Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୮୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କ ବା ଜାଣ୍ଡ ମହାରେ ଯେତେ ଋଷ୍ଣ କପି ଏ ସବୁଙ୍କୁ ଆସି ଘେନ । ପଞ୍ଚଦଶ ଦିନେ ନଇଲେ ଛେଦବଇଁ ମୂର୍ଖ ନ । ଅଜ୍ଞପାଇ ବାନର ଦୁର୍ଭେ ଚଉଦିଗକୁ ଗଲେ । ଆସ୍ଥାନ ଭଙ୍ଗି ଣ ସୁଗ୍ରୀବ ଯାହାକୁ ଯେଉଁମତ ଅଜ୍ଞ ସନମର ୩ ସେ କଲେ । ୪ ଅନ୍ତଃପୁରରେ ପଣେ । ବୋଲେ ବଶି ଭାର ଅଣ ଖ୪ ସୁଗ୍ରୀବ ପାଶେ ॥ ସ୍ଵାଗ-- ବଙ୍ଗାଳଶ୍ରୀ ବରଷା ଅନ୍ତେ ମାଙ୍କବନ୍ତେ ସ୍ଫଟିକ ଖିଲାରେ ବ ହର । ଲକ୍ଷ୍ମଣ ମୃଗୟା ବିନୟ କରନ୍ତେ ପ୍ରବେଶ ହୁଏ ବଟ୍ ( ପୁଷ୍ପ ଶରଦ ସୁଧା କର ଦେଖିଣ ଦଶରଥଙ୍କ ନନ୍ଦନ । ବେନ ଲେଚରୁ ଅନ୍ଧ୍ର ଧାର ବହଇ ଚନ୍ଦ୍ର ପ୍ରିୟାର ବଦନ ॥ ଆହାରେ ଜନକ ନନ୍ଦମ ଜାନଙ୍କ ଭୋ ପ୍ରାୟେ ସୁନ୍ଦର ନାହଁ । ଯୁବଙ୍ଗ ଅମୂଲ୍ୟ ରଜନ ହରଇ ଲେଲେ ପାଇବ କାହିଁ | ଯୋଷାମଣି ୫ ଆରେ ସାମିଲ ଶେଷରେ ବସୁ ଯେ ଉନିଦ୍ର ହୋଇ । ଅପହୃଢ଼ କାଲେ ମୋହର ଶ୍ରୀମୁଖ ଦର୍ଶନ କରିବାପାଇଁ । ଏବେ କାହାମୁଖ ପ୍ରଭୁରେ ରୁହଁରୁ କରୁ କାହାକୁ ହସି । ଶରଦଶଶୀ ଦେଖାଇ ଦେଉଥୁରୁ କାହାର ଅଙ୍କରେ ବସି || କେ ଭୋଭେ ଶରଧା ପାଇଣ ସୁବେଶ କରିବରେ ଗୃନ୍ଦମୁଖୀ । ଆରେ ବରଙ୍ଗନେ କାହା ଆଈଙ୍ଗନେ ହୋଇରୁ ପରମ ସୁଖି । ମୋତେ କେ ମନ ଜାଣି ସେବା କର୍‌ବ ଭୋଜନ ଶୟୁନ କାଲେ ? କେ ମୋତେ ସପ୍ରେମ କରଣ କହିବ ଭୁଜବେଶ କୁ ଛରିଗଲେ । (son ୧- କପିସରୁ ପୋଥ‌ିପାଠ, ୨- ମୃତ୍ୟୁ ନ ପୋଥ‌ିପାଠ, ୩- ସେମାନେ ପୋଥୁପାଠ, ୪- ନରେଶ ପୋଥ‌ିପାଠ, ୫- କାରୁମଣି ପୋପାଠ । ୬– ଭୂଜବଲେ ପୁସ୍ତକପାଠ ।