Jump to content

ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୯୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୧ ୩୪ ଗବ ଗବାକ୍ଷ ଗଜ ପକାଇବ ଶିର ହାଣି । କ ମୋ ବନ୍ଧୁ ହେ ୧ | ଦୁର୍ବଳ ଢାର ନଳ କଲେ ସୁଷେଣ ଯେ ହନୁମନ୍ତ ଯୁବରକ କ ମୋ ବନ୍ଧୁ ହେ । ଜାମ୍ଭବ ଗନ୍ଧମାର୍ଦ୍ଦିନ ବୋଲେ କପିରଜ ତୁମ୍ଭେ ସେ ବେଗେ ହେ ଦକ୍ଷିଣେ ୨ ଯାଅ ବହନ କ ମୋ ବନ୍ଧ କେ }) ମାସେ ନମ୍ବୁରୁ ଆସିବ । ଦକ୍ଷିଣ ସିଦ୍ଧି, ମଧେ ଯେତେ ଗଣ୍ଠ ହେ । + ସବୁ ବୁଲଣ ଖୋଜବ, କି ମୋ ବନ୍ଧୁ ହେ କେଶରୀ ୩ରକୁ ବୃଦ୍ଧି, କନ୍ତି ତାହାକୁ ପାଶକୁ ରଇ ଯେ । ଖୋଦ୍ଧବ ପଈଁ ମେ ଯାଇ, କି ମୋ ଦନ୍ଧି ହେ । ଶ୍ରୀଘ୍ରମଚନ୍ଦ୍ର ଘରଣୀ, ବାରଜା ମାସକେ ନ ଦେଲେ ଆଣି ଯେ । ଦଣ୍ଡ ଦେବ ସଭ୍ୟବାଣୀ, କି ମୋ ବନ୍ଧୁ ହେ ।। ଶଭବଲ ସେନାପଦ, ତାହାଙ୍କ ଗୁଇଣ କହନ୍ତି କର ଯେ । ଉତ୍ତରେ ଯାଅ ଭଡ଼ଙ୍ଗି, କ ମୋ ବନ୍ଧୁ ହେ ।! ପୃଥୁ୩ର ଧାନ ୩ ଯେତେ, ସୁଗ୍ରୀବ ତାହାଙ୍କୁ କହିଲେ ଭେଭେ ଯେ । ବଶି ବୋଲେ କି କହିବ ଗୀତେ । କ ମୋ ବନ୍ଧ ହେ ୪ ॥ ୧- ମୋ ସ୍ତ୍ରୀର ହେ ପୋଥ୍ ୬୦, ୨ -ସ୍ତେ କ୍ଷ ପୋଷ୍ଟ୍ ପାଠ, ୩-ସ୍ଥାନ ପୁସ୍ତକପାଠ, ୪- ସେ ଯେତେ ହେ ପୋଥ‌ିପାଠ ।