୧୯୮ ଘୁମଲାଲା ପ୍ରଫୁଲ୍ଲ ପୁଷ୍ପ ବାଡ଼ ଲତିକା ଶୃଙ୍ଗ ଉଚ୍ଚଲୁଳ ଶୋଭଦ୍ଧଶେ । ଜଗନ ପଲ୍ଲବ କି କର ପଲ୍ଲବ ରଙ୍ଗଣ ଲଭ୍ ଓ ଅଧର କି ସେ । ହେ ଲକ୍ଷଣ, ହେମ ପ୍ରାକ କାନ୍ଥ ସ୍କୁଲ ଶିଳ୍ପରେ ଏ ନରମ୍ବ –ବତୀ । ମୃଗ ଗ୍ରେଚମୀ କେଶରୀ କଷି ଦେଶ କୋଣ୍ଡଲ ଋଷି ଏ ବରଙ୍ଗନେ । ଗଜ ଗାର୍ମିକ ସୁକୁନ୍ତଳ କାମିଳ ଚକ୍ରଧ ରଙ୍ଗରେ ଶୀଳାମାନେ ହେ ଲକ୍ଷ ଏ, କୁନ୍ଦ ପୁଷ୍ପ ଦଶନା ୨ । ରମ୍ଭୋରୁ ବସୁଲ ସ୍କୁଲ-ଜଘନା | ୩ ରଙ୍ଗ ଶୁକଲ ଧରିବାରେ ଏ ଗିଈ ବସନ ପିନ୍ଧବା ପ୍ରାୟୁ ଦିଶେ ! ଦେଖ ଗିଭ୍ କୋଶ ପ୍ରକତି ହୋଇରୁ ପ ାଣ ସଉପ ୩ ପ୍ରାୟୁକ ସେ । ହେ ଲକ୍ଷଣ, ୪ ସେହି ବୋଶରେ ବାସ । ବବା ଏ ବର ବେନି ମାସ !! ବୋଝେ ରହି ଧରୁ ତୁଣୀର ଥୋଇ ବଧ ଫଲ ମଣୋହି କଲେ । ଘନମାଲା କୋଳେ ବଳକ ରୂର୍ବ ମନରେ ବହୁ ଆରକ୍ତ ହେଲେ । ହେ ଲକ୍ଷ ଣ, କାହିଁବେ ଜାନଙ୍କ । ଲାଇଥବେ ଆଉ ପାଇବା ନକ । ଅସୁରେ ତାଙ୍କୁ ନ ଖାଇ ସେଗ ନ କରି କ ସେ ରଖିଥରେ କେଉଁଦିନ ଅମ୍ଭ କାଣ୍ଡ ହୃଭାବରେ ସେ ଉନ୍ମଗୁଶି ହୋଇଯିବେ l ତାଙ୍କୁ ଲମ୍ଫତ ନହେ ପ୍ରବୋଧ୍ଵରା । ବୋଲେ ବଣି ସୀତା-ପଦବାରଭା । + ୨- ୧- ରଙ୍ଗଣୀତା ପୋଖରେ ନାହିଁ । ଏହି ପାଦଟି ପୋଥରେ ନାହଁ । କିନ୍ତୁ ଛନ୍ଦ ଓ ଭବ ଦୃଷ୍ଟି ରୁ ଏ ସମୀଚୀନ । ୩- ସଭ୍ୟ ପୋଥପାଠ । ୪- ସେହି କୋଶରେ ବା” ାରୁ ଆରମ୍ଭ କରି ପରଦାରତା ପର୍ଯ୍ୟନ୍ତ ପାଠ ପୋଥରେ ନାହଁ କମ୍ବା ଶେରେ ନବଙ୍କ ନାମ ଭଣିତାରେ ନାହି । ତା ବ୍ୟଗଜ ପୁସ୍ତକରେ ଏହି ଗୀତଟି ଦୁଇଟି ଗୀତ ରୂପେ ବର୍ଣ୍ଣିତ ହୋଇଥୁବା ସ୍ଥଳେ ପରବର୍ତୀ ଗୀତଟି ମିଶି ପୋଥରେ ଗୋଟିଏ ଗୀତ ହୋଇଛୁ ।