କଷ୍ଟ ବା କାଣ୍ଡ ରଗ—ଆହାରୀ ଭାଗ ଘଣୀ ୧ କହେ ମଧୁର ବାଣୀ । ପେରୁ ଦୃଢ, ସେ ଆସିବେ ପୃରତ । ଚନ୍ତି Qଘବ ମନେ ପ୍ର ୟାର ଭବ । ତୁମ୍ଭେଢ ନାଚ, ସବଂ ଶାସ୍ତ୍ର ପୁରୁଷ । ଶୁଣି ସୁମନ ଦଶରଥ ନନ୍ଦନ । ଶୁଣିଣ ଭାର ଯୁବଖଙ୍କର ସର । ସୁରୀବ ଆଣି ଭେଟାଇଲ୍ ଜରୁଣୀ । ସୁଗ୍ରୀବ କ ଭୁମ୍ଭ କାର୍ଯ୍ୟ ଅଛୁ ନ ଜାଣି | ବାନର ବଲ ପେଜ ଭେଟିବ ମିତ । ରଜମ ଦିବସ ଭାଙ୍ଗି ସବୁ ନ ଥୁବ ? ! ସଥିଲ ଜନରେ କୋପ କେଉଁ କାରଣ || ସୁଗ୍ରୀବ ଏବେ ସେ ଆସି କରୁ ଦର୍ଶନ ୩ || କଲକ ପୂଜା ତାଙ୍କୁ ମର୍କଟ-ରଜା । ବାହୁଡ଼ ଯାଇ ସୁଗ୍ରୀନ କଲା ଧୀର୍ । ଲକ୍ଷ୍ମଣଙ୍କୁ ଆଲଙ୍ଗନ କଲ୍ * ସେ ପୁଣି I ବୋଲଇ ଖେ ଜାଇ ଦେବ ନିସ ଭଯା || ବାନର-ସାଇଁ,୫ ଗ୍ରାମ-ଦର୍ଶନ ପାଇ । ଲକ୍ଷ ଣଙ୍କୁ ହେମ ସୁଖାସନେ ୭ ବସାଇ କରି ବା ଗୁଜେ ୮ ସୁଖ-ସନରେ ବଜେ ! ବିବିଧ ବାଇଦମାନ ୯ ଗୁମୁରେ ବାଜେ । ୧୨୯ ୧-ସେ ଭାରରଣୀ ପୋଥପାଠ । --ସରୁଥିବ ପୋଥିପାଠ । ୩-ପ୍ରଶନ ପୋଥିପାଠ । ୪- କଲକ ପୋଶ୍ୱପାଠ । ୫- ଗୋସାଇଁ ପୋଥିପାଠ । ୬- ପ୍ରଶନ ପୋଥପାଠ । ୭- ସୁଜା ସନେ ପୋଅପାଠ । ୮-କ ବ୍ୟାଜ୍ୟ ପୁସ୍ତକପାଠ । ୯- ବାଦ୍ୟ ମାଈ ପୋଥପାଠ ।
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୯୧
ଦେଖଣା