୧୨୪ ଘୁମଲଲା କେ ମୋତେ ଜଳଧର ଏବେ ଜଗିବ ମୃଗୟୀ ବାହୁଡ଼ା ବେଲେ । ମନଦୁଃଖ ଦେଖି କେ ର୍ଙ୍କୁ କଷ୍ଟବ ବସିଣ ମୋହର କୋଳେ । କେ ମୋର ଚରଣ ପଖାଈ ପାଦୁକ ପାଇ ଶିରେ ସିଞ୍ଚିବ । କେ ମୋର ଅଙ୍ଗରେ ବୈଦନ୍ଦ ଦେଖି ଦନାଲେ ୧ ବଞ୍ଚିବ । କେ ମୋର ଶନେ ଚରଣ ରୂପି ନଗି ଉନ୍ନ ଦ୍ର ହୋଇବ । ଗୁନଘନ ହୋବଣ କେ ଭୋହର ପ୍ରାୟେକ ଦୁଃଖ ସହିବ । ଶ୍ରୀଘ୍ରମ କାରୁଣ୍ୟ କରୁ କରୁ ମୃଗ ଘେନ ଲକ୍ଷ୍ମଣ ଅଇଲେ । ଲକ୍ଷ୍ମଣ ହଁ ଶୋକେ ଅନ୍ତଙ୍କ ୩ ହୋଇଣ ପ୍ରବୋଧ କରି କହିଲେ }} ସାନୁଜ କହିନ୍ତେ ଶୋକ ମରୁ ଭେଜ କହନ୍ତି ଜାନଙ୍କ ପତ୍ର । ଦେଖ ଲକ୍ଷ୍ମଣ ହୃଦୟ ରହୁଅଛ ଶରଦରଜନପତ୍ର ॥ ଶରଦ ଋତୁ ପ୍ରଦେଶ ଝୁହଁ ଦେଖ ନିର୍ମଲ ହୁଏ ୪ ଆକାଶ । ସଦ୍ ସରୋବର ଜଳ ନିର୍ମଲ ବହୁ ବିକଶିତ କାଣ ୫ || ମଗୁଲ ମାନେ ହୋଇଣ ମହାମତ୍ତ ଉଚ୍ଚ କରୁଛନ୍ତି ଧ୍ବନି । ଶୋକ୍ସ୍ ଦେଖାଇ କି ସକଲ ଦିଟରେ ଶରଦ ଋତୁ-କାମିନ || ଭରୁ ନିର୍ମଳ ମୁଖ ଚନ୍ଦ୍ର ୭ ମଣ୍ଡଳ ନଲ ଉତ୍ସଲ ନନା । ବମ୍ବ-ଅରି ସେଫାଲକା କଲିକା ଦଶ କାଶ ବସନା ୮ କଇରବ- ହାସୀ ମନୋହର ବେଣୀ ବର୍ଷ ଳ ୯ ତୁଙ୍ଗ ସୃସ୍ତନା । ମ୍ୟାକର-କେଶ ବୀଣା କଣା ଭି ଏ ଋତୁ ଯାମିନ ୧୧ ଦେଖି ମୋ ୧° ମଧ୍ୟମଗୁଲ ଗମନ || କାମିନ କା ସଙ୍ଗେ ବତ୍ସବ ଦିନ । ଜାହା ସଙ୍ଗରରେ ଜଲା। କରିବ ସେ ହୋଇଣ ମୋ ସଙ୍ଗ ଭ୍ରାନ୍ତି || ଲକ୍ଷ୍ମଣ ଜଣାନ୍ତି ୧୨ ଶୁଣ ଆମ୍ଭେ ଦେବ ଭୁମ୍ଭ ଘିମା ଅଗ୍ନି ରଖି । ଆୟୁରଚୟ ମଧୁମାଛ ମସ୍ତେ ଭଗ୍ନ କ ପାଈବେ ପଶି ୧୩ || { ୧- ବସନାନ୍ତରେ ପୋପାଠ । ୨- ବସ୍ତ୍ର ପୁସ୍ତକପାଠ। ୩- ଶ୍ଳୋକ ଅନନ୍ଦ ପୋଥପାଠ । ୪- ହେଲ ପୋଥିପାଠ । * ବନ୍ଧ କାଶ ଆକାଶ ପୋଥପାଠ । ୬- ମଣ୍ଡଲ ପୋଥିପାଠ । ୭- ଚନ୍ଦ୍ର, ପୋଥରେ ନାହଁ । ( - ବିମ୍ବାଧର ମରଲ ଗମମ ସେ ହେମପୂର୍ଣ୍ଣଘନା ପୋଥିପାଠ । ୯-ଭୁଲ ପୋଥପାଠ ୮ ୧୧- ୩ଣା ରୁQଧୀ ପୋଥପାଠ । ୧୧-ଏ ଋତୁ ଯାମେ ପୋଅପାଠ, ୧୨-ଲକ୍ଷ୍ମଣ ବୋଲନ୍ତୁ ପୋଥପାଠ ୧୩- କେ ରହି ପାରିବ ବସି ପୋଥପାଠ ।
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୮୬
ଦେଖଣା