କନ୍ଧା କାଣ୍ଡ ଗ— କଳସ୍ଥା ଦେଖ ହେ ଲକ୍ଷ୍ମଣ ଆସିଣ ଏ ଘନ ୯ ଗଗନ ଘୋଡ଼ାଇ ଦେଲ ? ଜନ-ଧରି ଚୟୁ ଧନଞ୍ଜୟ ଜୟ କରଣ ମହା ପୁରଲ । ଆହେ ଲକ୍ଷ୍ମଣ ପ୍ରଖର ଚ୫ ୨ ପବନ । ବାଈଦ ଢାଲରେ ବାଈ ନୁହେ ଏବେ ନଶା ଦିବସର ଭିନ୍ନ । ସଉଦାମି କମିଲ କୋଲେ ସେନ ଆଗେହିଛୁ ନଳଗଜ || ସୈନ୍ୟ ଦୈନ ମହାସମ୍ଭାରେ ବିଜୟ କରିଛୁ ଜଲଦ || ଆହେ ଲକ୍ଷ୍ମଣ ଗିଲ ଦେଉ ଅଛ ଗିର୍ । ଏ ଗିର ସହ ଗିଲଲେ ଆମ୍ଭଙ୍କୁ କ୍ରୀଡ଼ାରୁ ୪ ହୁଅନ୍ତୁ ପାଈ ଓ ବିକଳ୍କଲ * ମୋହିମାଲ ପ୍ରାୟୁ ଦେଖି ସିବାଙ୍ଗେ ହୋଇଛି ମଣ୍ଡି । ଦର୍ଶନେ ମହା ଭଦ୍ଭିଦ କରଉଛୁ ଆସେ କି ବରସ ପଣ୍ଡି । ଆହେ ଲକ୍ଷ୍ ଣ ଫଣିଙ୍କ ମଣି ଉତ୍କଲେ । ମହାତ୍ମକ ଦିଗଜ ସମସ୍ତେ ମର୍କତ ପହୁଡ଼ ୨ କି ଜଲେ । ଧରଉଠୁ ପୁଣ୍ଡରୀକ ଛଚୟ ମୟୂର-ପୁଚ୍ଛ ଭରସ । ମାଳ କୁସୁମ ନକରି ଘୁମର ଭାକୃଛନ୍ତି ଚଉପାଶ । ଆହେ ଲକ୍ଷ୍ମଣ ଧର ଶ-ବଂଶସନ ୭୮ ବୃଷ୍ଟି କରୁଅଛୁ କଲଧାର ଶର କରିଇଣ ଖଞ୍ଜଣ ମୁନ ]] କେତଙ୍କ କେତନ ପ୍ରାୟ ଶୋଦ୍ଭବନ ବିରହ ବ୍ୟଥ୍ ୮ ଘଡ଼ଘଡ଼ା ? ବକ୍ରଦାଉ ଗିଈଖିଖରେ କରନ୍ତେ ପଡୁଛନ୍ତି ଶିଲେ ଝଡ଼ ୯ { ଆହେ ଲକ୍ଷ୍ମଣ । କାହାଲୀ ଡାହୁକ ୧° ବାଣୀ ! ଜଲ ଜନ୍ତୁ ଚୟୁ ପ୍ରବନ୍ଧ ଶବଦ ମଉନ କୋକଲ ଶୁଣି ୧- ଆସିଣ ଏ ଘନ ସ୍ତାନରେ ପୋଥିରେ ଅଛ ଏ ବନ । ୧୧୯ ୨- ବଗଲ ବନ ପୋଥପାଠ । ୩-- ମତ୍ତଗଜ ପୋଥପାଠ, ୪- ଦୁଃଖେ ପୋଥପାଠ, ୫-ବକ ପଣ୍ଡୁକ ପୋଥପାଠ, ୬-୩ରି ମହରର ପୋଥପାଠ, ୭–ଧଶ୍ ସଜଶର୍ସନ ପୋଥିପାଠ,୮-୩ର ବାଦ୍ୟ ପୁସ୍ତକପାଠ, ୯-ଭଜ ପୋଥିପାଠ, ୧ -ପଣିଙ୍କ ପୁସ୍ତକପାଠ
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୮୧
ଦେଖଣା