10070 ବାନର ବଲ ଚଲେ ମଧ୍ୟ ଗହଲ । ଯାନ ତେଜ ୧ ଆହି କଲେ ଅଚଲ ୨ ॥ ସୁମିତ୍ରା-ସୁଭ ପେଧି କଲ ନଷ୍ଟ । ବୋଲେ ବଶି ଗ୍ରାମ ହୋଇଥଲେ ହୁଁ ଟିଭ ଲକ୍ଷ୍ମ ଓ ସଙ୍ଗେ ସୁଗ୍ରୀନ କଲେ ଦର୍ଶନ । } ଦେଖିଣ ଉଠି ଭାଙ୍କୁ ଶ୍ରୀରାମ ଯେ କଲେକ ଅଙ୍ଗନ ରାମ ବୋଲଣ୍ଡ ହେଲା କଲ୍ କ ମିତ । ସୁଗ୍ରୀବ କର ଯୋଡ଼ ଜଣ ଇ ହେ ଦେବ ପେରୁ ଦୃଢ ଅଜି କାଲ୍ ଭତରେ ଆସିବେ ବଲେ । ଏ କଥାକୁ ଭେଦେବ ସନ୍ଦେହି ହେ ତୁମ୍ଭେ ମନେ ନ ଭଲ | ସୁଗ୍ରୀବ ୪ ରାମ କଥା ହୋଇବା ଉପରେ । ଦିନକର ଅଦୃଶ୍ୟ ହୋଇଲେ ଯେ ସୈନ୍ୟ ପାଦ ଧୁଲରେ ମୁଖଶ୍ଵବ ଶବଦେ ଉଛୁ ଲେ ମହ ୫ । ଭଲ ଲ୍ ଣ କିବା ସ ଗର ସେ ଆସୁଛଇ ୬ ବହି ଗ୍ରାମ ବୋଲନ ଶୁଭଇର ଚହଳ । ସୁରୀ ବୋଲନ୍ତ ଦେବ ଅଇଲେ ହେ ଅମ୍ଭ ବାନର ବଲ || ପ୍ରଥମେ ଶବ୍ଦବଲ ୭ ଦର୍ଶନ ଭଲ । ଦଶକୋଟି ସହ ବାନର ହେ ସଙ୍ଗେ ଘେନ ଅଇଲ || ସୁଷେଣ ସଙ୍ଗେ ଦଶସହିସ୍ର ୮ କୋଟି । ଦଶ ସହ କୋଟି ଦାନର ହେ ଘେନ କେଶର ଭେଟି । ୧– ସ୍ଥାନବର ପୁସ୍ତକପାଠ । ୨- ସକଳ ପୋଥିପାଠ । ୩- କିଛି ପୋଥପାଠ । ୪- - ସୁଗ୍ରୀ ପୁସ୍ତକପାଠ । *- ମୁଖସ୍ତବରେ ଉଛୁଲଇ ମସ୍ତ୍ର ପୋଥିପାଠ । ୬– ଆସୁଣ ଅଛି ପୋଥିପାଠ । ୭– ଭଦଲ ପୁସ୍ତକପାଠ । ୮- ଦଶ ପୁସ୍ତକପାଠ ।
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୯୨
ଦେଖଣା