Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୮୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୧୨୭ କନ୍ଧା କାଣ୍ଡ ଧନୁରେ ଦେଇ ଗୁଣ ଧଶଛନ୍ତି ରେ । ଶୁଣିଣ ସୁଗ୍ରୀବ ଭୟେ ହୋଇଲେ ଜାଭର ୧ ସେ ॥ ଆଜ୍ଞା ଦେଲେ ଅଙ୍ଗଦକୁ ୨ ଘେନ ଆସ ଯାଇ । ଅଙ୍ଗଦ ଦର୍ଶନ ଗ୍ରାମ ଡ୍ରାଫ୍ଟ କୋପ କରିଛନ୍ତି କାହଁପାଇଁ ସେ ୩ କର୍ ପେନଶ ଅଇଲେ । କରିବା କଟକେ ଦେଖି ବହୁ ପ୍ରଶଂସିଲେ ସେ !! ଧବଲ-ମେଘ ମାନଙ୍କ ପ୍ରାପ୍ତି ପୁର ଶୋଭ । ଗୁଜାଙ୍କ ନବର ସ୍ବର୍ଗ ଧ୍ଵଜପୁର କିବା ସେ ବେନ ପାଣେ ୫ ସେନାପତିମାନଙ୍କର ପୁର । ଉଚ୍ଚ ପ୍ରାଙ୍ଗଣ ୨ ବାଣ୍ଡକୁ ଦଶଇ ସୁନ୍ଦର ସେ ।। ପସରମାନଙ୍କ ପାଉଅଛୁ ଦିବ୍ୟ ଶୋ‍ । ବୋଲେ ବଶି ଲକ୍ଷ୍ମଣ ମନରେ କଲେ ଲେଭ ହେ ( ରଗ—ଦକ୍ଷଣ କାମୋଦୀ ନବରର ସିଂହଦ୍ଵାରେ ପରବେଶ ହେଲେ ॥ କଟକ ଭକ୍ତରେ ପଖି ଦେଖି ଦେଖି ଗଲେ । ପାଞ୍ଚଦ୍ବାର ପାଶ୍ ହୋଇ ୭ ଯାଇ ଉସ୍ତ ହେଲେ । ହେମମୟ ସ୍ତମ୍ଭେ ୮ ଅଛ ହେମଖ ଦୋଲ । ଅନ୍ତପୁର ଗୁଡ଼ଣ ସେ ଅପସଈ ଗଲେ ! ହେମ ଶିକୁଳୀରେ ଖଞ୍ଜା ଶୋହେ୯ ହେମତୁଳୀ ॥ ଭାଈ ସେମା ସ୍କନ୍ଧ୍ୟ ଦେଇଅଛୁ ବେନି ଭୁଜ | ମଧ୍ୟରେ କଣ୍ଠରୁ ବଜେ କପିକୁଲ ଗୁଜ ୧- ନୋହିଲ ବାହାର ପୋଥପାଠ । -- ଅଙ୍ଗଦ ହେ ପୋଥିପାଠ | ୩--ପ୍ରଶନ ପୋଥପାଠ । ୪-ସ୍ବର୍ଗ ସୁନ୍ଦର ପୋଥପାଠ । ୫-ପାରୁଶରେ ପୋଥପାଠ ! ୬- ଉଞ୍ଚ ପ୍ରାଙ୍ଗଣ । ୭- ବଳାଇ ପୋପାଠ । ୮- ହେମ ଦୋଖମ୍ବରେ ପୋଥପାଠ । ୯-ଖଞ୍ଜି ହୋୟେ ପୋଥପାଠ । ୯°-ଭାରବାମା କରେ ପୋଥପାଠ