କରି ବା କାଣ୍ଡ ରଗ—କୌଶିକ ଗ୍ରାମ ପଟ୍ଟାରନ୍ତି ସଖେ ସୁଗ୍ରୀ ନିଜ ଆମ୍ଭଙ୍କୁ କହିବ ସଜ । ପୃଥଗଲେ ଯେତେ ଯେତେ ସ୍ଥାନ କହଲ୍ ଜାଣିଲ ତୁମ୍ଭେ କେମନ୍ତ ହେ ୧ କର ଯୋଡ଼ ସୁଗ୍ରୀବ ଜ ୀନ୍ତ ସେ ଦେବ । ବାଲୀ ଭୟରେ ପୃଥ୩ ବୁଲେ ଲୁଚବାକୁ ମୁଁ ଖୋଜିଲେ ୨ ଠାବ ଯହ ରହି ଗଲେ ବାଲି ମୋତେ ମାରେ ରହଇ ଠାବ ନ ପାଇଇ । ହିନ୍ଦୁ କହିଲେ ଋଷ୍ୟମୂକେ ଲୁଚବା ଭାଙ୍କର ବୋଲରୁ ୩ ଅଜଈ ॥ ପୂର୍ବେ ବାଲୀ ଦୁନ୍ଦ ଛିକୁ ମାର୍ ଭାର ଅସ୍ଥି ୪ ବୁଲଇ ଫିଙ୍ଗି ଦେଲ । ଭାର ବୁଧର ମାଢଙ୍ଗ ମହାଋଷି କାନନ ୫ ମଧ୍ୟରେ ପଡ଼େଲ ୱ ଋଷି ବୋଧରେ ଶାପ ଦେଲେ ବାଲ୍ମୀକି ମୋର ସୀମାରେ ନ ପଶିବୁ । ଯେବେ ତୁ ମୋ ଗିଈ ବନରେ ପଖିରୁ ରୁଧର ଉଦ୍ଗାଈ ୬ ମଈରୁ ॥ ଢେଣୁକର ଦେବ ଋଷ୍ୟମୂକ ଗିର୍ ଯିବାକୁ ବାଙ୍କୀ ଭ୍ୟ କଲ୍ । ଢେଣ୍ଟ କର ଦେବ ମୋର ଲୁଚବା ସ୍ଥାନ ଏହ ପିଣ୍ଡ ହୋଇଲେ । ଶୁଣିଣ ସନ୍ତୋଷ ହେଲେ ଘୁମଚନ୍ଦ୍ର ହନୁକୁ ପାଖକୁ ଡାକିଲେ । ଚକ୍ୟ କଥା ଗୁପଭ ବାରଢା ହନୁ କର୍ତେ ସବୁ କହିଲେ ॥ ବୋଇଲେ ସୀତା ଦେଖିଲ ନାହଁ ଭୋକେ ପ୍ରତ୍ଯେ ଅବା ନ କରିବ । ଏ କଥା ଶୁଣି ଆମ୍ଭର ଦୂଢ ଜାଣି ସଂଶୟ୍ ମନରୁ ଟୁଡ଼ିବ ୭ । ଏମନ୍ତ କହି ଶ୍ରୀକରୁ ପ୍ରଭୁ କାଇଁ ଦେଲେ ଅନାମିକା ମୁଦ୍ରିକା ୮ । ବୋଲେ ବଶି ହନ୍ତୁ ଶିରରେ ଲଗାଇ ବାନ୍ଧି କଟି ଦେଶେ ପଟୁକା ( ୧୩୫ ୧- ସ୍ଥାନମାନ କହଲ ସେ କେବଲ ଦୂଇ ପୁସ୍ତକପାଠ ୮ ୨- କଈ ପୋଥପାଠ ୩- ବୋଲିକୁ ପୋଥିପାଠ । ୪- ଅଗସ୍ତ ପୋପାଠ । ୫- କାନ ପୋଥିପାଠ ।୬-- ପକାଇ ପୋଥୁପାଠ । ୭ ଶୁଣିଣ ସନ୍ତୋଷ ଠାରୁ ଆରମ୍ଭ କରି ମନରୁ ଗୁଡ଼ବ’ ପର୍ଯ୍ୟନ୍ତ ପାଠ ପୁସ୍ତକରେ ନାହିଁ । ୮- ଏହାଶୁଣି ଗୁମ ହନୁକୁ ଗୁଇଣ ଦେଲେ .. ସୂପ୍ତକପାଠ ।
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୯୭
ଦେଖଣା