୧୨୨ ଗମ ଏକଦିନେ ଆସ୍ଥାନ କରି ବଳେ ସୁଗ୍ରୀବ ରାଜ । ଦେଖିଲେ ମନ୍ତ୍ରୀମାନେ ତାଙ୍କୁ ଜାଲୀରୁ ଦଲ ୧ ରେଜ । ଦର୍ଶନ କର କପି ସେଲାମାନେ ଯେ ଉଲେ । ଯାର ଯେତେକ କଥା ଥୁ ଜଳଲି ଜଣାଇଲେ । ସାବଧାନ ହୋଇଣ କରି ସମସ୍ତ କଥାଶୁଣି । ଯାହା ଯେମନ୍ତେ ଉଇ ଗଭରେ କହଇ ବାଣୀ ! ରାମ ସକାଶଂ ସୁଗ୍ରୀବ ହୋଇଅଛୁ ପୂର୍ଣ୍ଣ କାମ । ସମ୍ପଦରେ ମଷ୍ଟି ହୋଇଲ ସେ ସବୁ ପାଶୋରଣ । ମନ୍ତ୍ରୀବର ୩ ହିଲୁମନ୍ତ ଯେ ଏହି ସମସ୍ତେ ୪ କହେ । ଏକଇ * କଥାରୁ ଭେଦେବ ମୋତେ ୭ ହୁଅଇ ଉୟେ । ବରଷାଋତୁ ଶେଷ ହୋଇ ହୁଏ ୭ ଶରଦକାଳ । ଶ୍ରୀଘ୍ରମ୍ପଙ୍କୁ କ କଣ୍ଠଣ ଦେବ ହୋଇଲ୍ ଭେଲ ! ପଶ୍ଵପକାର ମହାପୁଖ୍ୟ୮ କଣ୍ଠଲେ ସ୍ବର୍ଗ ପାଇ । ପ୍ରତି ଉପକାର ନ କଲେ ବହୁତ ପାପ ୯ ହୋଇ ॥ ଗ୍ରାମ ତୁମ୍ଭ ସଙ୍ଗେ ମଇ ହୋଇ ଏ ସୁଖ ୧° ଦେଲେ । ତୁମ୍ଭେ ଭୀଙ୍କୁ ମନା ନ କଲ୍ ୧ ମାଳବନ୍ତକୁ ଗଲେ । ଯେଉଁ କଣ୍ଟକର ଥଳର ସେହ ହେଣି ପାଈଁ ୧୨ । ଶୁଣିଭା ଚକଢ ହୋଇଲେ ସୁଗ୍ରୀବ ଦଣ୍ଡଧାର । ଆହେ ହନୁ ଭଲ୍ କହଲ୍ ମୋହର ନାହି ମନେ । ଆମ୍ଭର ଉଲ୍ଲେଖ ୧୩ ଲଗାନ୍ତୁ ଏବେ ଯେ କପିମାନେ ୯୪ ( ଏତେ ବୋଲ୍ କପିଧ୍ଵଜନ କପି ସେନାକୁ ୫ ଗୃହ । ସ୍ପଈ ଦିଗକୁ ଯାଅ ଏବେ ଆୟୁର ଅଜ୍ଞା ପାଇ || ୧- ବଲ ବଲରୁ ତେଜ ପୁସ୍ତକପାଠ, ୨- ସେନ୍ଥା ପୋର୍ଶ୍ଵପାଠ, ୩- ଏହି ସମୟରେ ପୋଥୁପାଠ, ୪- ଖର ପୋଥପାଠ, ୫-ଏକଥାକୁ ପୋଽପାଠ, ୬-ମନେ ପୋଥୁପୀଠ ୭- ହୋଇ ହୁଏ ସ୍ଥାନରେ ହୋୟେ ପୋଥୁପାଠ, ୮- ମହାପୁଣ୍ୟ ପୋଥରେ ନାହି ୯--ନର୍କ ପୋଥପାଠ, ୧-ଯେତେକ ପୋଥିପାଠ, ୧୧-ମନେ ନ କଲ ପୋଥିପାଠ ୧୨–ଗଲପୁର୍ ପୋଥୁପାଠ, ୧୩-ଉଲ୍ଲାର == ଅଜ୍ଞାପନ୍ଧ, ୧୪-ଆମ୍ଭର ଭଲ ନ ଲେଡ଼ରୁ କପିମାନେ ପୋଥୁପାଠ, ୧୫– ଚଉପାଶେ ପୋଥିପାଠ ।
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୮୪
ଦେଖଣା