୧୨୮ ଘୁମଙ୍ଗଲା ରୁକ ଧରଣ ସେ ଚୁମ୍ବଇ ବିସ୍ତୀ । ସେ କାଲେ ପଡ଼ଲ ଯାଇ ଲକ୍ଷ୍ମଣଙ୍କ ଦୃଷ୍ଟି । ଧନୁର୍ଗ ଣ ଅନ୍ତଃ ଶଙ୍କାର ସେ କଲେ । ଘୁଷ୍ପ ଆମନ୍ତେ ସୁଗ୍ରୀବ ନାନ୍ତର ହୋଇଲେ । ଭାଙ୍କୁ ବୋଇଲେ ତୁମ୍ଭେ ଯାଇ କର ଭେ । ଯେମନ୍ତ ତାଙ୍କର ମନ ହୁଏ ମହା ସ୍ପଷ୍ଟ ॥ ଦୋଲରୁ ଉଦ୍ଇଣ ଅମ୍ବଇ ବରନାରୀ । ନିତମ୍ବ ନଗର ଦୁଇ ଉଚ୍ଚ କୁଟ ଭରି । ସ୍କୁଲନ୍ତେ ନୂପୁର ଯେ ରୁଣ୍ଡ ନାଳେ । ଊଣ୍ଡି ମ ମାନଇ କି ମଦନ କଲେ ବିଜେ ॥ କୁଟୁମ ସହ ତାର ଥିଝିଅରୁ ବେ ନଭେମ୍ବରୁ କାଦାମ ପଣ୍ଡୁଅଛ୩ ଖସି । । ତ୍ରୁଟି ପଅସ୍ଥି ତାର ଉରହାର ଶ୍ରେଣୀ ॥ ଭାମ୍ବୁଲ ଦିକ ପକାଇ ମଦମତ ବସି । ଓଡ଼ଣା ବସନ ମହ ଚରରେ ଲୋଟି ୪ । ନବବନ୍ଧ ଛନ୍ଦ ଅସ୍ଥି ମହମହ ଫିଶି ? I ମଧୁପାନେ ରଙ୍ଗ ମା ଦଶେ ନୟନ ବେନି । ରଙ୍ଗାଧର ରଙ୍ଗବବ୍ଦ ଭଲେ ଅଛୁ ଘେନି ॥ ଲକ୍ଷ୍ମଣଙ୍କୁ ଦେଖିଣ ସେ ଶିରେ କର ଦେଲେ । ସମ୍ପୂ ଖ ଚନ୍ଦ୍ର ବଦନ ଉତ୍ସ ଯେ ହୋଇଲେ । ଦେଖିଣ ଲକ୍ଷଣ ଲଜେ ହେଲେ ଚମ୍ ମୁଖ । ବେଲେ ବଶି କହେଲେ ଶ୍ରୀରମଚନ୍ଦ୍ର ଦୁଃଖ । ୧- ଉଞ୍ଚକୁଚରେ ଭବ୍ ପୋପାଠ । ୨- ଗଞ୍ଜି ପୋଥପାଠ । ୩- ପଡ଼େ ପୋଥପାଠ । ୪- ମହାରେ ଲେ ପୋସ୍ପାଠ । ୫- ନଦୀବନ୍ଧ ଛନ୍ଦ ମହମହ ଫିରେ ପୋଥପାଠ । ୬- ବିମ୍ବାଧର ପୋଥପାଠ ।
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୯୦
ଦେଖଣା