Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୮୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କନ୍ଧା କାଣ୍ଡ ଗଗ~~ଗୁଜ୍ଜରୀ ଏ ମାଲ୍ୟବନ୍ତ ଶିଖେ ରଘୁମଣି । ବକଲେ ଜାନଙ୍କ ଗୁଣ ଗୁଣି । ସ୍ଫୁରଇ ନେଇ ମୋ ପ୍ରାଣ ଦଲ୍‌ ସେ ଦୁଗ୍ଧ ସପଢା ସିନ୍ଧୁ, କଣି । ଗୋ ବଇଦେଖ । ଭୁକ୍ତ ରହିଲୁ ଦ‍” ପାଈ ହୋଇ ଗୋ । ଭୋର ମୁଖକୁ ଚନ୍ଦ୍ର ମା ସଭ୍ୟ ନୋହି ଗୋ । ମେଘମାଳା ମାନେ ମେଘେ ଯାଅ । ଯେ ଯାହା। ଦେଶରେ ରହିଥାଅ || ସୀତାଙ୍କ ରୂପକୁ କେଭେ ବାହୁନିକ ଝୁଈଟ୍‌ର କ୍ଷୀହେଲ୍ ଦେହ ଗୋ । ଅନେକ ଦେଶର ଦଣ୍ଡଧାର । ଆସିଥିଲେ ଭୋଗେ ଆମ୍ଭେ କରି । ତୋହର ମନକୁ କେହି ନ ଅଇଲେ, ବରମାଲା ଦେଇ ମୋତେ ବର ଗୋ । କେତେ ଦିନ ବସି ବଶ୍ୱକର୍ମା । ଗରିଥଲେ ଭୋର ରୂପସୀମା I ଚରଣଠାରୁ ଅଙ୍ଗଲ ପଞ୍ଚମନ୍ତେ ବଣ୍ଡି ନ ପାରିବେ ହରବ୍ରହ୍ମା ଗୋ । ଶୀଘ୍ରମ ଚନ୍ଦ୍ର ବ୍ୟାକୁଳ ଶୁଣି । ଆକୁଲେ ଲକ୍ଷ୍ମଣ ବୋଲେ ବାଣୀ । କାହିଁ ପାଇଁ ଦେବ କରୁଅଛ ଚନ୍ତା ନିଶ୍ଚୟ ପାଇବ ଠାକୁଗୁଣୀ ହେ । ସୀଢାକାନ୍ତ ! ଗୁର ଅସୁରକ ଏଡ଼େ ବଲବନ୍ତ ହେ । ବୋଲେ ଋଷି ଶୁଣି ଗୁମ ଭୋଷ ଋଷ୍ ହେ । ୧୨୧ ର—ରାମକେରୀ ୨ ସୁଗ୍ରୀ ରଜସଂପଦ ପାଇ କରଇ ବଇଭେଗ | ଭାଗ୍ ଗୁଣୀରେ ବଢ଼ାଇଲ୍ ସେ ମହା ଅନୁଘର । ନ ଜାଣଇ ଖର୍ ବରଷା ଅନ୍ତଃପୁରରେ ପଶି । କରେ ବିବିଧ କେଲରଙ୍ଗ ଘେନିଣ ସ୍ଫୁରୁକେଶୀ । ୧- ଏହି ଗୀତଟି ପୋଥରେ ନାହିଁ । ୨-ଏଥୁଅନନ୍ତରେ ଶଙ୍କରୀ ଶେଷରେ ପୂରେ ଶଙ୍ଖଧ୍ବନ ଏ ବାଣୀରେ ଗାଇବ ପୋଥପାଠ