on ଘୁମମ୍ବଲ ଶିଖାଁ ବାରଙ୍ଗନା କରୁଛନ୍ତି ନୃତ୍ୟ ସଙ୍ଗୀତ କରେ ଡାଡ଼କ । ଭୂ ପଟୁ କବାର ୨ କରନ୍ତି ସକଳ୍ପ ଦିଗରେ ଭେଜ ! ଆହେ ଲକ୍ଷଣ ! ଭୂଜକ ୩ ଦୁଃଖକୁ ଖଣ୍ଡେ । କଦମ୍ବ କଦମ୍ବ ୪ ପୁଷ୍ପବଖ ହୋଇ ଚନ୍ଦ୍ରାଇପ କି ସେ ମୁଣ୍ଡେ ॥ ଏ ଘନ କାଳରେ ଥାଇ ମୋ କୋଳରେ ଡରୁ ସେ ଥାଇ କାନଙ୍କ ! ଏ ଘନ ସ୍ପନ ଶୁଣିଣ ଅବଚ୍ଛନ୍ନ ଜୀବନରେ ଥିବ ନକ । ଆହେ ଲକ୍ଷ୍ମଣ । ବହୁକୁ ୫ କରଇ ଭୀପ । ଚମକ ମୋ ଅଙ୍ଗରେ ଲୀନ ହୁଅଇ ୬ ପ୍ରେମର୍ଶଲା ରସବନ୍ତ । ପୃଥକ୍ ବୋଲିବେ ମୋର ନନ୍ଦକ ରଖି ନ ପାର୍ଲେ ଗ୍ରାମ । ତପନ ବୋଈବେ ଶଶଧର ପ୍ରାୟ ଲଗାଇବେ ମୋତେ ଶ୍ୟାମ । ଆହେ ଲକ୍ଷ ଣ । ଋଷିମାନେ କ ବୋଲବେ ? ଋଷି ନୟନକ ସଙ୍ଗରେ ନ ଦେଖି ପ୍ଲେଷ ନକ ୭ ନ କରିବେ । ଆମ୍ଭଙ୍କୁ ମୁରୁଛି ନପାଈ ଜାନଙ୍କ ଅଇଲେ ଘୋର ବନଲୁ । କାଲବେଲ ଜାଣି ସେବା କରିଥାନ୍ତି ଝାଣ ମୋର ମନକୁ । ଆହେ ଲକ୍ଷ ଶ । ମୃଗୟାକୁ ଯାଇଥିଲେ । ଯିବା ପଥକୁ ଅନୁସଈ ଶଗରେ ଜୀବନ ନ ଥାଇ ଭଲେ । କାନ୍ତା ଗୁଣ ଗୁଣି ପୁଣି ରଘୁମଣି ନୟରୁ ବୁନ୍ଦାଇ ମର ୮ । ଚରଣ ରୂପିଣ ପ୍ରବୋଧ ବଚନ କହନ୍ତି ଲକ୍ଷ୍ମଣ ଖର । ଶୁଣି ଶ୍ରୀଘ୍ରମ ୧୫ କଥନେ ୧୧ କଲେ ମୋହ । ବୋଇଲେ ବ କେଭେ ଦିନ ଅନ୍ତରେ ଶେଷ ହୁଏ କଳବାହ । ୧- ସଖି ପୋଥପଠ, ଶିଖ = ମୟୁର ?- କଏବାର = : ଉଚ୍ଚଶଦ୍ଦ, ରୂଢେକ ପୋଽପାଠ, -- କଦମ୍ବ = କଦମ୍ବପୁଷ୍ପ, କଦମ୍ବ = ସମୂହ ୫ ବିଜୁଳୀ ପୋଥପାଠ । ୭- ମୋତେ ଆଙ୍ଗନ କରଇ ପୋଥପାଠ । ୭- କୋପ ପୋଥପାଠ । ୮- ଅଶୁ ଜଲ ପୋଶ୍ୱପାଠ । ୯- ପ୍ରଭୁହେ ପୋଥପାଠ । ୧୧– କହନ୍ତେ ପୋସ୍ତ୍ରପାଠ ।
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୮୨
ଦେଖଣା