Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୮୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କରି ବା ନାଣ୍ଡ ଜାନଙ୍କ ଭୁମ୍ଭର ସାକ୍ଷାତ କମଲ ରୁମ୍ଭେ ସ୍ବୟଂ ନାଣ । ଏକଥା ମାନ ମନେ ନ କସ୍ତୁଶ୍ କିପାଇଁ କର କାରୁଣ୍ୟା ॥ ଗଳ୍ପ ୯ ଏ ବରଷି ହୋଇଲ୍ ଭରସା ମାଈବା ଅସୁରକୁଲ । ବୋଲଇ ବର୍ଜି ସହନ୍ଧି କହନ୍ତେ ଭେକଲେ ସମ ବିକଳ ||

ରଗ—-ଧନାଶ୍ରୀ ପଡ଼ତାଳ ଶୁଣ ହେ ସାଲୁଜ ସୁଗ୍ରୀବର ଜ୍ଞାନ ହାର । ସମ୍ପଦ ମଦର ପାନେ ଆତ୍ମଙ୍କୁ ପାଶୋଈ ॥ ବରଷା ଶେଷେ ଶରଦ ଋତୁ ଏବେ ହୋଇଲା । କଣ୍ଠ ପୁରଗଳ୍ପ ଆମ୍ଭ ପାଶକୁ ସେ ନ ଅଇଲ ଆମ୍ଭେ ଭାକୁ ଯେଉଁ ଉପକାର କରି ହୋଇଲା । ପ୍ରଫୁକାର କରିବା କଥା ନ ଚଢ଼େଇଲ୍ ୨ | ସୁଗ୍ରୀବ ଯେବେ ଆୟୁର କାର୍ପେ ହେଲା କରିବ । ବାଆଁ ପ୍ରାୟ ହୋଇ ଆମ୍ଭ କାଣ୍ଡ ମୁନେ ମରିବ । ତୁମ୍ଭେ ଯାଇ ଭାଙ୍କୁ ଭୟ ଦେଖାଇଣ କହିବ । ଅୟୁର ମଇନ୍ଦ ବୋଲି ଉଧ ନ କରିବ ॥ ବୋଲିବ ଯେବଣ ବାଣେ ବାଲ୍ମୀଙ୍କର ମନ୍ତ୍ରୀ । ସେ କାଣ୍ଡ ଲେଉଟି ଗ୍ରାମ ଭ୍ରୂଣେ ସମ୍ଭାଇଲଟି ବାଲୀ ମାର୍ଗକୁ ଶରଧା ଯେବେ ଭୋର ନାହିଁଛି । ତେବେ ଘୁମ ଚରଣେ ଦର୍ଶନ କର ଯାଇଟି { ଲକ୍ଷ୍ମଣ ବୋଲନ୍ତ ଦେବ ସୂରୀ ବଡ଼ ଦୁଷ୍କୃ ହେ । ଭାଙ୍କୁ ମାଈ ଅଙ୍ଗଦକୁ ଦେବା ଏହି ଗୁମ୍ମୁ ହେ । ଶୁଣିଣ ଶ୍ରୀକ୍ରମ କରେ ଛୁଇଁ ଭୂମି ଶ୍ରଶ ଯେ । ଏହା କଲେ ୩ ନାଶ ଯିବ ସକଲ ସୁକୃଷ୍ଣ ସେ ॥ ୧- ଭଲ ପୁସ୍ତକପାଠ । ୨- ସେଇ ନୋହିଲ ପୋଥିପାଠ | ୩- ଭାଲୁକଲେ ପୋଥପାଠ । ୧୨୫